ପେଟ୍ରୋଲ, ଇଥାନଲ୍ ଓ ପରିବେଶ
ଡ. ଚିତ୍ତରଞ୍ଜନ ମିଶ୍ର ନିକଟ ଅତୀତରେ ଭାରତ ସରକାର ପେଟ୍ରୋଲ ସହ ଜୈବ ଇନ୍ଧନ ଇଥାନଲର ମିଶ୍ରଣକୁ ନେଇ ଏକ ଅଭିନବ ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ଏହା ଏଭଳି ଏକ ସମୟରେ କାର୍ଯ୍ୟକାରୀ ହେଉଅଛି ଯେତେବେଳେ କି ବିଶ୍ୱରେ ତୈଳ…
ଏଇ ଭାରତରେ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାତ୍ୟା ସମୟରେ ବିଭିନ୍ନ ସୂଚନା ଜାରି କଲେ ମଧ୍ୟ ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିବା ଲକ୍ଷ୍ୟ କରାଯାଏ। ଇଂଲିଶ, ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରଣ କରାଯାଉଥିବା ବେଳେ ବହୁ ମତ୍ସ୍ୟଜୀବୀ ଟେକ୍ନିକାଲ୍…
କଟକଣା କ୍ଷତି କଲା
ଆକାର ପଟେଲ ନୀତି ଆୟୋଗ କ’ଣ ଓ ଏହା କି କାମ କରେ ଏ ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣନ୍ତି। କିନ୍ତୁ ଏହାର ମୁଖ୍ୟ ଅମିତାଭ କାନ୍ତ ଭାରତରେ ଇଜ୍ ଅଫ୍ ଡୁଇଂ ବିଜ୍ନେସ କିଭଳି ବୃଦ୍ଧି କରାଯାଇପାରିବ ତା’ଉପରେ…
‘ନ୍ୟୁ ଶେପାର୍ଡ’ ଡିଜାଇନର
ମହାକାଶକୁ ଯାତ୍ରା। ପିଲା ବେଳେ ସମସ୍ତେ ଏମିତି ବିଷୟରେ ନିଶ୍ଚିତ ପଢ଼ିଥିବେ। ତେବେ ବିଶେଷ ଭାବେ ପ୍ରଶିକ୍ଷିତ ଓ ସେ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଆହରଣ କରିଥିବା ମହାକାଶଚାରୀମାନେ ହିଁ କେବଳ ମହାକାଶକୁ ଯାଇଥାଆନ୍ତି ବୋଲି ଧାରଣା ରହିଆସିଥିଲା। ହେଲେ ଏକବିଂଶ…
ଶିକ୍ଷାଯନ୍ତ୍ରୀଙ୍କ ନିୟନ୍ତ୍ରଣରେ ଶିକ୍ଷା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ମଣିଷ ହେଉଛି ପଶୁର ବିବର୍ତ୍ତିତ ରୂପ। ଏହି ବିବର୍ତ୍ତନ ପ୍ରକ୍ରିୟାରେ ତା’ର ଚେତନାର ମଧ୍ୟ ବିକାଶ ଘଟିଛି। ଏହି ଚେତନାର ବିକାଶରେ ଶିକ୍ଷା ଏକ ବିଶେଷ ଭୂମିକା ଗ୍ରହଣ କରିଛି। ମଣିଷକୁ ଶିକ୍ଷିତ ଓ ସଂସ୍କୃତ କରିବା…
ଏଇ ଭାରତରେ
ଝାଡୁଦାର ଭାବେ କାମ କରୁଥିବା ଜଣେ ମହିଳା ରାଜସ୍ଥାନ ପ୍ରଶାସନିକ ସେବା (ଆର୍ଏଏସ୍)ରେ କୃତକାର୍ଯ୍ୟ ହେବା କିଛି କମ୍ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ଆଶା କନ୍ଦରା। ସେ ଏବେ ଯୋଧପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ। ଏହାପୂର୍ବରୁ…
ଏଇ ଭାରତରେ
ଗାଁ ଗାଁ ବୁଲି ପୁରାତନ ସାମଗ୍ରୀ ସଂଗ୍ରହ କରି ଏକ ମ୍ୟୁଜିୟମ ବା ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗର ଡ. ବିଶ୍ୱଜିତ ରାୟ। ସେ ପିଜୁସକାନ୍ତି ମୁଖାର୍ଜୀ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ନଦିୟା ଜିଲା ଦେବଗ୍ରାମରେ ସେ…
ପ୍ରକୃତି କୋଳରେ ମଣିଷ
ପ୍ରେମାନନ୍ଦ ନାୟକ ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ହେଉଛି କେତେଗୁଡ଼ିଏ ବାଷ୍ପର ସମଷ୍ଟି। ସେହି ବାଷ୍ପଗୁଡ଼ିକ ମଧ୍ୟରେ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ ଉପାଦାନ। ବାୟୁମଣ୍ଡଳରେ ଯବକ୍ଷାରଜାନ ପରିମାଣ ସର୍ବାଧିକ ଶତକଡ଼ା ୭୮ ଭାଗ ଥିବାବେଳେ ଅମ୍ଳଜାନ ୨୧…
ବିଦ୍ୟାଳୟ ବିତର୍କ: ସରକାରୀ ଓ ଘରୋଇ
ବିଚିତ୍ର ବିଶ୍ୱାଳ ସରକାରୀ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟକୁ ନେଇ ବିତର୍କ ଆମ ଦେଶରେ ନୂଆ ନୁହେଁ। ଏହା ବହୁତ ପୁରୁଣା ବିତର୍କ ଓ ଦୀର୍ଘ ଦିନ ହେବ ଜାରି ରହିଛି। ଏହି ବିତର୍କ ଏବେ କେବଳ ଅତ୍ୟନ୍ତ ନଗ୍ନ ଭାବେ…
ନିୟନ୍ତ୍ରଣରେ ଦିଲ୍ଲୀ ପୋଲିସ
ବହୁ ସମୟରେ ଦିଲ୍ଲୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାବୁ କହିଲେ ମୁଖ୍ୟ ଶାସନ ସଚିବଙ୍କୁ ନୁହେଁ, ବରଂ ପୋଲିସ କମିଶନରଙ୍କୁ ବୁଝାଯାଏ। ଏହି ପଦବୀରେ ଥିବା ହାଇ ପ୍ରୋଫାଇଲ ବାବୁମାନେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ହୋଇଥାଆନ୍ତି। ତେବେ ଅନେକ ସମୟରେ ଦିଲ୍ଲୀର ପୋଲିସ…
ଏଇ ଭାରତରେ
ଅସହାୟ ଛାତ୍ରମାନଙ୍କ ସାହାରା ପାଲଟିଛନ୍ତି ମହାରାଷ୍ଟ୍ରର ରାଜୁ କେନ୍ଦ୍ରିି। କୃଷକ ପୁଅ ରାଜୁ ଏବେ ସୁଦ୍ଧା ୧୨୫ ଜଣ ଅସହାୟ ଛାତ୍ରଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିସାରିଛନ୍ତି। ରାଜୁ ଏକଲବ୍ୟ ଅଭିଯାନ ଚଳାଇ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ନିକଟରେ…
ସମ୍ପ୍ରସାରଣ
ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ଏକ ବିକାଶୋନ୍ମୁଖୀ, ସଂପ୍ରସାରଣୋନ୍ମେଷୀ ସତ୍ତା। ଏହା ହିଁ ତାହାର ସ୍ବଧର୍ମ। ପରିବର୍ତ୍ତିତ ପରିସ୍ଥିତି ଅବା ପରିବର୍ତ୍ତିତ ପାରିପାର୍ଶ୍ୱିକ ଅବସ୍ଥାରେ ମଣିଷ ଏହି ସ୍ବଧର୍ମଠୁ ଦୂରେଇ ଯାଏ। ଏହା ଏକ ଚିରନ୍ତନ ମାନବିକ ପ୍ରକ୍ରିୟା ହେଲେ…
Archives


