ସମ୍ପାଦକୀୟ

ମନ ଜିଣିବା ଦରକାର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ୩୦ ଜାନୁୟାରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ଶେଷ ହୋଇଛି। ଭାରତ ଯୋଡ଼ୋ ଯାତ୍ରା ଶିବିର ନିକଟରେ ତ୍ରିରଙ୍ଗା…

ଭଲ ଅଭ୍ୟାସ ଲୋଡ଼ା

ଡ. ନିରଞ୍ଜନ ମିଶ୍ର ଶ୍ରୀମଦ୍‌ ଭଗବଦ୍‌ଗୀତାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ”ଚଞ୍ଚଳ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍‌ଦୃଢ଼ମ୍‌…“ ଅର୍ଥାତ୍‌ ମଣିଷର ମନ ଅତି ଚଞ୍ଚଳ, ଦୃଢ଼ ଓ ବଳବାନ୍‌; ଏହାକୁ ବଶକରିବା ଅର୍ଥ ବାୟୁକୁ ହାତମୁଠାରେ ଧରିବା ସଙ୍ଗେ ସମାନ(ଷଷ୍ଠ…

ଏଇ ଭାରତରେ

ଇ-ବର୍ଜ୍ୟର ପୁନଃ ଉପଯୋଗ କରି ଆକର୍ଷଣୀୟ ହସ୍ତକଳାର ପରିଚୟ ଦେଇଛନ୍ତି ବେଙ୍ଗାଲୁରୁର ବିଶ୍ୱନାଥ ମାୟାବାଡ଼ି ଦାଭାଙ୍ଗେର। ସେ ଅଦରକାରୀ କମ୍ପ୍ୟୁଟର, ଲାପଟପ୍‌, ଫୋନ୍‌ ସହ ପ୍ଲାଷ୍ଟିକ ଓ ଧାତବ ବର୍ଜ୍ୟରୁ ସୁନ୍ଦର ଗହଣା, ମୂର୍ତ୍ତି, ପ୍ରାଣୀଙ୍କ ପ୍ରତିକୃର୍ତ୍ତି, ବିଭିନ୍ନ ପ୍ରକାର ପାତ୍ର…

ମଣିଷ ଏକତ୍ର ମନ ଛିନ୍‌ଛତ୍ର

ଶୁଭନାରାୟଣ ଶତପଥୀ     ଜେଜେମାଆ ହୁଅନ୍ତୁ ବା ଆଈ ମା’ଗପର ପେଡ଼ି ଖୋଲିଲେ ତାଙ୍କ ଚାରିପାଖରେ ବସିଯାଆନ୍ତି ନାତିନାତୁଣୀ ଓ ସାହିପଡ଼ୋଶୀର ପିଲାମାନେ। ପୁଣି ଯେତେବେଳେ ସ୍ଥାନୀୟ, ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ରାଜନୀତି ଚର୍ଚ୍ଚା ହୁଏ, ସେତେବେଳେ ଜେଜେବାପା,…

ବାବୁ-ବିଧାୟକ କଳ

ସହଦେବ ସାହୁ   ଆମେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୈତିକ ଘଟଣାବଳୀ ବିଷୟରେ ପଢ଼ିଲା ବେଳେ ଭାବୁ ସେଠାରେ ଯେମିତି ଗୋଟିଏମାତ୍ର ବିଧାନସଭା ଅଛି। ଆମ ଦେଶରେ ଯେପରି ପ୍ରତି ପ୍ରଦେଶ ଓ କେନ୍ଦ୍ରାଞ୍ଚଳରେ ବିଧାନସଭା ଅଛି, ଯୁକ୍ତରାଷ୍ଟ୍ର ଆମେରିକାରେ ବି ରାଜ୍ୟଗୁଡ଼ିକରେ…

ସ୍ୱଳ୍ପ ଅବଧି

କୁହାଯାଉଥିଲା ଯେ କଂଗ୍ରେସର ଭୁଲ୍‌ ପଦକ୍ଷେପ ଯୋଗୁ ନିଜ ଲୋକଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବାରୁ ବ୍ୟାଙ୍କଗୁଡ଼ିକର ବିଫଳତା ଦେଖାଦେଇଥିଲା। ଏହି ବିଷୟ ମଧ୍ୟ ବାରମ୍ବାର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହୁଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଲୋକେ…

ଏଇ ଭାରତରେ

ନ୍ୟାୟିକ ବ୍ୟବସ୍ଥାରେ ଡ୍ରେସ୍‌ କୋଡ୍‌ର ଗୁରୁତ୍ୱ କେତେ ଅଛି ତାହା ସ୍ପଷ୍ଟ ହୋଇଛି ଗୁଆହାଟୀ ହାଇକୋର୍ଟରେ। କୋର୍ଟ ପରିସରରେ ଜଣେ ଆବେଦନକାରୀଙ୍କ ଆଇନଜୀବୀ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ…

ଜନହିତୈଷୀ ପ୍ରଯୁକ୍ତିବିତ୍‌

ସୁଧା ମୂର୍ତ୍ତି ଜନହିତକର କାର୍ଯ୍ୟ କରିବା ଲାଗି ଗୋଟେ ମିଜାଜ୍‌ ଥିବା ଦରକାର। ଜଣେ ନିର୍ଦ୍ଧନ ହୁଅନ୍ତୁ ବା ଧନୀ, ମନ ଦୃଢ଼ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ ହୁଏ। ତୁଳନାତ୍ମକ ଭାବେ ଦେଖିଲେ ଅଧିକ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି…

ଧୃତରାଷ୍ଟ୍ରୀୟ ପିତୃତ୍ୱ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ପିତୃତ୍ୱ ବୋଧହୁଏ ପ୍ରତ୍ୟେକ ପୁରୁଷ ଜୀବନ ପାଇଁ ଏକ ବାଞ୍ଛିତ ବରଦାନ। ସଭିଙ୍କୁ ପିତୃତ୍ୱର ମୁଗ୍ଧ ଅନୁଭବ ସବୁବେଳେ ସମ୍ମୋହିତ କରିଆସିଛି। ପ୍ରତ୍ୟେକ ସନ୍ତାନ ନିଜ ପିତାଙ୍କ ସତ୍ତାର ସଯତ୍ନ ଲାଳିତ ସନ୍ତକନାମା, ନିଜ ଅଚିର ଅସ୍ତିତ୍ୱର…

ସାଂଘାତିକ ଅଭିଯୋଗ

ଗତ ସପ୍ତାହରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ସମ୍ପର୍କରେ ପାଠକେ ଅବଗତ ଥିବେ। ଭାରତୀୟ ନିବେଶକମାନେ ଆମେରିକୀୟ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହିଣ୍ଡେନ୍‌ବର୍ଗ ଏହାର ରିପୋର୍ଟରେ ଆଦାନୀ ଗ୍ରୁପ୍‌ର କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ…

ଏଇ ଭାରତରେ

ପୂର୍ବେ ପିଲାମନେ କାଠ ଖେଳନାକୁ ବେଶି ଭଲ ପାଉଥିଲେ। ଏହା ତାଙ୍କ ମାନସିକ ବିକାଶରେ ପ୍ରମୁଖ ଭୂମିକା ନେଉଥିଲା। କିନ୍ତୁ ପ୍ଲାଷ୍ଟିକ ଖେଳନା ଆସିବା ପରେ କାଠ ଖେଳନାର ଚାହିଦା କମିଛି। ଅପରପକ୍ଷେ ପ୍ଲାଷ୍ଟିକ ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ…

ଶ୍ରୀସମ୍ବେଦ ଶିଖର

ସୁଧିରାଜ ରାଉତ ଶ୍ରୀସମ୍ବେଦ ଶିଖରକୁ ନିଜ ମୂଳ ଚୈତନ୍ୟରେ ସଂରକ୍ଷିତ ରଖିବା ପାଇଁ ଦାବି ଏହା କେବଳ ଜୈନ ଅନୁଗାମୀଙ୍କ ସ୍ବର ନୁହେଁ,ନୀରବିଗଲେ ଶୁଣିହେବ ଏହା ଭାରତ ଆତ୍ମାର ସ୍ବର। ଯେଉଁ ପାବନଭୂମିରେ ଚବିଶ ତୀର୍ଥକରଙ୍କ ମଧ୍ୟରୁ କୋଡ଼ିଏ ତୀର୍ଥକର ମହାନିର୍ବାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri