ସମ୍ପାଦକୀୟ

ସିଂହ ଲାଙ୍ଗୁଡ଼, ଶୃଗାଳ ମୁଣ୍ଡ

ରାକେଶ ପଣ୍ଡା ଜୀବନର ଧଁା ଦୌଡ଼ ମଧ୍ୟରେ ପ୍ରତିଟି ବ୍ୟକ୍ତିର ଗୋଟିଏ ସାଧାରଣ ଲକ୍ଷ୍ୟ ରହିଥାଏ। ତାହା ହେଉଛି ଅର୍ଥ ରୋଜଗାର। ଅର୍ଥ ରୋଜଗାରର ସାଧାରଣତଃ ଦୁଇଟି ମାର୍ଗ ଅଛି। ଗୋଟିଏ ହେଉଛି ‘ଆତ୍ମନିର୍ଭରଶୀଳତା’ ଏବଂ ଅନ୍ୟଟି ‘ନିଯୁକ୍ତି ବା ଚାକିରି।…

ଖାଦ୍ୟ ସଙ୍କଟରୁ ଅନୁଚିତ ଲାଭ

ଜେନିଫର୍‌ କ୍ଲାପ୍‌, ଫିଲ ହୋୱାର୍ଡ ଗତ କିଛି ବର୍ଷ ହେବ କୋଭିଡ୍‌-୧୯ ଏବଂ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଖାଦ୍ୟଶସ୍ୟ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି। ଏହା ବୈଶ୍ୱିକ ଖାଦ୍ୟ ସୁରକ୍ଷାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ, ବିଶ୍ୱର ଖାଦ୍ୟ…

ଏଇ ଭାରତରେ

ଜଣେ ଏମ୍‌ବିଏ ଡିଗ୍ରୀଧାରୀ କୃଷିରେ ସଫଳତା ପାଇବା ସହ କୃଷମାନଙ୍କୁ ସଶକ୍ତ କରିପାରିଛନ୍ତି ଏବଂ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ଆନ୍ଧ୍ରପ୍ରଦେଶ କୁର୍ନୁଲର ସୋମେଶକର ପୋଗୁଲା ଏମ୍‌ବିଏ ଡିଗ୍ରୀ ପରେ ତାଙ୍କ ଗାଁରେ ପ୍ରଥମେ ମାଣ୍ଡିଆ ଚାଷ…

ଦେଖ ସହର କେମିତି ବଦଳୁଛି

ମୀରା ବେଉରା   ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସଫଳତାକୁ ପ୍ରକାରାନ୍ତରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଏବଂ ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରନ୍ତି। ଏହି ପ୍ରସଙ୍ଗରେ ବିଖ୍ୟାତ ନାଟ୍ୟକାର ଜଜ୍‌ ବର୍ଣ୍ଣାଡ…

ପିଲାଦିନ କଥା ମନେରହେନା

ଡା. ସମ୍ରାଟ କର   ଆପଣଙ୍କ ପିଲାଦିନର କଥା ମନେଅଛି? ଘରେ ବଡ଼ ସାନ ଭାଇଭଉଣୀଙ୍କ ସହ କିପରି ଖେଳୁଥିଲେ, ଗାଁ ଦାଣ୍ଡରେ କୁନି ସାଥି ସାଙ୍ଗଙ୍କ ସହ ଧୂଳିବାଲି ଘରର ଫୋପଡ଼ାଫୋପଡ଼ି ଆଉ ମିଳାମିଶା ମନେଅଛି? ଗାଁ ମୁଣ୍ଡ ଅବଧାନଙ୍କ…

କିମ୍ବଦନ୍ତୀରେ କୃଷ୍ଣଙ୍କ ଭଉଣୀ

ମହାରାଷ୍ଟ୍ରର ଏଲୋରାରେ ଥିବା ୨୭ଟି ପୁରାତନ ଗୁମ୍ଫା ମଧ୍ୟରୁ ଗୋଟିକରେ ଏକ ଦେବୀଙ୍କ ମୂର୍ତ୍ତି ଅଛି। ଏହାର ବାମରେ ବିଷ୍ଣୁ ଓ ଡାହାଣରେ ବଳରାମ ଅଛନ୍ତି ବୋଲି ଚିହ୍ନଟ କରାଯାଇଛି। ସେହି ଦେବୀଙ୍କ ନାମ ଏକନମ୍‌ସା। ସେ ହେଉଛନ୍ତି ପରମ ଦେବୀ…

