ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଜଙ୍ଗଲ ନିଆଁ
ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟ ଜୀବମାନଙ୍କର ଶରୀରର ବିଭିନ୍ନ ଅଂଶକୁ ବେଆଇନ ଭାବେ ଚାଲାଣ କରିବା ଏବେ ବିଶ୍ୱର ଅନ୍ୟତମ ଲାଭଦାୟକ ବ୍ୟାପାର ପାଲଟିଛି। ସେ ହାତୀଦାନ୍ତ ହେଉ ବା ଗଣ୍ଡା ଶିଙ୍ଘ କିମ୍ବା ବାଘ ଶରୀରର ବିଭିନ୍ନ ଅଂଶ।…
ଏଇ ଭାରତରେ
ବୟସ ୯୨, କିନ୍ତୁ ଏବେ ବି ଚଳଚଞ୍ଚଳ ମୁମ୍ବାଇର ନବୀନ ଚନ୍ଦ୍ରା। ସେ ତାଙ୍କ ହାଉସିଂ ସୋସାଇଟିରୁ ଜଳ ଓ ଶକ୍ତି ସଙ୍କଟ ଟାଳିବାରେ ସଫଳ ହୋଇଛନ୍ତି। ନୂତନତ୍ୱ ଓ ପରିବେଶ ଉପଯୋଗୀ ପଦ୍ଧତିରେ ସେ ଏହି କାର୍ଯ୍ୟ କରି ୨…
ଏଇ ଭାରତରେ
ଧର୍ମୀୟ ପରମ୍ପରାରେ ଅନ୍ଧବିଶ୍ୱାସର ପ୍ରଭାବ କାଳକାଳକୁ ରହି ଆସିଛି, ଯାହାର ଏକ ଦୃଷ୍ଟାନ୍ତ ହେଉଛି ଝାଡ଼ଖଣ୍ଡର ଦୁର୍ଗାପୁର ଗାଁ। କସମାର ବ୍ଲକ ଅନ୍ତର୍ଗତ ଏହି ଗାଁରେ ହୋଲି ପର୍ବକୁ ନେଇ ଏକ ଅନ୍ଧବିଶ୍ୱାସ ଏଯାବତ ବଳବତ୍ତର ରହିଥିବା ଦେଖାଯାଏ, ଯେଉଁଥିପାଇଁ ଆଜକୁ…
ଅବସର ସମୟ
”What is this life if full of care, we have no time to stand and stare. W.H. Davies (Leisure).“ପ୍ରଖ୍ୟାତ ଇଂରାଜୀ କବି ଉଇଲିୟମ ହେନେରି ଡେଭିସ୍ଙ୍କ ଭାଷାରେ ଯେଉଁ ଜୀବନରେ ଦଣ୍ଡେ ଠିଆ ହେବା…
ଭଞ୍ଜ ସାହିତ୍ୟରେ ନାରୀ
ବାଦଲ ଭୂୟାଁ କବିତାକୁ କଳାମଞ୍ଜୁଳ ଓ ରସାଳତମ ସଙ୍ଗୀତ ବାହାନାରେ ଅଧିଷ୍ଠିତ କରାଇବା ପାଇଁ ବହୁ ଶତାବ୍ଦୀ କାଳ ଓଡ଼ିଆ ଜାତି ସାଧନା କରିଥିଲା। କିନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ହିଁ ଏହି ସାଧନାର ମୁଣ୍ଡି ମାରିଥିଲା। ଯେଉଁ…
ଅଧା ଜ୍ଞାନକୁ ସାବଧାନ
ଦେବଦତ୍ତ ପଟ୍ଟନାୟକ ଅଭିମନ୍ୟୁ ଥିଲେ ଅର୍ଜୁନ ଏବଂ ସୁଭଦ୍ରା(କୃଷ୍ଣଙ୍କ ଭଉଣୀ)ଙ୍କ ପୁତ୍ର। ଯଦିଓ ପ୍ରତ୍ୟେକ ପାଣ୍ଡବ ଦ୍ରୌପଦୀଙ୍କ ଗର୍ଭରୁ ଗୋଟିଏ ଲେଖା ସନ୍ତାନ ଲାଭ କରିଥିଲେ, ତଥାପି ସେମାନେ ପ୍ରତ୍ୟେକ ଅନ୍ୟ ସ୍ତ୍ରୀଙ୍କଠାରୁ ଗୋଟିଏ କରି ସନ୍ତାନର ଜନକ ହୋଇପାରିଥିଲେ। ତେବେ…
ଏଇ ଭାରତରେ
ଅମୃତସରର ୧୮ ବର୍ଷୀୟା ରୁହାନି ବର୍ମା ପ୍ଲାଷ୍ଟିକ୍ ଓ ଅନ୍ୟ ବର୍ଜ୍ୟର ପୁନଃ ଉପଯୋଗ କରି ଏକ କାର୍ବନ ନେଗେଟିଭ (କାର୍ବନ ନିର୍ଗମନ କମ୍ କରିପାରୁଥିବା) ଟଏଲେଟ ନିର୍ମାଣ କରିଛନ୍ତି। ଏଥିରେ ୪,୦୦୦ ବର୍ଜ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ଲାଗିଛି। ଏହା ଭାରତର…
ଶାନ୍ତି ପାଇଁ ଯୁଦ୍ଧ
ରଞ୍ଜନ କୁମାର ଦାସ ଶାନ୍ତିରେ ଶୋଇବାକୁ, ବସିବାକୁ ଚାହଁୁଥିବା ଲୋକଙ୍କର ସବୁଠୁ ବଡ଼ ଶତ୍ରୁ ହେଲା ମଶା। ଆପଣ କ’ଣ ଗୋଟେ କରିବାକୁ ମନସ୍ଥକରି ବସିଲାବେଳକୁ ଟେବୁଲ ଫାଙ୍କରୁ ଆସି ଗୋଡ଼କୁ କାମୁଡ଼ିଦେବ। ଦିନଯାକର କ୍ଳାନ୍ତି ପରେ ଖଟରେ ଟିକେ ଗଡ଼ିପଡ଼ିଲା…
ସେମାନେ ବି ମନ୍ତ୍ରୀ ଥିଲେ
ଡ. ସିଦ୍ଧାର୍ଥ କାନୁନ୍ଗୋ ସେଦିନ ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ଆମେ କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିକଟସ୍ଥ ଏକ ଚା’ ଦୋକାନରେ ପଡ଼ିଥିବା ବେଞ୍ଚରେ ବସି ଚା’ ପାନ ସଙ୍ଗେ ସଙ୍ଗେ ଥକା ମେଣ୍ଟାଉଥିଲୁ। ବେଞ୍ଚ୍ରେ ପଡ଼ିଥିବା ଖବରକାଗଜକୁ ଦେଖି…
ମହାବିପତ୍ତି
ଜୈବବିବଧତା ପରିପୂର୍ଣ୍ଣ ହିମାଳୟ ପାଦଦେଶର ରାଜ୍ୟ ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଅନେକ ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ହିମଖଣ୍ଡଜନିତ ବନ୍ୟା ସହ ଭୂସ୍ଖଳନ ଓ ବାଦଲଫଟା ବର୍ଷାରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାବାଦ୍ ଉତ୍ତରାଖଣ୍ଡର ଜୋଷୀମଠ…
ବାଘ ଆଇଲେ
ସମ୍ବଲପୁର ଜିଲାର ଦେବ୍ରିଗଡ଼ ଓ କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରେ ଦୁଇଟି ମହାବଳ ବାଘ ବୁଲୁଥିବାର ଦୃଶ୍ୟ ବନ ବିଭାଗ କ୍ୟାମେରାରେ କଏଦ ହୋଇଥିବା ଫଟୋରୁ ଏବେ ଦେଖିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଖୁସିର କଥା। ସେହିଭଳି ଅଲିଭ୍ ରିଡ୍ଲେ…
ଏଇ ଭାରତରେ
ରାସ୍ତାକଡ଼ ଢାବାରେ ବସି ପସନ୍ଦର ଖାଦ୍ୟ ଖାଇବା ମଜା ନିଆରା। କିନ୍ତୁ କୁକୁରଙ୍କ ପାଇଁ ଏମିତିକା ଢାବା କେବେ ଦେଖିଛନ୍ତି କି? ଯଦି ନା, ତେବେ ଇନ୍ଦୋର ଯାଆନ୍ତୁ; ସେଠାରେ ବଲରାଜ ଝଲା ଓ ତାଙ୍କ ସ୍ତ୍ରୀ ମିଶି ଖେଲିଥିବା ‘ଡଗି…
Archives


