ସମ୍ପାଦକୀୟ

ଏଇ ଭାରତରେ

ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷକରି ନିଜେ ରୋଜଗାର କରିବା ସହ ଅନେକ ହଜାର କୃଷକଙ୍କ ଉପତ୍ାଦନ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି କୋଏମ୍ବାଟୁରର ଗୌରବ ନାରଙ୍ଗ। ସେ ସିଟି ଗ୍ରୀନ୍‌ ନାମକ ସଂସ୍ଥା ଗଠନ କରି ତା’ ମାଧ୍ୟମରେ…

ମହାନଦୀ ସମସ୍ୟାର ସମାଧାନ ଲୋଡ଼ା

ଅନିଲ ବିଶ୍ୱାଳ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ହେଲେ ଆଜି ଓଡ଼ିଶାରେ ମହାନଦୀ ବଡ଼ ସଙ୍କଟ ଭିତରେ ବୋହୁଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକ କେବଳ ବର୍ଷା ୪ ମାସକୁ ଛାଡ଼ିଦେଲେ ବାକି ସମୟରେ ଶୁଖିଲା ପଡ଼ୁଛି। ଛତିଶଗଡ଼ ସହିତ ମହାନଦୀକୁ…

ଏଇ ଭାରତରେ

ସମାଜର ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେବା ଲାଗି ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କ ମାନସିକସ୍ଥିତି ତଥା ଏକାନ୍ତପଣ ଦୂର କରିବା ଏବେ ଏକ ଆହ୍ବାନ ଭାବେ ଉଭା ହୋଇଛି। ତେବେ ଏଭଳି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଏମ୍‌.ପି.…

ଲାଞ୍ଛିତ ଭାରତୀୟ ମାତୃତ୍ୱ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଜୈନ ସମ୍ପ୍ରଦାୟର ଏକ ଭାରତୀୟ ଦମ୍ପତି, ଭବେଶ ଓ ଧାରା ସାହା। ଜର୍ମାନୀର ବର୍ଲିନ୍‌ଠାରେ ଆଇ.ଟି. ସେକ୍ଟରରେ ନିଯୁକ୍ତ ହୋଇଥିଲେ। ସେମାନଙ୍କ ପାଖରେ ଶିଶୁକନ୍ୟା ଆରିହା ଓ ଭବେଶଙ୍କ ମା’ ରହୁଥିଲେ। ସେପ୍ଟେମ୍ବର ୨୦୨୧ରେ ଆରିହାର…

ପ୍ରଗତିବାଦୀ ଚେତନା ଓ କାଳିନ୍ଦୀଚରଣ

ପ୍ରଫୁଲ୍ଲ କୁମାର ସାହୁ   “ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ, ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର ଯିଏ ବାଢ଼ିଛନ୍ତି, ସେ ହେଉଛନ୍ତି ପ୍ରଗତିବାଦୀ…

ଅପ୍ରତ୍ୟାଶିତ ଫଳାଫଳ

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏହି ପୁରାତନ ଜାତୀୟ ଦଳ ଭିତରେ ଜୀବନୀଶକ୍ତି ଭରିଦେଲା ଭଳି ମନେହେଉଛି। କାରଣ କିଛିବର୍ଷ ହେବ ଭାରତୀୟ ଜନତା ପାର୍ଟି (ଭାଜପା) କଳେ ବଳେ କୌଶଳେ ରାଜନୈତିକ ରଣନୀତିରେ ଆଗରେ ରହି ଜାତୀୟ…

ଏଇ ଭାରତରେ

ସବୁଜଗୃହ ବାଷ୍ପ ନିର୍ଗମନ ବିଶ୍ୱତାପନର ଏକ ବଡ଼ କାରଣ ପାଲଟିଛି। ଏହି ବାଷ୍ପ ଗାଡିମୋଟର, କଳକାରଖାନା ଓ କୃଷି ଆଦି କ୍ଷେତ୍ରରୁ ଅଧିକ ନିର୍ଗମନ ହେଉଛି। ଏହାକୁ ଲକ୍ଷ୍ୟ କରି ଆନ୍ଧ୍ରପ୍ରଦେଶର ସତ୍ୟ ରଘୁ ମୋକ୍କାପତି ‘ଗ୍ରୀନ୍‌ହାଉସ-ଇନ୍‌ ଏ-ବକ୍ସ’ ଆବିଷ୍କାର କରିଛନ୍ତି।…

ସଫଳ ରଣନୀତିକାର

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଚମ୍ବିତ କରିଛି। ଦେଶର ବିଭିନ୍ନ ଭାଗରେ କ୍ଷୀଣ ଦେଖାଯାଉଥିବା କଂଗ୍ରେସକୁ ଭାଜପା ଅତି ନୂ୍ୟନ ଦୃଷ୍ଟିରେ ଦେଖୁଥିବା ବେଳେ ଅଚାନକ ଏହି ପୁରାତନ ଜାତୀୟ ଦଳର ବିଜୟ…

ସଂସ୍କାର ଫଂସ୍କାର ବାଜେକଥା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଶୀର୍ଷକର ଏହି ଅବାଞ୍ଛିତ ମନ୍ତବ୍ୟଟି ଶୁଣିବାକୁ ମିଳିଲା ମୁକ୍ତ ଚେତନା ସପକ୍ଷରେ କୁହାଟ ଛାଡ଼ୁଥିବା ଜଣେ ଯୁବକଙ୍କଠାରୁ, ଯିଏ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଥିବା ଏକ ବିବାଦୀୟ ପ୍ରସଙ୍ଗ ସପକ୍ଷରେ ପ୍ରଗଳ୍‌ଭ ହୋଇ ଉଠୁଥିଲେ।…

ପରାଜୟ

ଏଭଳି ସବୁ ପ୍ରଶ୍ନ ଅଛି ଯାହା ବିରୋଧୀଙ୍କୁ ପଚାରିବା ଉଚିତ। ମୁଁ ମଧ୍ୟ ନିଶ୍ଚିତ ଯେ, ଅନ୍ୟମାନେ ବି ସେମାନଙ୍କୁ ପଚାରିବା ଦରକାର। ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଦଳ ଉତ୍ତରଦାୟୀ ହେବ କି? ଏମିତିକା ପ୍ରଶ୍ନ ଦଳକୁ ଓ…

ଏଇ ଭାରତରେ

ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଜୈବିକ ପନିପରିବାର ଚାହିଦା ଏବେ କାହିଁରେ କ’ଣ। କିନ୍ତୁ ଏହାକୁ ବାଡ଼ିବଗିଚାରେ ଉପତ୍ାଦନ କରିବାରେ ଲୋକେ ପ୍ରାୟତଃ ଆଗ୍ରହ ପ୍ର୍ରକାଶ କରୁ ନ ଥିବାବେଳେ ହାଇଦ୍ରାବାଦର ଚନ୍ଦନା ଗାଡେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୩୮…

ଜାପାନ ସହ ସମ୍ପର୍କ ଜରୁରୀ କାହିଁକି

ଲଳିତେନ୍ଦୁ ପଲାଉରୀ ବିଶ୍ବର ବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଏସିଆର ଦ୍ରୁତ ବିକଶିତ ରାଷ୍ଟ୍ର ଜାପାନ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବହୁ ପୁରୁଣା। ବୁଦ୍ଧଙ୍କ ଉପାସନାର ଦେଶ ଜାପାନରେ ବୁଦ୍ଧଂ ସରଣମ୍‌ ଗଚ୍ଛାମିର ବାର୍ତ୍ତା ପ୍ରଥମେ ଭାରତୀୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri