ସମ୍ପାଦକୀୟ

ଏଇ ଭାରତରେ

ଗୁଜରାଟର ନବସାରୀ ଜିଲା ଡୁଙ୍ଗରୀ ଗାଁର ଘରଟି ଏକ ଫାର୍ମ ହାଉସ୍‌ରୁ କମ୍‌ ନୁହେଁ। ଏହି ଘରର ମାଲିକ ହେଉଛନ୍ତି ସୁରେଶ ଚନ୍ଦ୍ର ପଟେଲ। ସୁରେଶଙ୍କ ବୟସ ଏବେ ୭୦। ଇଞ୍ଜିନିୟର ଭାବେ ୨୦୧୧ରେ ଅବସର ନେବା ପରେ ସେ ଘରେ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ଜଣେ ସମର୍ଥ ସାଧିକା ସୁରଭି ଯାଦବ। ସୁରଭି ଆଇଆଇଟି ଦିଲ୍ଲୀରୁ ବାୟୋକେମିକାଲ ଇଞ୍ଜିନିୟରିଂ ଓ ବାୟୋଟେକ୍‌ନୋଲୋଜିରେ ଏମ୍‌.ଟେକ୍‌ ଏବଂ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆରୁ ଡେଭଲପ୍‌ମେଣ୍ଟ ପ୍ରାକ୍ଟିସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତେବେ ଉଚ୍ଚ ବେତନର ଚାକିରିକୁ ପଛ…

କୃଷି ଶିକ୍ଷା ଘରୋଇକରଣର ପ୍ରଭାବ

ପ୍ରଫେସର ଚିନ୍ତାମଣି ପଣ୍ଡା   କୃଷି ଶିକ୍ଷାର ପ୍ରସାର ନିମିତ୍ତ ଯୁକ୍ତରାଷ୍ଟ୍ର ଆମେରିକା ଓ ଚାଇନା ପରେ ଭାରତ ବିଶ୍ୱର ତୃତୀୟ ଦେଶ, ଯହିଁରେ ତିନୋଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଚାରୋଟି ମାନ୍ୟତାପ୍ରାପ୍ତ କୃଷି ବିଶ୍ୱବିଦ୍ୟାଳୟ ଓ ୬୩ଟି ରାଜ୍ୟସ୍ତରୀୟ କୃଷି…

ଆଗ୍ନେୟ ଆହ୍ବାନ

ଉପେନ୍ଦ୍ର ବିଶ୍ୱାଳ   ଗାନ୍ଧିଜୀଙ୍କୁ ଥରେ ପଚରାଯାଇଥିଲା- ଆପଣଙ୍କ ଦୃଷ୍ଟିରେ ଭାରତର ଆଶା ଓ ନିରାଶାର ଉତ୍ସ କ’ଣ? ତାଙ୍କର ମତ ଏମିତି ଥିଲା- ”ନାନାଦି ଶାସନ, ଶୋଷଣ, ଷଡ଼ଯନ୍ତ୍ର ସତ୍ତ୍ୱେ ଆଜି ବି ଆଧ୍ୟାତ୍ମିକତା ଆମ ସମାଜରେ ଅକ୍ଷୁଣ୍ଣ ରହିଛି,…

୭.୦୪ରୁ ୭.୦୧

ଖୁଚୁରା ମୁଦ୍ରାସ୍ଫୀତି ଗତ ମେ’ରେ ୭.୦୪ ପ୍ରତିଶତ ରହିଥିଲା। ଜୁନ୍‌ରେ ଏହା କମି ୭.୦୧ ପ୍ରତିଶତରେ ପହଞ୍ଚିଥିବାରୁ କେନ୍ଦ୍ର ସରକାର ଏହି ତଥ୍ୟକୁ ବଡ଼ ଆକାରରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ହେଲେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ…

