ସମ୍ପାଦକୀୟ

ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି ପାଉଛି ଓ ସେହି ଅନୁପାତରେ ସୌର ପ୍ୟାନେଲ ବର୍ଜ୍ୟ ବଢ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା…

ଏଇ ଭାରତରେ

ଛତୁରୁ ପ୍ରସ୍ତୁତ ବିସ୍କୁଟ, ଆଚାର ଆଦି ଖାଇଛନ୍ତି କି? ଏଭଳି ଆଇଟମ୍‌ ପ୍ରସ୍ତୁତ କରୁଛନ୍ତି ତେହରି ଗଡ୍‌ଓ୍ବାଲର କୁଲଦୀପ ବିଷ୍ଟ ଏବଂ ତାଙ୍କ ସାଥୀ ପ୍ରମୋଦ ଜୁୟାଲ। ଭୌମକୋଟି ଗାଁର ଏହି ଦୁଇଜଣ ଯୁବକ ଚାକିରି ଛାଡ଼ି ଛତୁଚାଷ କରୁଛନ୍ତି ଓ…

ଆର୍ମିର ଉଡ଼ନ୍ତା ରାଣୀ

– ଜିତେନ୍ଦ୍ର କୁମାର ନାୟକ ଇଣ୍ଡିଆନ୍‌ ଆର୍ମିର ଲଢ଼ୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ କ୍ୟାପଟେନ୍‌ ଅଭିଳାଷା ବାରାକ୍‌ଙ୍କର ପିଲାବେଳେ ସାମରିକ କ୍ଷେତ୍ରରେ ସେବା କରିବାର ଅଭିଳାଷ ନ ଥିଲା। କିନ୍ତୁ ପିତା କଲୋନେଲ୍‌ ଏସ୍‌. ଓମ୍‌ ସିଂ ୨୦୧୧ରେ ସେନାରୁ…

ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନରେ ଏହି ଶବ୍ଦଟି ଯୋଡ଼ି ଦିଆଗଲା। ସମ୍ବିଧାନର ଧାରା ୨୫ରେ ଭାରତୀୟ ନାଗରିକମାନଙ୍କୁ…

ବାହାରେ ପ୍ରଭାବ ନାହିଁ

ନାଗରିକ ତଥା ଆଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ କ୍ଷମତା ବା ଅଧିକାର ରହିଛି। ସେମାନେ ଯାହା ନ କରିବା ପାଇଁ ଚାହାନ୍ତି, ସେଥିରେ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ବହୁ ସମୟରେ ଏଥିରେ ବ୍ୟତିକ୍ରମ…

ଏଇ ଭାରତରେ

ସେପ୍ଟିକ ଟାଙ୍କି ସଫା କରିବାର ଆଉ ଟେନ୍‌ସନ ରହିବ ନାହିଁ, କାରଣ ଆଇଆଇଟି ମାଡ୍ରାସର ଗବେଷକମାନେ ଏବେ ବିକାଶ କରିଛନ୍ତି ଏକ ନୂତନ ରୋବୋ ଯାହା କମ୍‌ ସମୟରେ ସେପ୍ଟିକ ଟାଙ୍କି ସଫା କରିଦେଉଛି। ଏହାକୁ ନିକଟରେ ପରୀକ୍ଷା କରାଯାଇଛି। ତାମିଲନାଡୁ…

ଗର୍ବର ବିଷୟ

ଉପେନ୍ଦ୍ର ବିଶ୍ୱାଳ କେନିଆର ପୂର୍ବ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ କନ୍ୟା ହେଉଛନ୍ତି ୪୪ ବର୍ଷୀୟା ରୋଜମାରୀ। ମସ୍ତିଷ୍କରେ ଟ୍ୟୁମରଜନିତ ଜଟିଳ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ସେ। ମାତ୍ର ଦୁର୍ଭାଗ୍ୟ ବଶତଃ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣଭାବେ ହରେଇବସିଲେ ନିଜ…

ଅପରିପକ୍ୱ ନିଷ୍ପତ୍ତିର ପରିଣାମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ସିମେଣ୍ଟ ବେଞ୍ଚରେ ବସିଥିଲି। ମୋ ପାଖ ବେଞ୍ଚରେ ଦି’ଜଣ ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲି, ଜଣେ ହେଉଛନ୍ତି ନରେଶବାବୁ ଏବଂ ଅନ୍ୟ ଜଣେ ନିତ୍ୟାନନ୍ଦବାବୁ। ଦୁହେଁ ଓଡ଼ିଶା…

ଚାପରେ କେନ୍ଦ୍ର

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରତି କେନ୍ଦ୍ର ଅତି ସମ୍ବେଦନଶୀଳ ବୋଲି ବହୁ ସମୟରେ ଦାବି କରେ। ତେବେ ବର୍ତ୍ତମାନ ମିଜୋରାମରେ ଏକ ସମସ୍ୟାରେ ତା’ ଦାବିର ପରୀକ୍ଷା ହୋଇଯିବ। କିଛି ଦିନ ହେଲା ମିଜୋରାମରେ ପ୍ରମୁଖ ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକ ରାଜ୍ୟର ମୁଖ୍ୟ…

ଏଇ ଭାରତରେ

କାଲିକଟ୍‌ ଏନ୍‌ଆଇଟିିର ଗବେଷକମାନେ ପରିବେଶ ସୁରକ୍ଷା ଲାଗି ଏକ ପ୍ରକାର ସ୍ମାର୍ଟ ସୋଲାର ଷ୍ଟୋଭ୍‌ ନିର୍ମାଣ କରିଛନ୍ତି। ଏହାକୁ ଘରେ, ରେସ୍ତୋରଁାରେ ଏବଂ ରାସ୍ତକଡ଼ ବ୍ୟବସାୟୀମାନେ ବ୍ୟବହାର କରିପାରିବେ। ଏଲ୍‌ପିଜିର ଅହେତୁକ ମୂଲ୍ୟ ବୃଦ୍ଧିରୁ ଏହି ଷ୍ଟୋଭ୍‌ ରକ୍ଷା କରିବ। ଏହା…

କିଶୋରୀ ମାତୃତ୍ୱ ଚିନ୍ତା

ରାଜୀବ କୁମାର ନାୟକ ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି ରିପୋର୍ଟ ଅନୁସାରେ ୧୫ରୁ ୧୯ବର୍ଷ ବୟସର କିଶୋରୀମାନଙ୍କଠାରେ ମାତୃତ୍ୱ ହାର ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାଯାଏ। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସ୍ଥିତି (ଏନ୍‌.ଏଫ୍‌.ଏଚ୍‌.ଏସ୍‌.) ରିପୋର୍ଟ ୫ ଓ ୪କୁ…

ବନ୍ଧୁ ଶଙ୍ଖୁଳା

ଅଲେଖ ଚନ୍ଦ୍ର ମିଶ୍ର ବନ୍ଧୁବତ୍ସଳତା ଭାରତୀୟ ସଂସ୍କୃତିର ଏକ ମହାନ୍‌ ପରମ୍ପରା। ବନ୍ଧୁତାର ସୃଷ୍ଟି ଯେତିକି ସହଜ ତା’ର ସ୍ଥିତି ସେତିକି କଷ୍ଟ ଓ ବିଚ୍ଛେଦ ତତୋଽଧିକ ଯନ୍ତ୍ରଣାଦାୟକ। ଶାସ୍ତ୍ରାନୁସାରେ ଅଜଣା ଲୋକଟିଏ ସହିତ ମାତ୍ର ସାତ ପାଦ ଚାଲିଲେ କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri