ସମ୍ପାଦକୀୟ

ଏଇ ଭାରତରେ

ଏବେ ପରିବେଶ ସୁରକ୍ଷା ଲାଗି ଅନେକ ନୂତନ ପଦ୍ଧତି ଗ୍ରହଣ କରାଯାଉଥିବା ବେଳେ ତାମିଲନାଡୁର ବାପ ଓ ଝିଅ ମିଶି ପ୍ଲାଷ୍ଟିକ ବୋତଲରୁ ଫ୍ୟାଶନେବଲ ଡ୍ରେସ୍‌ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। କେ. ଶଙ୍କର ଓ ତାଙ୍କ ଝିଅ ସେନ୍ଥିଲ…

ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାରୁ ସୁଫଳ

ପ୍ରଫେସର ଚତୁର୍ଭୁଜ ଭୂୟଁା ସୁନ୍ଦର ସଂସାର ସ୍ବଭାବ, କାଳ, ଯଦୃଚ୍ଛା, ଈଶ୍ୱର, ନିୟତି ଓ ପରିଣାମ ପ୍ରଭାବରେ ପରିବର୍ତ୍ତନ ହୋଇଚାଲିଛି। ପରିବର୍ତ୍ତନରେ ମଣିଷ ମନ, ଶରୀର, ସମାଜ ପରିବର୍ତ୍ତନ ହେବା ସ୍ବାଭାବିକ। କାଳର ସ୍ରୋତରେ ମହାମନୀଷୀ, ମହର୍ଷିମାନଙ୍କୁ ହରାଇଲେ ମଧ୍ୟ ସେମାନଙ୍କ…

ଉଚ୍ଚ ଶିକ୍ଷାନୁଷ୍ଠାନର ଫଣ୍ଡିଂ ମଡେଲ

ଡ. ଚିତ୍ତରଞ୍ଜନ ମିଶ୍ର ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପ୍ରାୟ ୪୦ ନିୟୁତ ଛାତ୍ରୀଛାତ୍ର ନାମାଙ୍କିତ ହୋଇଛନ୍ତି, ଯାହାର ମୋଟ ନାମାଙ୍କନ ଅନୁପାତ ପ୍ରାୟ ୨୭ ପ୍ରତିଶତ ହେବ। ତୁଳନାମତ୍କ ଭାବେ ଦେଖିଲେ ଆମେରିକାରେ ମୋଟ ନାମାଙ୍କନ ଅନୁପାତ ୮୮ ପ୍ରତିଶତ ହୋଇଥିବା…

ପ୍ରଶାସନିକ ମରୁଡ଼ି

ହିମାଚଳ ପ୍ରଦେଶରେ ଦକ୍ଷ ବାବୁଙ୍କର ଘୋର ଅଭାବ ଦେଖାଦେଇଛି। ଏହି ଜଟିଳ ସ୍ଥିତି ଯୋଗୁ ଉପୁଜିଥିବା ପ୍ରଶାସନିକ ସମସ୍ୟା ଦୂର କରିବାରେ ସରକାର ନଷ୍କ୍ରିୟ ଥିବା ମନେହେଉଛି। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ମୋଟ ୧୫୩ କ୍ୟାଡର ମଧ୍ୟରୁ ୩୫ ଆଇଏଏସ୍‌…

ଏଇ ଭାରତରେ

ସଡ଼କ ପଥରେ ଲମ୍ବା ଯାତ୍ରାରେ ଯିବା ସମୟରେ ମହିଳା ଯାତ୍ରୀମାନେ ବିଶ୍ରାମ ଓ ଶୌଚ ଆଦିରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କୋଲକାତାର ସାମ୍ବାଦିକ ଦୀପ୍ତେନ୍ଦୁ ରୟ ତାଙ୍କ ସ୍ତ୍ରୀ ସହ ସଡ଼କ ପଥରେ ଛତିଶଗଡ଼ ଯିବା ସମୟରେ ଏଭଳି ସମସ୍ୟା…

ଡାଳି ଖାଇ ଛେଳି ଗିରଫ

ନିରଞ୍ଜନ ସାହୁ କିଛିଦିନ ତଳେ ଗଞ୍ଜାମ ଜିଲାରେ ଘଟିଥିବା ଘଟଣାଟିଏ ଖବରକାଗଜର ଶିରୋନାମା ପାଲଟିଥିଲା। ଅବଶ୍ୟ ବେଳେବେଳେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଖବରଦାତାମାନଙ୍କୁ ନାଟକୀୟତା ସୃଷ୍ଟି କରିବାକୁ ପଡ଼ିଥାଏ, ମାତ୍ର ଏଇ ଘଟଣାରେ ବନ ବିଭାଗର ମାତ୍ରାଧିକ ତପତ୍ରତାକୁ…