ଏଇ ଭାରତରେ

ଫଳ ବଗିଚାଟିଏ ଥିଲେ ତା’ଉପରେ ସମସ୍ତଙ୍କର ଆଖି ଥାଏ। ଫଳ ଲୋଭରେ ଅନେକେ ସୁଯୋଗ ଦେଖି ବଗିଚାରୁ ଚୋରି କରିବାକୁ ଭୁଲନ୍ତି ନାହିଁ, ଯେଉଁଥିପାଇଁ ଏକ ଆମ୍ବବଗିଚାକୁ ମଣିଷଙ୍କ ସହ କୁକୁରମାନଙ୍କୁ ଜଗୁଆଳି ଭାବେ ରଖାଯାଇଛି। ଏଭଳି ଏକ ବଗିଚା ଦେଖିବାକୁ…

ମାଗି ଓଳଗି

ରଞ୍ଜନ କୁମାର ଦାସ ଅନ୍ନମୟ ପ୍ରାଣ। ବିନା ଖାଦ୍ୟରେ ଦେହ ଧାରଣ କରି ରହିବା ଅସମ୍ଭବ। ତେଣୁ ମଣିଷ ହେଉ ବା ପ୍ରାଣୀ ତାକୁ ବଞ୍ଚତ୍ବାକୁ ହେଲେ ଖାଦ୍ୟ ଗ୍ରହଣ କରିବାକୁ ପଡ଼େ। ମାତ୍ର ଯିଏ ଯେତେ ସମ୍ଭ୍ରମ ଭାବରେ ଖାଦ୍ୟ…

ଶ୍ରୀଲଙ୍କା ଜନବିଦ୍ରୋହ ଅନ୍ତରାଳେ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଶନିବାର ଶ୍ରୀଲଙ୍କାରେ ଏକ ଅଭୂତପୂର୍ବ ଗଣବିଦ୍ରୋହ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତି ଭବନ ଓ ସଂସଦକୁ ଏକରକମ ଦଖଲ କରି ନେଇଛନ୍ତି। ପ୍ରଧାନମନ୍ତ୍ରୀ ରନିଲ…

ଭାରତ ନଂ.୧

ଆସନ୍ତା ୨୦୨୩ କେବଳ ଆଉ ଏକ ନୂଆବର୍ଷ ହେବ ନାହିଁ, ଏହା ଭାରତୀୟଙ୍କ ପାଇଁ ଏକ ଉଲ୍ଲାସର ବାର୍ତ୍ତା ନେଇ ଆସିବ। ଯାହା କିଛି ବର୍ଷ ପୂର୍ବରୁ ଜାଣିଥିଲୁ ତାହାକୁ ଜାତିସଂଘ ତରଫରୁ ଏବେ ବିଧିବଦ୍ଧ ସ୍ବୀକୃତି ମିଳିଛି। ଜୁଲାଇ ୧୧…

ଏଇ ଭାରତରେ

ପିଲାମାନେ ମାଟ୍ରିକ୍‌ ପାସ୍‌ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍‌ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ ମାଟ୍ରିକ୍‌ ପାସ୍‌ ସ୍ବପ୍ନ ଦେଖୁଥିବା ଜଣେ ୫୩ ବର୍ଷ ବୟସ୍କା ମହିଳା ମାଟ୍ରିକ୍‌ ପାସ୍‌…

ଭାରତ, ଇଣ୍ଡିଆ ଓ ଇଂରାଜୀ ଭାଷା

ଡ. ନିରଞ୍ଜନ ମିଶ୍ର   ଭାରତକୁ ଦୁଇଟି ଇଂଲଣ୍ଡ ଆସିଥିଲେ- ଏ କଥା କହିଛନ୍ତି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ପୁସ୍ତକରେ ପଣ୍ଡିତଜୀ ଲେଖିଛନ୍ତି ”ହୁଇଚ୍‌ ଅଫ୍‌ ଦି ଟୁ ଇଂଲଣ୍ଡ କେମ୍‌ ଟୁ ଇଣ୍ଡିଆ?……

ଜୀବନ ବିରୋଧରେ ବିଦ୍ରୋହ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“ ସାଧୁଙ୍କର ଏପରି ଅଜବ ଜିଜ୍ଞାସା କିଛି ଅଯୌକ୍ତିକ ନ ଥିଲା। ଅନିତ୍ୟ ଜୀବନର ଅସାରତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri