କୂପମଣ୍ଡୁକ
ନୂପୁର ଶର୍ମା ଏବେ ଅନ୍ତର୍ଜାତୀୟ ସ୍ତରକୁ ଚାଲିଗଲେଣି। ହାତଗଣତି କେତେକ ନିର୍ବୁଦ୍ଧିଆଙ୍କ କାର୍ଯ୍ୟକଳାପ ଯୋଗୁ ଭାରତର ଭାବମୂର୍ତ୍ତି ବିଶ୍ୱସ୍ତରରେ କ୍ଷୁଣ୍ଣ ହେଉଛି। ବୋକାଙ୍କ ବୁଦ୍ଧିରେ କାର୍ଯ୍ୟ ପରିଚାଳିତ ହେଲେ ତାହାର ପ୍ରତିକ୍ରିୟା କେତେ ଭୟାନକ ହୁଏ, ତାହା ଫ୍ରାନ୍ସର ବ୍ୟଙ୍ଗଚିତ୍ର ପତ୍ରିକା…
ଧର୍ମନିରପେକ୍ଷତାରୁ ଦୂରରେ
ପ୍ରଥମେ ବହୁ ବର୍ଷ ଧରି ମୁଁ ପାକିସ୍ତାନର ଖବରକାଗଜଗୁଡ଼ିକ ପାଇଁ ଆର୍ଟିକିଲ ଲେଖୁଥିଲି। ମୁଁ ବହୁଥର ପାକିସ୍ତାନ ଯାଇ ସେଠାରେ ବିଶ୍ୱବିଦ୍ୟାଳୟମାନଙ୍କରେ ବକ୍ତବ୍ୟ ଉପସ୍ଥାପନ କରିଛି। ବିଗତ ତିନି ଦଶନ୍ଧି ଧରି ଅଧ୍ୟୟନ ମାଧ୍ୟମରେ ମୁଁ ପାକିସ୍ତାନକୁ ଅତି ଭଲ ଭାବେ…
ଆଶାୟୀଙ୍କ ପ୍ରେରଣାଦାୟିନୀ
ଦୁଇ ଦଶନ୍ଧି ପୂର୍ବରୁ ଇତିହାସ, ରାଜନୀତି ବିଜ୍ଞାନ, ସମାଜ ବିଜ୍ଞାନ ଭଳି ବିଷୟକୁ ସିଭିଲ୍ ସର୍ଭିସ ପରୀକ୍ଷାରେ ମୁଖ୍ୟ ବିଷୟ ଭାବେ ରଖି ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେଉଥିଲେ। କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ସ୍ତରର ଏହି…
ପ୍ରକୃତିମାତାଙ୍କୁ ବ୍ୟକ୍ତିତୁଲ୍ୟ ଅଧିକାର
ଗତ ଏପ୍ରିଲ ୧୯ ତାରିଖ (୨୦୨୨) ଦିନ ମଦୁରାଇସ୍ଥିତ ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟ ବେଞ୍ଚ ବିଚାରପତି ଏସ୍. ଶ୍ରୀମଥି ପରିବେଶପ୍ରେମୀମାନଙ୍କ ପାଇଁ ପ୍ରଦାନ କରିଛନ୍ତି ଏକ ଅଭୂତପୂର୍ବ ରାୟ ା ଏଥିରେ ସେ ‘ପ୍ରକୃତିମାତା’ଙ୍କୁ ଆଇନତଃ ଜଣେ ବ୍ୟକ୍ତି ବିଶେଷ ରୂପେ…
ଏଇ ଭାରତରେ
କାର୍ଯ୍ୟ ଆଧାରରେ ଜଣେ ଆଦର୍ଶ ସରପଞ୍ଚ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ରାଜପୁର ଗ୍ରାମପଞ୍ଚାୟତର ପିୟଙ୍କା ତିଓ୍ବାରି। ପ୍ରିୟଙ୍କା ସରପଞ୍ଚ ନିର୍ବଚିତ ହେବାର ବର୍ଷେ ମଧ୍ୟରେ ତାଙ୍କ ପଞ୍ଚାୟତକୁ ୭୫% ପ୍ଲାଷ୍ଟିକ୍ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ ଘରର ବ୍ୟବହୃତ…
ଏଇ ଭାରତରେ
ଝାଡ଼ଖଣ୍ଡର ଛୋଟ ଗାଁଟିଏ ପୂରବି ସିଂହଭୂମ। ଏହି ଗାଁକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ଯମୁନା ଟୁଡୁ। ଯମୁନାଙ୍କ ନେତୃତ୍ୱରେ ମହିଳାମାନେ ଗଛ ସୁରକ୍ଷାରେ ଲାଗିିଛନ୍ତି। ସେମାନେ ଗଛରେ ରାଖୀ ବାନ୍ଧି ଚିରଦିନ ଲାଗି ତା’ ସୁରକ୍ଷା ପାଇଁ ଶପଥ ନେଉଛନ୍ତି। ଏହି…
ବିଶ୍ୱରେ ମଙ୍କିପକ୍ସ
ଡା. ଉମେଶ ଚନ୍ଦ୍ର ପାତ୍ର ମହାମାରୀ କରୋନା ସଂକ୍ରମଣ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସମଗ୍ର ବିଶ୍ୱରେ ଅବ୍ୟାହତ ରହିଥିବାବେଳେ ଏବେ ମଙ୍କିପକ୍ସ ଆତଙ୍କ ସୃଷ୍ଟି ହୋଇଛି। କାନାଡ଼ା, ସ୍ପେନ୍, ଇସ୍ରାଏଲ, ଫ୍ରାନ୍ସ, ସୁଇଜରଲାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆରେ ୧୦୦ରୁ…
ଖାଦ୍ୟ ସୁରକ୍ଷା ଆଇନ ଓ ବାସ୍ତବତା
ରାଜୀବ କର୍ମି ସଦ୍ୟ ନିର୍ବାଚିତ ସରପଞ୍ଚମାନଙ୍କ ପାଇଁ ଏକ ଆହ୍ବାନ ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥାର ସଫଳ ରୂପାୟନ। ନିର୍ବାଚନ ପୂର୍ବବର୍ତ୍ତୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ କେତେଜଣ ସରପଞ୍ଚ ପିଡିଏସ୍ ସାମଗ୍ରୀକୁ ଅପହଞ୍ଚ ଗାଁଗୁଡ଼ିକରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାର…
ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ
ଭବିଷ୍ୟତକୁ ଚାହିଁ ମୋଦି ସରକାର କିଛି ନୂଆ ଚିନ୍ତା କରିବାକୁ ସକ୍ଷମ ବୋଲି ଜଣାଇ ଦେବାକୁ ଚାହାନ୍ତି। ନିକଟରେ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ସକାଶେ ବ୍ୟୟ ବିଭାଗ ସଚିବ ଟି.ଭି. ସୋମନାଥନଙ୍କ ଅଧୀନରେ ଏକ ଆଭ୍ୟନ୍ତରୀଣ…
ପ୍ରସାଧନ ବିପଣିର ମତିଗତ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ଏରିକା ଜେନିଫର ଫର୍ଣ୍ଣାଡିସ୍। ମୁମ୍ବାଇରେ ଜନ୍ମିତା ଏଇ ଯୁବ-କଳାକାର ଜଣକ ଫିଲ୍ମ ଓ ଟେଲିଭିଜନ ଇଣ୍ଟଷ୍ଟ୍ରିରେ ସମ୍ପ୍ରତି ବେଶ୍ ଅଭିଜ୍ଞତାସମ୍ପନ୍ନ। ତେବେ ସେ ଅଭିନେତ୍ରୀ ଭାବେ ନିଜର ତିକ୍ତ ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି। କୃତ୍ରିମ ଆବରଣ…
ବୈଶ୍ୱିକ ଖାଦ୍ୟାଭାବର ସମାଧାନ
କୌଶିକ ବସୁ ଖାଦ୍ୟାଭାବ ସାରା ବିଶ୍ୱରେ ଏବେ ସମସ୍ୟାର ଏକ କଳା ବାଦଲ ବିଛାଇବା ଆରମ୍ଭ କରୁଛି। ଏହା ବ୍ୟତୀତ ଆଉ ଏକ ଦୀର୍ଘକାଳିକ କାରକ ପୃଥିବୀକୁ ଉତ୍ତପ୍ତ କରୁଛି, ଯାହା ଧୀରେ ଧୀରେ ଚାଷ ଜମି ନଷ୍ଟ କରିଚାଲିଛି। କିନ୍ତୁ…
ଅନ୍ଧବିଶ୍ୱାସ ଅନ୍ତରାଳେ
ରଶ୍ମି ରଞ୍ଜନ ରାଉତ ମନସ୍ତତ୍ତ୍ୱବିତ୍ଙ୍କ ମତରେ ମଣିଷର ମନ ଯେତେବେଳେ ଦୁର୍ବଳ ହୋଇଯାଏ ସେତେବେଳେ ସେ ତା’ର ଲକ୍ଷ୍ୟ ସାଧନ ପାଇଁ କାହାର ନା କାହାର ସାହାରା ନେଇଥାଏ। ପ୍ରତିକୂଳ ପରିସ୍ଥିତିରେ କୁଟା ଖଣ୍ଡକୁ ଆଶ୍ରା କଲାପରି ପରିଶେଷରେ ସେ ଅନ୍ଧବିଶ୍ୱାସର…
Archives