ଏଇ ଭାରତରେ

ବଗିଚାରେ ପନିପରିବା ଚାଷ କଲାବେଳେ ରୋଗ, ପୋକ ଓ ଘାସ ମୁଣ୍ଡବ୍ୟଥାର କାରଣ ପାଲଟୁଛି। ଏହି ସମସ୍ୟାର ସମାଧାନ ପାଇଁ କେରଳର ପ୍ରିନ୍ସ ମାମ୍ମନଙ୍କ ଦ୍ୱାରା ଆବିଷ୍କୃତ ରୋବୋ ଅନେକ ଆଶା ସଞ୍ଚାର କରିଛି। ଏହି ରୋବୋ ବଗିଚାରୁ କ୍ଷତିକାରକ ଘାସ…

ସ୍ବାଧୀନତା କାହିଁ

ବିଚିତ୍ର ବିଶ୍ୱାଳ ସ୍ବାଧୀନତାର ୭୬ବର୍ଷ ପରେ ଆମେ କ’ଣ ଛାତିରେ ହାତ ଦେଇ କହିପାରିବା ଯେ, ଆମ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଆମର ଅଛି? ସ୍ବାଧୀନତା ଅର୍ଥ ସାଧାରଣ ଲୋକ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ବିନା ଭୟରେ ସମାଲୋଚନା…

ଶ୍ରୀଅରବିନ୍ଦଙ୍କ ଆବିର୍ଭାବର ଆହ୍ବାନ

ବିମଳ ପ୍ରସନ୍ନ ଦାସ ୧୫ ଅଗଷ୍ଟ ୧୮୭୨ ଋଷି ଶ୍ରୀଅରବିନ୍ଦଙ୍କ ପବିତ୍ର ଆବିର୍ଭାବ ଦିବସ। ଏହି ପୁଣ୍ୟ ତିଥିର ମହିମା ପ୍ରତିପାଦିତକରି ଦିବ୍ୟ ଜନନୀ ଶ୍ରୀମା ଏହାକୁ ଶାଶ୍ୱତଙ୍କ ଜନ୍ମ ଭାବରେ ଅବିହିତ କରିଛନ୍ତିି ଓ ଏହାର ତାତ୍ପର୍ଯ୍ୟ ବୁଝାଇ ଦେଇଛନ୍ତି।…

ଜେନେରିକ: ନାମକୁ ନେଇ କାମ

ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ପକ୍ଷରୁ ନିକଟରେ ଜେନେରିକ ମେଡିସିନ ବା ଜନଔଷଧି ଉପରେ ନୂଆ ନିୟମାବଳୀ ଜାରି କରାଯାଇଛି। ରୋଗୀଙ୍କ ପାଇଁ ଡାକ୍ତରମାନେ ଜେନେରିକ ମେଡିସିନ ଲେଖିବାକୁ ବାଧ୍ୟ ଓ ଏଥିରେ କୌଣସି ବ୍ୟତିକ୍ରମ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଏଇ ଭାରତରେ

ନିଖୋଜ ପିଲାମାନଙ୍କୁ ଖୋଜି ଆଣି ସେମାନଙ୍କ ମାତାପିତାଙ୍କୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ମୁସ୍କାନ ଅଭିଯାନ ଚଳାଇ ସେ ଏହି କାର୍ଯ୍ୟ କରୁଛନ୍ତି। ମୁଖ୍ୟତଃ ବାରାଣସୀ ଘାଟ, ରେଲ୍‌ଓ୍ବେ ଷ୍ଟେଶନ ଏବଂ ମନ୍ଦିରଗୁଡ଼ିକରେ ଭିକ ମାଗୁଥିବା ପିଲାମାନଙ୍କୁ ଉଦ୍ଧାର କରି…

ଜାପାନର ଗ୍ରାମାଭିମୁଖୀ ଯୋଜନା

ଈପ୍ସିତା ମହାନ୍ତି   ବିଶ୍ୱ ଆଜି ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାରି ମୂଳରେ ରହିଛି ଜନସଂଖ୍ୟା ବୃଦ୍ଧି। ଗୋଟିଏ ପଟେ ବିଶ୍ୱର କିଛି ଦେଶ ଆଜି ଅତ୍ୟଧିକ ଜନସଂଖ୍ୟାର ଆହ୍ବାନ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କ୍ରମାଗତ ଜନସଂଖ୍ୟା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?