ସମ୍ପାଦକୀୟ

ଏଇ ଭାରତରେ

ସମ୍ପ୍ରତି ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ତେବେ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହୋଇ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଶେଷରେ ପୋଲିସ ଷ୍ଟେଶନରେ ପହଞ୍ଚତ୍ଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କୁଶାନଗରରେ ଘଟିଛି। ନେବୁଆ…

ବଜ୍ରକାପ୍ତା ବଞ୍ଚି ରହୁ

ବିମଳ ପ୍ରସନ୍ନ ଦାସ   ବିଡ଼ମ୍ବନା ଯେ ବିଲୁପ୍ତପ୍ରାୟ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ସ୍ଥିତି ଓ ସୁରକ୍ଷା ପାଇଁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ତଥ୍ୟ ଅନୁସାରେ ୨୦୧୮ ଅଗଷ୍ଟରୁ ୨୦୨୨ ଜୁନ୍‌…

ଆକର୍ଷଣର କେନ୍ଦ୍ର ଭାରତ

ଛାୟାକାନ୍ତ ଷଡ଼ଙ୍ଗୀ   ବିଶିଷ୍ଟ ଫରାସୀ ଲେଖକ ରୋମା ରେଁାଲା ଭାରତ ସମ୍ପର୍କରେ ଲେଖିଥିଲେ ”ଯଦି ମାନବ ସମାଜର ସବୁ ସ୍ବପ୍ନକୁ ସାକାର କରିବାକୁ ପୃଥିବୀର ଏକମାତ୍ର ସ୍ଥାନକୁ ବଛାଯାଏ ତେବେ ସେ ସ୍ଥାନଟି ହେବ ଭାରତବର୍ଷ।“ ବୋଧହୁଏ ସେଥିପାଇଁ ନିଜ…

ପ୍ରିଣ୍ଟ୍‌ ମିଡିଆର ସ୍ଥିତି

ଭାରତରେ ୨୦୨୧ରେ ପ୍ରିଣ୍ଟ୍‌ ମିଡିଆ ଆଡ୍‌ଭର୍ଟାଇଜିଂ (ଛାପା ଗଣମାଧ୍ୟମ ପାଇଥିବା ବିଜ୍ଞାପନ ଅର୍ଥ) ୧୬,୦୦୦ କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ଏକ ଖବରକାଗଜ ପ୍ରକାଶ କରିଥିଲା। ୨୦୨୦ରେ ଏହା ଥିଲା ୧୨,୦୦୦ କୋଟି ଟଙ୍କା। ଚଳିତ…

ଏଇ ଭାରତରେ

ଆଗାମୀ ୫୦ ବର୍ଷରେ ଜଳ ସଙ୍କଟ ଉତ୍କଟ ହେବା ସହ ଏହା ଜୀବଜଗତକୁ ପ୍ରଭାବିତ କରିବ। ସେଥିପାଇଁ ଆଗାମୀ ଦିନରେ ଏକ ଜଳ ଯୁଦ୍ଧ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ କଥାକୁ କିଏ ଗମ୍ଭୀରତାର ସହ ନିଅନ୍ତୁ ବା…

ଶୃଙ୍ଖଳା ଜାଣିବା କେବେ

ଡ.ସତ୍ୟ ନାରାୟଣ ମିଶ୍ର ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିହିତ ଅର୍ଥରେ ବ୍ୟବହାର କରି କର୍ତ୍ତବ୍ୟ, ଅନୁଶାସନ ଓ ବିବେକର ନିର୍ଦ୍ଦେଶରେ ଅନୁଧାବନ କରିବା ହେଉଛି ଶୃଙ୍ଖଳା। ଏହା ଜାଣିବା ବା ଶିଖିବାକୁ ମଣିଷ ସମାଜକୁ କୌଣସି ବିଶେଷ ଅନୁଷ୍ଠାନ ବା ଶିକ୍ଷାଳୟର…

ହାତୀ ପାଇଁ ହାତଟିଏ

ଡ. ବିଜୟ କେତନ ପଟ୍ଟନାୟକ ବିଡ଼ମ୍ବନାର ବିଷୟ ଯେ, ଭାରତରେ ତଥା ଓଡ଼ିଶାରେ ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ହାତୀ, ମଣିଷ ମୁହଁାମୁହିଁ ହେବାର ଅବକାଶ ବୃଦ୍ଧି ପାଉଛି। ହାତୀମାନେ ଆବଶ୍ୟକ ପରିମାଣରେ ଖାଦ୍ୟ,…

ଅପୂର୍ବ ସୁଯୋଗ

ଆସନ୍ତା ମାସରେ ଓ୍ୟପଚାରିକ ଭାବେ ଇଣ୍ଡୋନେସିଆଠାରୁ ଭାରତ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବାଲି ଯାଇଥିଲେ। ସେଠାରେ ଜି୨୦ ନେତାମାନଙ୍କ…

ଏଇ ଭାରତରେ

ଖତ କିମ୍ବା ରନ୍ଧନ ଗ୍ୟାସ୍‌ ଉପତ୍ାଦନରେ ଗୋବରକୁ ସୀମିତ ନ ରଖି ସେଥିରୁ ରିସାଇକେଲ ଯୋଗ୍ୟ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାମିଲନାଡୁର କୃଷକ ପି. ଗଣେଶନ। ମଦୁରାଇର ପେରୁଗମନାଲୁର ଗାଁରେ ରହୁଛନ୍ତି ଗଣେଶନ । ସେ ୫…

ଜଳୁଚି ଯିଏ ଜଳୁ

ରଞ୍ଜନ କୁମାର ଦାସ ଏସଂସାରରେ ଅଜାତଶତ୍ରୁ କେହି ନାହିଁ। ଜଣେ ଲୋକ ଯେତେ ମିଷ୍ଟଭାଷୀ, ଯେତେ ପରୋପକାରୀ, ଯେତେ ନମ୍ର ହେଲେ ମଧ୍ୟ ତା’ ଅଜାଣତରେ କେଉଁଠି ନା କେଉଁଠି ଶତ୍ରୁ ସୃଷ୍ଟି ହୋଇଯାଆନ୍ତି। ଆମ ପ୍ରତିଦିନର କାର୍ଯ୍ୟ ଭିତରେ କିଛି…

ଅର୍ଥ କିଏ ଦେବେ

ଗେର୍‌ନଟ ଓ୍ବାଗ୍‌ନର ଚଳିତବର୍ଷ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୨୭)ରେ ଅର୍ଥ ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଉକ୍ତ ସମ୍ମିଳନୀରେ ଅନେକ ଦେଶର ପ୍ରତିନିଧି, ଜଳବାୟୁ କର୍ମୀ ଏବଂ ପ୍ରାଇଭେଟ ସେକ୍ଟର ସହଭାଗୀମାନେ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ପାଇଁ…

ଧର୍ମୀୟ ପରମ୍ପରାରେ ମାଗଣା ଯୋଜନା

ହରିଶଙ୍କର ମିଶ୍ର ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାଗଣା ଯୋଜନା କରୁଛନ୍ତି। କିନ୍ତୁ ଜନହିତକର ଯୋଜନା ନାମରେ ଯଦି ସାମାଜିକ ସଂସ୍କୃତି, ଧର୍ମ, ପରମ୍ପରାକୁ ବିପଥଗାମୀ କରାଯାଏ ତାହା ଦେଶ ଏବଂ ରାଜ୍ୟର ଗୌରବମୟ ଐତିହ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?