ସମ୍ପାଦକୀୟ

ଏଇ ଭାରତରେ

ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀ ପ୍ରାଣୀପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ବୁଲାପ୍ରାଣୀଙ୍କ ପେଟ ଭରି ସେ ଖୁବ୍‌…

‘ତାରା’ ବିଜୟିନୀ

‘ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ପାଇଁ ୨୦୨୩ ଏକାଡେମୀ ପୁରସ୍କାର ପାଇବା ପରେ ଓସ୍କାର ବିଜୟିନୀ ନିର୍ଦ୍ଦେଶିକା କାର୍ତ୍ତିକୀ ଗୋନ୍‌ସାଲ୍‌ଭେସ୍‌ ଚର୍ଚ୍ଚିତ ହୋଇଥିଲେ। ମଣିଷ ଓ ହାତୀ ମଧ୍ୟରେ ଥିବା ସମ୍ପର୍କକୁ ଅତି ନିଖୁଣ ଭାବେ ଚଳଚ୍ଚିତ୍ରରେ ପ୍ରଦର୍ଶନ…

ବିତର୍କରେ ଏକକ ଦେୱାନି ସଂହିତା

ଡ. ଗୌରୀଶଙ୍କର ସାହୁ   ସୈତାନର ବେଦପାଠ’ ସର୍ବଦା ସମାଜରେ ଭ୍ରମ ଓ ଭ୍ରାନ୍ତି ସୃଷ୍ଟିକରେ। ଦେଶର ୨୨ତମ ବିଧି ଆୟୋଗ ସମ୍ବିଧାନର ୪୪ ଧାରାରେ ପ୍ରସ୍ତାବିତ (ରାଜ୍ୟନୀତି ପ୍ରଣୟନ ସମ୍ବନ୍ଧୀୟ ମୌଳିକ ନିୟମାବଳୀ ଅନ୍ତର୍ଗତ) ଏକକ ଦେୱାନି ସଂହିତା ବା…

ଲକ୍ଷ୍ୟଠୁ ଦୂରରେ

କର୍ତ୍ତବ୍ୟକାଳରେ ଯେହେତୁ ଆମେ ପ୍ରବେଶ କରିଛୁ ସେଥିପାଇଁ ଅମୃତକାଳରେ କ’ଣ ଘଟିଛି ତାହା ଜାଣିବା ଆମ ପାଇଁ ଶିକ୍ଷଣୀୟ ହୋଇପାରେ। ୨୦୧୭ରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଆଧାରରେ ନୀତି ଆୟୋଗ ସବୁକ୍ଷେତ୍ରକୁ ଏକାଠି ନେଇ ଏକ ୫ ବର୍ଷିଆ ଯୋଜନା ଆରମ୍ଭ…

ଏଇ ଭାରତରେ

ସିଗାରେଟ ଧୂଆଁ ପରିବେଶ ପ୍ରତି ଯେତିକି କ୍ଷତିକାରକ ତାହାର ବଟ୍‌ ଆହୁରି ମାରାମତ୍କ। ଏହି ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି। ନମନ…

ବିଦ୍ୟାର୍ଥୀଙ୍କ ବିଦେଶ ମୋହ

ଶ୍ରୁତକୀର୍ତ୍ତି ତ୍ରିପାଠୀ ଏବେ ଅଭିଭାବକ ହୁଅନ୍ତୁ କି ବିଦ୍ୟାର୍ଥୀ ନିଜେ, ଖୁବ୍‌ ଛୋଟବେଳୁ ତାଙ୍କ ମନରେ ବିଦେଶରେ ଶିକ୍ଷାଗ୍ରହଣ କରିବାର ମନୋବୃତ୍ତି ଘରକରି ରହୁଛି। ଭଲ ପାଠ ପଢ଼ି ବିଦେଶ ଯାତ୍ରା କଲେ ସ୍ବଚ୍ଛଳ ଜୀବନ, ଉନ୍ନତ ଜୀବନଶୈଳୀ ଏବଂ ମୋଟା…

ସାମ୍ରାଜ୍ୟବାଦର ଛାୟାଯୁଦ୍ଧ

ଡ. ମାନସ ବେହେରା ରୁଷ-ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ବିଶ୍ୱ ରାଜନୈତିକ ଓ ରାଷ୍ଟ୍ର ବ୍ୟବସ୍ଥା ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ ଏହାକୁ ଏକ ଆଞ୍ଚଳିକ ଯୁଦ୍ଧ ବୋଲି ଆକଳନ କରି ଶୀଘ୍ର ସମାପ୍ତ ହେବ…

ଭରସାଯୋଗ୍ୟ ଅଧିକାରୀ

ନିକଟରେ ତାମିଲନାଡୁର ୧୯୯୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବ୍ରଜେନ୍ଦ୍ର ନଭନିତଙ୍କ କାର୍ଯ୍ୟକାଳ କେନ୍ଦ୍ର ବୃଦ୍ଧି କରିଥିଲା। ଏହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ରଜେନ୍ଦ୍ର ଏବେ ରାଷ୍ଟ୍ରଦୂତ ଏବଂ ଜେନେଭାସ୍ଥିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ…

ବନ୍ଧୁତ୍ୱବାଦ ଓ ଦୁର୍ନୀତିର ବିଶ୍ୱ

ନିମ୍ନଲିଖିତ ସ୍ଥିତି ବିଷୟରେ ଟିକେ ଭାବନ୍ତୁ। ରାଜନୈତିକ କ୍ଷମତା ପରିସର ବାହାରର ଜଣେ ବ୍ୟକ୍ତି ଦୁର୍ନୀତି ମୂଳୋପତ୍ାଟନ କରିବାର ପ୍ରତିଶ୍ରୁତି ଦେଇ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଜିତେ। ଯଦିଓ ଏହା ଏକ ବାସ୍ତବ ଉଦ୍ଦେଶ୍ୟ, ସେଥିପାଇଁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ…

ପରିଚୟ

ନଦୀଟି ଯେତେବେଳେ ସାଗରର ନିକଟବର୍ତ୍ତୀ ହୋଇଯାଏ, ତା’ର ସେହି ବିସ୍ତୀର୍ଣ୍ଣ, ଉତ୍ତାଳ ନୀଳ ତରଙ୍ଗ ଦେଖି ଭୟଭୀତ ହୋଇଯାଏ। ଏବେ ସେ ସେହି ସୀମାହୀନ ମହାସାଗରରେ ମିଶି ସବୁଦିନ ପାଇଁ ନିଜର ପରିଚୟ ହରାଇଦେବାକୁ ଯାଉଛି। ପୁନର୍ବାର ପଛକୁ ଫେରିଯିବାକୁ ଚାହିଁଲେ…

ଖାଉଟିଙ୍କୁ ଲୁଟୁଛନ୍ତି ପରିବା ବେପାରୀ

ବର୍ତ୍ତମାନର ବଜାରକୁ ଦେଖିଲେ ପୂର୍ବପରି ପକେଟରେ ପଇସା ପୂରାଇ ବ୍ୟାଗ୍‌ରେ ଆଉ ପନିପରିବା କିଣିହେବ ନାହିଁ। ସର୍ବନିମ୍ନ ସାରୁଠାରୁ ଛଞ୍ଚିଣା, ଜହ୍ନିଠାରୁ ଲଙ୍କା, ବାଇଗଣଠାରୁ କଲରା ସବୁର ଅମୂଲ ମୂଲ ବଜାର ଚଢ଼ା ରେଟ୍‌। ବଜାର ଦରରେ ଏବେ ଯେମିତି ନିଆଁ…

ଏଇ ଭାରତରେ

ଫୁଟ୍‌ପାଥ ସ୍କୁଲ ବିଷୟରେ କେବେ ଶୁଣିଛନ୍ତି କି? ଏମିତିକା ସ୍କୁଲ ଏବେ ଚାଲିଛି ଗାଜିଆବାଦରେ। ଏନ୍‌ଟିପିସିରୁ ଅବସର ନେବା ପରେ ନିରଜା ସାକ୍‌ସେନା ଏହି ସ୍କୁଲ ଚଳାଉଛନ୍ତି। ଲକ୍‌ଡାଉନ ସମୟରେ ଏଭଳି ଫୁଟ୍‌ପାଥ ସ୍କୁଲ ଚଳାଇବା ଲାଗି ନିରଜା ନିଷ୍ପତ୍ତି ନେଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri