ସମ୍ପାଦକୀୟ

ଏଇ ଭାରତରେ

ଶିକ୍ଷା କହିଲେ ଦଶମ ପାସ୍‌, କିନ୍ତୁ ନୂତନତ୍ୱର ନିଶା ଏକ ନୂଆ ପରିଚୟ ଦେଇଛି ଗୋଆର ବିପିନ କଦମଙ୍କୁ। ବିପିନଙ୍କ ବୟସ ଏବେ ୪୪। ସେ ଗୋଆର ଏକ ମାନୁଫାକଚରିଂ କମ୍ପାନୀରେ କାମ କରନ୍ତି। ସେ ତାଙ୍କ ଦିବ୍ୟାଙ୍ଗ କନ୍ୟାଙ୍କ ପାଇଁ…

ଏଇ ଭାରତରେ

୯ ଏକର ଶୁଷ୍କ ଜମିରେ ପରିସଂସ୍ଥା ସହନୀୟ ପର୍ଯ୍ୟଟନ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମଣିପୁରର ସ୍ଥପତି ମନ୍ନାର ରାୟ। କଟଲାମାରା ଅଞ୍ଚଳରେ ସେ ଏହି ବାଉଁଶ ଗାଁ ବିକାଶ କରିଛନ୍ତି। ଏହାର ନାମ ଦେଇଛନ୍ତି ବାଶ୍‌ଗ୍ରାମ।…

ଜ୍ଞାନକୌଶଳ ଆପଣାଇବାକୁ ହେବ

ଈପ୍ସିତା ମହାନ୍ତି   ଲେଖାଟି ଦେଶର ଏକ ପ୍ରମୁଖ ରାଜ୍ୟ ଗୁଜରାଟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ଆମ କୋରାପୁଟ ଜିଲା ବୈପାରୀଗୁଡ଼ାର ଘଟଣାବଳୀକୁ ନେଇ ଆଲୋଚିତ। ଗତ ଦିନରେ ଗୁଜରାଟ କ୍ୟାଡରର ବରିଷ୍ଠ ପୋଲିସ ଅଧିକାରୀ ଗୌତମ ପାରମାର ଜଣେ…

ଆସ ଫେଲ୍‌ ହେବା

ସନ୍ତୋଷ କୁମାର ମହାପାତ୍ର   ଜୀବନରେ ପ୍ରାୟ ସମସ୍ତେ ତାଙ୍କ ପିଲା ସଫଳତାର ଶୀର୍ଷରେ କିପରି ପହଞ୍ଚିବେ, ନିଜ ଶ୍ରେଣୀରେ ପ୍ରଥମ ହେବେ, ବିଭିନ୍ନ ପରୀକ୍ଷାରେ ସଫଳତା ପାଇବେ ତାହା କହିଥା’ନ୍ତି। ବିଶେଷକରି କେତେ ଅଧିକ ସଫଳତା ମିଳିବ ଏବଂ ସର୍ବାଧିକ…

ଦ୍ୱନ୍ଦ୍ୱରେ କପ୍‌୨୭

ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୭ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ କପ୍‌୨୫ ଓ କପ୍‌୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟଟନ ଦେଶ ଇଜିପ୍ଟରେ ମୌଳିକ ମାନବ…

ସାହସୀ ଇରାନୀୟ ମହିଳା

ମହସା ଅମିନ୍‌ଙ୍କ ମୃତ୍ୟୁ ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରକ୍ଷଣଶୀଳ ଶାସକଙ୍କୁ ବିରୋଧ କରି ଇରାନ୍‌ ମହିଳାଙ୍କ ସହ ସେଠାକାର ପୁରୁଷମାନେ ଯେଭଳି ପ୍ରତିବାଦ କରୁଛନ୍ତି, ତାହା ଏକ ବିପ୍ଳବର ରୂପ ନେଇଛି।…

ଏଇ ଭାରତରେ

ଛତୁଚାଷରେ ୯୦୦୦ ମହଳିାଙ୍କୁ ନିୟୋଜିତ କରି ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛନ୍ତି ପଶ୍ଚିମବଙ୍ଗର ଦମ୍ପତି ଅନିର୍ବାଣ ଓ ପୌଲମୀ ନନ୍ଦି। ସିଲିଗୁଡ଼ି ଓ ଜଲ୍‌ପାଇଗୁଡ଼ି ଜିଲାର ୩୨ରୁ ଊର୍ଦ୍ଧ୍ୱ ଗାଁର ଏହି ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନେ ୨୦୧୯ରେ ‘ଲିଭିଂ…

ଅନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳ ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ଅର୍ଥାତ୍‌ ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟରୁ ଭାରତ ରହିଛି ୧୦୭ତମ ସ୍ଥାନରେ । ଭାରତ ତଳକୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି। ବାଂଲାଦେଶ, ନେପାଳ ପରି ଦେଶ…

ସ୍ଥିତପ୍ରଜ୍ଞ ଅବସ୍ଥା

ଆରତି ମହାନ୍ତି ଆମର ମନ ଯେ ସଦାବେଳେ ବଜର ବଜର ହୋଇ ଚାଲିଥାଏ – କଥା କହି ଚାଲିଥାଏ ଏହାକୁ କ’ଣ କେବେ ଲକ୍ଷ୍ୟ କରି ଦେଖିଛ? ତଦ୍ଦ୍ବାରା ଆମର ବହୁତ ଶକ୍ତି ନଷ୍ଟ ହୋଇଯାଏ। ଏଇ କଥାଟି ଗୋଟାଏ ସାଧାରଣ…

ଭୋଟ୍‌ ପାଇଁ ଶିଳ୍ପ

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଭାରତର ଅର୍ଥନୈତିକ ରାଜଧାନୀ ଭାବେ ପରିଚିତ। କିନ୍ତୁ ଏବର ସ୍ଥିତି ଦେଖିଲେ ଶିଳ୍ପଗୁଡ଼ିକୁ ଯେଭଳି ଗୁଜରାଟମୁହାଁ କରାଇ ଦିଆଗଲାଣି ଆଗକୁ ମୁମ୍ବାଇର ଗୁରୁତ୍ୱ ହ୍ରାସ ପାଇବାର ଆଶଙ୍କା ଉପୁଜିଛି। ଏକନାଥ ଶିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ…

ଏଇ ଭାରତରେ

ତିନି ମହଲା କୋଠାରେ ଚାଷ ହେଉଛି ଓ ସେଥିରୁ ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଜଣେ ପୂର୍ବତନ ସାମ୍ବାଦିକ। ଏହା ବିଶ୍ୱାସ କରି ନ ହେଉଥିଲେ ବି ବରେଲିର ରାମବୀର ସିଂ ଏହାକୁ ନିଶ୍ଚିତ କରିଛନ୍ତି। ସେ ତାଙ୍କ…

ଦୋଷ କାହାର-ଭୋଗୁଛି କିଏ

ଘାସିରାମ ପଣ୍ଡା ପ୍ରସୂତିଙ୍କୁ ସହାୟତା ଦେବା ପାଇଁ ରାଜ୍ୟରେ ମମତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ପ୍ରଥମ ଦୁଇଟି ଗର୍ଭ ପାଇଁ ମହିଳାଙ୍କୁ ଦୁଇଟି କିସ୍ତିରେ ପାଞ୍ଚ ହଜାର ଟଙ୍କାର ସହାୟତା ଦିଆଯାଏ। ଏହା ପ୍ରସୂତିଙ୍କ କୁପୋଷଣ, ରକ୍ତହୀନତା ପ୍ରଭୃତି ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?