ଉପନିବେଶବାଦର ପ୍ରଭାବ

ନାନି ଜନ୍‌ସେନ୍‌ ରେଭେଣ୍ଟଲୋ ଶେଷରେ, ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଉପନିବେଶିକ ଉତ୍ତରାଧିକାରୀର ଜଟିଳ ସମସ୍ୟାକୁ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି। ନେଦରଲାଣ୍ଡରେ ସରକାର ବିଶ୍ୱସ୍ତରୀୟ କ୍ରୀତଦାସ ବେପାରରେ ଦେଶର ଭୂମିକାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଦେଶର ରାଜା ମଧ୍ୟ…

ଆମତ୍ପ୍ରଚାର ସର୍ବସ୍ବ ମଣିଷ

ଇବ୍ରାର ଖଁା ଆମତ୍ପ୍ରଚାରରେ ନିମଗ୍ନ ମଣିଷ ଭୁଲିଯାଉଛି ଯେ ଜୀବନର ଲକ୍ଷ୍ୟ କେବଳ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟର ନିଃସ୍ବାର୍ଥପର ସେବା ଏବଂ ଉପକାର କରିବାରେ ତାହା ସାର୍ଥକ ହୋଇଥାଏ। ଏହା ହିଁ ମାନବାଦର ମୂଳମନ୍ତ୍ର, ଯାହାକି…

ଏଇ ଭାରତରେ

ବେଙ୍ଗାଲୁରୁର ଏକ ସ୍କୁଲର ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜଙ୍କ ଅପସାଇକେଲିଂ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବନାହିଁ। ନାଗରାଜ ସ୍କୁଲରେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେ ଭାଙ୍ଗିଯାଇଥିବା ଧାତବ ଫର୍ନିଚର, ଟେବୁଲ ଓ ଚେୟାରରୁ ପ୍ରୋଜେକ୍ଟର…

ଗୃହପତ୍ନୀଙ୍କ ମୂଲ୍ୟାୟନ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଗୃହପତ୍ନୀ ଏକ ମହାନ୍‌ ଆନନ୍ଦଦାୟୀ ବ୍ୟକ୍ତିତ୍ୱ। ତହିଁରେ ପ୍ରତିଫଳିତ ହେଉଥାଏ ପତିଙ୍କ ପାଇଁ ପ୍ରେମ, ଗୁରୁଜନମାନଙ୍କ ପାଇଁ ଭକ୍ତି, ଲଘୁଜନମାନଙ୍କ ପ୍ରତି ଶ୍ରଦ୍ଧା ଏବଂ ପୁତ୍ରକନ୍ୟାଙ୍କ ପାଇଁ ସମର୍ପଣଭାବ। ଏହା ବ୍ୟତୀତ ସାମଗ୍ରିକଭାବେ…

ପରୀକ୍ଷାଗାରରେ ପ୍ରାଣିଜ ଉପତ୍ାଦ

ପିଟର ସିଙ୍ଗର ଖାଦ୍ୟ ପାଇଁ ପ୍ରାଣୀ ପାଳନ କରୁଥିବା ବିଶାଳ ଶିଳ୍ପ ବିଂଶଶତାବ୍ଦୀର ଅଧିକାଂଶ ଭାଗ ପ୍ରତିଛବିଗୁଡ଼ିକୁ ରେକର୍ଡ ଏବଂ ସଂରକ୍ଷଣ କରିବାରେ ପ୍ରାଧାନ୍ୟ ବିସ୍ତାର କରିଥିବା ଶିଳ୍ପ ସହ ସମାନ ଧାରାରେ ଅଗାଉଥିଲା ବୋଲି ଯେତେବେଳେ ସ୍ପଷ୍ଟ ହେବ ସେତେବେଳେ…

ବିଚାରରେ ବିପର୍ଯ୍ୟୟ

ସାମ୍ପ୍ରତିକ ବିଶ୍ୱରେ ଗଣତନ୍ତ୍ର ପ୍ରତି ସମସ୍ତଙ୍କର ଆଦର ରହିଛି। ରାଷ୍ଟ୍ର ଶାସନରେ ଗଣତନ୍ତ୍ର ବ୍ୟବସ୍ଥା ହିଁ ସର୍ବମାନ୍ୟ ଶାସନ ବ୍ୟବସ୍ଥା ରୂପେ ଆଦୃତ ହୋଇଛି। ଭାରତ ବିଶ୍ୱରେ ସର୍ବବୃହତ୍‌ ଗଣତନ୍ତ୍ର ରୂପେ ମାନ୍ୟତା ଲାଭ କରିଛି। ତେବେ ଏହି ବ୍ୟବସ୍ଥା ରାଷ୍ଟ୍ରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri