ପିଏଚ୍.ଡି. ଡିଗ୍ରୀଧାରୀ ଓ ବୃତ୍ତିଗତ ପେସାଦାରୀ
ଡ. ଚିତ୍ତରଂଜନ ମିଶ୍ର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟ ଅତୀତରେ ଏକ ଘୋଷଣାନାମା ଜାରି କରିଛନ୍ତି ଯେ, ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ପାଇଁ ପିଏଚ୍.ଡି. ଯୋଗ୍ୟତାର ଆଉ କୌଣସି ଆବଶ୍ୟକତା ପଡ଼ିବ ନାହିଁ। ଅର୍ଥାତ୍…
ପହଞ୍ଚିବେ କି ୩୭ ?
ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଭାଜପାର ଦୀର୍ଘଦିନର ଷଡ଼ଯନ୍ତ୍ର ସେଠାକାର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମ୍ଭିଏ) ସରକାରକୁ ଅଡ଼ୁଆରେ ପକାଇଛି। ସଦ୍ୟ ଘଟଣାକ୍ରମରେ ଉଦ୍ଧବ ଠାକ୍ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ ଶିବସେନାର ୩୦ରୁ…
ରକ୍ତଚାପ ଫାଶରେ ଯୁବଗୋଷ୍ଠୀ
ଈପ୍ସିତା ମହାନ୍ତି ଯୁବକମାନଙ୍କର ଦେଶ ରୂପେ ଭାରତ ପରିଚିତ, ଯାହାର ମୋଟ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବକ। ଏମାନଙ୍କର ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ଏଥିପାଇଁ ଭାରତକୁ ଯୁବଶକ୍ତିର ଭଣ୍ଡାର କୁହାଯାଉଛି। କିନ୍ତୁ ଦୁଃଖର ବିଷୟ, ଭାରତର ସଂଖ୍ୟାଧିକ ଯୁବକ…
ଏଇ ଭାରତରେ
୭୦ ବର୍ଷ ବୟସର ଜଣେ ଚାଷୀ ଏବେ ସଭିଙ୍କ ପାଇଁ ପ୍ରେରଣା। ଗୁଜରାଟର ନବସାରିର ସରିଖୁର୍ଦ ଗାଁର କିରଣ ନାୟକ କୃଷିରେ ନିଜ ଦକ୍ଷତା ପ୍ରତିପାଦନ କରିବା ସହ ଜିଆଖତ ଉପତ୍ାଦନରେ ସଫଳତା ପାଇଛନ୍ତି। ପରିଣତ ବୟସରେ ଦିନକୁ ୧୨ ଘଣ୍ଟା…
ହିଂସା ନିନ୍ଦନୀୟ, ପ୍ରତିବାଦ ସ୍ୱାଗତଯୋଗ୍ୟ
ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ଏବେ ବିଷମ ସ୍ଥିତି ସୃଷ୍ଟି କରିଛି। ସେନାରେ ୪ ବର୍ଷିଆ ଅସ୍ଥାୟୀ ନିଯୁକ୍ତିକୁ ବିରୋଧ କରାଯାଇ ଦେଶର ବିଭିନ୍ନ ଭାଗରେ ପ୍ରତିବାଦ କରାଯାଉଛି। ଯୁବବର୍ଗ ଟ୍ରେନ୍ରେ ନିଆଁ ଲଗାଇ…
ବିଜ୍ଞାନ, ପ୍ରଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ
ଡ. ମନୋରଞ୍ଜନ ପ୍ରଧାନ ଖୁବ୍ କମ୍ ଦିନ ତଳେ ଜଣେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକଙ୍କ ସହ ଏକ ଆଭାସି ଆଲୋଚନା ଚକ୍ରରେ ଯୋଗଦେବାର ସୁଯୋଗ ପାଇଥିଲି। ବୈଜ୍ଞାନିକ ଜଣକ ଦୀର୍ଘ ପଚାଶ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ରହି ବିଜ୍ଞାନ କ୍ଷେତ୍ରରେ…
କମ୍ପ୍ୟୁଟରରେ ମିଥ୍ୟା
ବିଶ୍ୱର କେତେକ ଭାଗରେ ପୋଲିସବାହିନୀ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ସକାଶେ ହ୍ୟାକିଂ ଉପକରଣ ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାଜନୈତିକ ବିରୋଧୀଙ୍କ ଅନ୍ତରଙ୍ଗ ତଥ୍ୟ ହାତେଇବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭିନ୍ନମତ ପୋଷଣ କରୁଥିବା ଅଧିକାର କର୍ମୀମାନଙ୍କ କମ୍ପ୍ୟୁଟରଗୁଡ଼ିକରେ ସ୍ପାଏଓ୍ବେର…
ହାତୀ ମଲେ, ଜିଇଲେ
ଓଡ଼ିଶାରେ ଏଇ କିଛି ଦିନ ହେବ ହାତୀଙ୍କ ମୃତ୍ୟୁ ଓ ଆହତ ହେବା ବିଷୟ ନିତିଦିନିଆ ଘଟଣା ହୋଇଗଲାଣି। ଗତ ସପ୍ତାହରେ ନରସିଂହପୁର ବନାଞ୍ଚଳରେ ଶିକାରୀ ଦ୍ୱାରା ଗୁଳିବିଦ୍ଧ ହାତୀର ୧୪ ଜୁନ୍ରେ ମୃତ୍ୟୁ ଘଟିଥିଲା। ଏହା ପରଦିନ ସମ୍ବଲପୁର ବନଖଣ୍ଡ…
ବିକାଶର ନାମ ବିଜ୍ଞାପନ
ପେଟ ଚାଖଣ୍ଡକ ପୂରିଗଲେ କଥା ସରିବା କଥା। ହେଲେ ସର୍ବଗ୍ରାସୀ ଲୋଭ, ସବୁକୁ ନିଜର କରିବାର ପ୍ରୟାସରୁ ଅନେକେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଇ ଦେଖୁନାହାନ୍ତି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିବିଶେଷ କେତେ ଠକି ନେଲେ ଯେ ତାକୁ…
ଏଇ ଭାରତରେ
ଘର ବଗିଚାରେ ୧,୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋଚିର ବିଶ୍ୱମ୍ବରନ୍ ଏନ୍.କେ.। ସେ ଡିଆରଡିଓରେ ବୈଜ୍ଞାନିକ ଥିଲେ। ସେଥିରୁ ଅବସର ନେବା ପରେ ସେ ଏହିଭଳି ବଗିଚା କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବଗିଚାର ଆକର୍ଷଣ…
ନିଯୁକ୍ତିକୁ ନେଇ କ୍ରୋଧ
ଅଗ୍ନିବୀର ଘଟଣାରେ, ସରକାର ପୁଣି ପ୍ରଥମେ ତାଙ୍କ ପଟରୁ କାର୍ଯ୍ୟ କରିଛନ୍ତି ଓ ପରେ ନୀରବରେ ତା’ର ସମ୍ଭାବ୍ୟ ପରିଣାମ ସମ୍ପର୍କରେ ଚିନ୍ତା କରୁଛନ୍ତି। ହଠାତ୍ ଏବକାର ସେନା ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇବାର ମାନେ କ’ଣ ଥିଲା। ଏହା କିପରି…
ପରାଜିତ ମୃତ୍ୟୁର ଆନନ୍ଦ
ମୃତ୍ୟୁ ତ ଚିରକାଳ ବିଜୟୀ। ମୃତ୍ୟୁ ଉପରେ ବିଜୟ ଲାଭ କରିବାର ଦୃଷ୍ଟାନ୍ତ କେବଳ ବିରଳ ନୁହେଁ, ଅସମ୍ଭବ ମଧ୍ୟ। ମୃତ୍ୟୁ ଆସେ ସମ୍ପୂର୍ଣ୍ଣ ଅଯାଚିତ, ଅପ୍ରତ୍ୟାଶିତ ଭାବେ। ସେ କଅଁଳ କଳିକାଟିଏ ହେଉ କି ପରିଣତ ବୟସ୍କ ବୃଦ୍ଧ, ରୋଗୀ…
Archives


