ନୂତନ ଜାତୀୟତାବାଦ
ଡାରୋନ ଆକେମୋଗ୍ଲୁ ୧୯୮୯ରେ ବର୍ଲିନ ଓ୍ବାଲ୍ର ପତନ ପରେ ମହା ଆନନ୍ଦର ଅନୁଭବ କରାଯାଇଯାଇଥିଲା। ଫ୍ରାନ୍ସିସ ଫୁକୁୟାମଙ୍କ ଭାଷାରେ ଆର୍ଥିକ ଓ ରାଜନୈତିକ ଉଦାରବାଦର ଏହା କେବଳ ଏକ ନିର୍ଲ୍ଲଜ ବିଜୟ ନ ଥିଲା, ବରଂ ଥିଲା ଜାତୀୟତାବାଦର ଅବକ୍ଷୟ। ବିଶ୍ୱର…
ଯୁଦ୍ଧ ଓ ସଂସ୍କୃତି
ନିକଟରେ ଟାଇମ୍ସ ଲିଟେରାରି ସପ୍ଲିମେଣ୍ଟରେ ୟୁକ୍ରେନ୍ ଓପନାସିକ, ପ୍ରାବନ୍ଧିକ ତଥା କବି ଓକ୍ସାନା ଜାବୁଝକୋଙ୍କର ଏକ ରୋଚକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏଥିରେ ରୁଷିଆର ଅସଭ୍ୟ ଆଚରଣକୁ ସ୍ବୀକାର କରୁ ନ ଥିବାରୁ ପାଶ୍ଚାତ୍ୟ ପାଠକମାନଙ୍କୁ ସେ ସମାଲୋଚନା କରିଥିଲେ। ଜାବୁଝକୋଙ୍କ…
ଏକ ଦେଶ: ଅନେକ ସମସ୍ୟା
ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ! ଏମିତି ଏକ ଭୟର ବାତାବରଣ ସାରା ଦେଶରେ। ବାରାଣସୀର ଜ୍ଞାନବାପୀ ମସ୍ଜିଦ୍ ପରିସରରୁ ଶିବଲିଙ୍ଗ ମିଳିବାକୁ ନେଇ ସନ୍ଦେହ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ରତନ…
ଚିନ୍ତାଜନକ ହାତୀ ମୃତ୍ୟୁ
ଏବେ ବିଭିନ୍ନ ଗଣମାଧ୍ୟମରେ କ୍ରମାଗତ ଯେଉଁଭଳି ଭାବରେ ଓଡ଼ିଶାରେ ହେଉଥବା ହାତୀ ମୃତ୍ୟୁର ଖବର ଦେଖିବା ପାଇଁ ମିଳୁଛି ତାହା ଅତ୍ୟନ୍ତ ଚିନ୍ତାଜନକ। ହାତୀ ଯଦିଓ ଏକ ବନ୍ୟପ୍ରାଣୀ ତଥାପି ଆଜି ନୁହେଁ, କାହିଁ କେଉଁ କାଳରୁ ମଣିଷ ସହ ତା’ର…
ଏଇ ଭାରତରେ
ପରିବେଶକୁ ଭଲପାଉଥିବା ଲକ୍ଷ୍ମୀକୁଟ୍ଟି ଆମ୍ମା ଏକାଧାରରେ ଜଣେ ଶିକ୍ଷକ, କବି ଓ ଚିକିତ୍ସକ। କେରଳର ପୋନମୁଣ୍ଡି ନିକଟସ୍ଥ କଲ୍ଲାର ଜଙ୍ଗଲ ମଧ୍ୟରେ ରହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବିଷଧର ସାପ ଦଂଶନରୁ ଲୋକମାନଙ୍କ ଜୀବନ ରକ୍ଷା କରୁଛନ୍ତି। ଏଯାବତ ସେ ୩୫୦ ଜଣଙ୍କ…
ଏଇ ଭାରତରେ
ପୀର ରାମ ବିଷ୍ଣୋଇ ଜଣେ ମେକାନିକ୍। ଜାତୀୟ ରାଜପଥ-୬୫ କଡରେ ପଙ୍କ୍ଚର ରିପେୟାରିଂ ଦୋକାନ କରିଛନ୍ତି। ରାଜସ୍ଥାନ ଜୟପୁର ଜିଲାର ଧମାନା ଗାଁର ଏହି ସାଧାରଣ ବ୍ୟକ୍ତି କିଛି ଅସାଧାରଣ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗତ ଦଶନ୍ଧିରେ ଆହତ…
ଜୈବବିବିଧତା ଓ ପରିସଂସ୍ଥା
ଶୁଭନାରାୟଣ ଶତପଥୀ ଏହି ପୃଥିବୀରେ ବସବାସ କରିଥିବା ଜୀବମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ, ସାମଞ୍ଜସ୍ୟକୁ ଆମେ ଜୈବବିବିଧତା କହିଥାଉ। ଏଥିରେ ପଶୁପକ୍ଷୀ ସମେତ ବୃକ୍ଷ, ବ୍ୟାକ୍ଟେରିଆ, ଫଙ୍ଗସ୍ ଆଦି ଅନ୍ତର୍ଭୁକ୍ତ। ଜିନ୍ ସମ୍ବନ୍ଧୀୟ ବିବିଧତାକୁ ଆମେ ଜନ୍ମଗତ ବା ଜେନେଟିକ୍…
ୟୁପିଏସ୍ସି ପରୀକ୍ଷାରେ ଓଡ଼ିଆଙ୍କ ଦୁର୍ବଳତା
ସହଦେବ ସାହୁ ନ୍ୟାଶନାଲ କାଉନ୍ସିଲ ଅଫ୍ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରିଥିବା ଅନୁଶୀଳନମୂଳକ ପରୀକ୍ଷାର ଫଳରୁ ସମ୍ପ୍ରତି ଦେଖାଇଛନ୍ତି ଯେ ଓଡ଼ିଆ ପିଲାମାନେ ଓଡ଼ିଆରେ ଦୁର୍ବଳ। ତାହାର…
ଅଲୋଡ଼ା ମାତାପିତା
କେନ୍ଦ୍ର ସରକାର ଦେଶର ସବୁ ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ସ୍ଥାନୀୟ ଏନ୍ଜିଓଗୁଡ଼ିକ ସହଯୋଗରେ ଏହା ନିର୍ମାଣ କରିବା ଲାଗି ୨୫୦ ଜିଲାକୁ ଚିହ୍ନଟ କରାଯାଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…
ଭଲ ମଣିଷ ପାଗଳ
ସରକାରୀ ବ୍ୟବସ୍ଥା ଭିତରେ ରହି ବ୍ୟବସ୍ଥାକୁ ବିରୋଧ କରି ଦାଣ୍ଠ୍ରେ ରହିବା ବହୁ କଷ୍ଟକର। କାରଣ ଆଜିର ସମୟରେ ବଡ଼ବଡ଼ିଆଙ୍କ ବିରୋଧରେ ମୁହଁ ଖୋଲିଲେ ପରିଣତି କେତେ ଭୟଙ୍କର ହୋଇଥାଏ ସେହି ବିଷୟରେ ସମସ୍ତେ ଜାଣନ୍ତି। ବିଶେଷକରି ପୋଲିସ ପ୍ରଶାସନକୁ ସମାଲୋଚନା…
ଏଇ ଭାରତରେ
ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ ରାସ୍ତା…
ଅଶ୍ୱତ୍ଥମା ହତଃ
ଡ. ନିରଞ୍ଜନ ମିଶ୍ର ଗାଲୁଆଙ୍କ ବାରବାଟି ଚାଷ’- ଏମିତି ଏକ କଥା ଓଡ଼ିଆରେ ଅଛି। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ‘ଅଶ୍ୱତ୍ଥମା ହତଃ’ ଉଚ୍ଚସ୍ବରରେ ଓ ‘ନରେ ବା କୁଞ୍ଜରେ’ କ୍ଷୀଣ ସ୍ବରରେ କହିବାକୁ ବାଧ୍ୟ କରିଥିଲେ। ସଦାବେଳେ ସତ…
Archives


