ସମ୍ପାଦକୀୟ

ନକଲି ଆକାଉଣ୍ଟ ଚିନ୍ତା

ଗୁଜରାଟରେ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ଏବଂ ମେଡିକାଲ ବୃତ୍ତିଧାରୀଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଅସୁବିଧାରେ ପକାଇବା ଲାଗି ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ)ରେ ସେମାନଙ୍କ ତଥ୍ୟ ଓ ଫଟୋକୁ ନେଇ ନକଲି ଆକାଉଣ୍ଟ ଧାରା ଦ୍ରୁତଗତିରେ ପ୍ରସାର ହେଉଛି। ସରକାରୀ ସ୍ତରରେ ଦରମା…

ବୌଦ୍ଧିକ ସ୍ୱାଧୀନତାର ଅଭାବ

ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ହେବାପରଠାରୁ ଭାରତ ନିଜକୁ ଏକବିଂଶ ଶତାବ୍ଦୀର ଜ୍ଞାନର କେନ୍ଦ୍ର ଭାବେ ସ୍ଥାନିତ କରିବାକୁ ଚେଷ୍ଟା କରିଛି। ଉଚ୍ଚଶିକ୍ଷାର ବୈଶ୍ୱିକ ପ୍ରତିଯୋଗିତାମୂଳକ ପ୍ରତିଷ୍ଠାନଗୁଡ଼ିକର ବିଶେଷତା ପ୍ରତିପାଦିତକରି ଏହା ହାସଲ କରିିବାକୁ ଚାହଁୁଛି। କିନ୍ତୁ ଦେଶର ଏକ ପ୍ରତିଷ୍ଠିତ…

ସାହିତ୍ୟ ଓ ବିଜ୍ଞାନ

ସାହିତ୍ୟର ମୂଳଧାରା ମନୁଷ୍ୟର ଆତ୍ମା । ହୃଦୟରେ ଏହା ନିତ୍ୟ ବିଦ୍ୟମାନ। ଯେ ପର୍ଯ୍ୟନ୍ତ ମନୁଷ୍ୟର ଆତ୍ମା ଓ ହୃଦୟ ଅଛି, ସେ ପର୍ଯ୍ୟନ୍ତ ସାହିତ୍ୟର ସ୍ଥିତି ରହିଛି। ମାନବ ସହିତ ସାହିତ୍ୟର ମୌଳିକ ସମ୍ବନ୍ଧରେ ଚିରନ୍ତନତା ହେତୁ ସାହିତ୍ୟ ଓ…

ସକାରାତ୍ମକ କଥା

ଦିନେ ଜଣେ ବନ୍ଧୁ ଦେଖାହେଲେ। ସେ ୁ ପ୍ରଶ୍ନ କଲେ ‘ଆପଣ ସରକାରଙ୍କର ଖାଲି ଦୋଷ ଦୁର୍ବଳତା ଦେଖାଉଛନ୍ତି, କିଛି ସକାରାତ୍ମକ କଥା କହୁନାହାନ୍ତି। ସରକାରଙ୍କ କ’ଣ କିଛି ଭଲ ନାହିଁ? ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ବକ୍ତବ୍ୟକୁ ଉଦ୍ଧୃତ…

ଏଇ ଭାରତରେ

ହାଇଦ୍ରାବାଦର ୫ ଜଣ ସାଥୀ ବର୍ଜ୍ୟ ମାର୍କେଟିଂ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିପାରିଛନ୍ତି। ସେମାନେ ବର୍ଜ୍ୟ ସଂଗ୍ରହକାରୀ ଓ ଡିଲରମାନଙ୍କୁ ଅଧିକ ଲାଭ ପାଇବାର ବାଟ ଦେଖାଇଛନ୍ତି। ଦେଶପାଣ୍ଡେ ଓ ତାଙ୍କ ସାଥୀ ପୂର୍ବରୁ ଚାଲିଆସିଥିବା ଅନୌପଚାରିକ ବର୍ଜ୍ୟ ଯୋଗାଣ ଶୃଙ୍ଖଳକୁ…

ଏଇ ଭାରତରେ

ତେଲଙ୍ଗାନା ପେଡ୍ଡାପଲ୍ଲୀ ଜିଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଜିଲା ଡେଙ୍ଗୁ ମୁକ୍ତ ହେବା ସହ ଦେଶରେ ସ୍ବଚ୍ଛ ଜିଲାର ପରିଚୟ ଲାଭ କରିପାରିଛି। ଜିଲାପାଳ ଏ. ଦେବସେନା ଜିଲାର ୨୫୦ଟି ଗାଁରେ ଡ୍ରେନ୍‌ ବ୍ୟବସ୍ଥା କରିବା ସହ ବାହାରେ ମଳ ତ୍ୟାଗକୁ…

ସହରର ଜୀବନରେଖା

ଅଲେଖ ଚନ୍ଦ୍ର ମିଶ୍ର   ବସ୍ତି କଥା ମନକୁ ଆସିଲେ ଆଖିଆଗରେ ଭାସିଉଠେ ରେଳଲାଇନର ଉଭୟପାର୍ଶ୍ୱରେ ନାଳନର୍ଦ୍ଦମା ନିକଟରେ, ସରକାରୀ ଅନାବାଦୀ ଜମିରେ,ସହର ତଳିଅଳିଆ ଆବର୍ଜନା ଜମା ହେଉଥିବା ଜାଗା ପାଖରେ ଗଢ଼ି ଉଠିଥିବା ଅସ୍ବାସ୍ଥ୍ୟକର ଝୁମ୍ପୁଡ଼ି ଗହଳି। ନା ପାଣି,…

ଅରଟ କଥା

ଡା.ଉମେଶ ଚନ୍ଦ୍ର ପାତ୍ର   ୧୯୪୮ ଜାନୁୟାରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର ପାଇଁ ଅନଶନ କରିଥା’ନ୍ତି-ଦିଲ୍ଲୀର ବିରଳାଭବନରେ। ସର୍ତ୍ତଥିଲା- ସାଂପ୍ରଦାୟିକ ଦଙ୍ଗାର ଅବସାନ ସହ ପାକିସ୍ତାନ ପାଇଁ ସମ୍ପତ୍ତି ଭରଣା ଲାଗି ୫୫ କୋଟି ଟଙ୍କା…

ବିଷ୍ଣୁ ଶୋଇଛନ୍ତି

ଯେତେବେଳେ ବର୍ଷା ଆରମ୍ଭ ହୋଇଯାଏ, ଯେତେବେଳେ ଘର କାନ୍ଥଗୁଡ଼ିକ ଓଦା ହେବାକୁ ଲାଗେ ଏବଂ ଖାଦ୍ୟରେ ଫିମ୍ପି ବସିଯାଏ ସେତେବେଳେ ଜାଣିବ ଯେ ଜଗତର ପରିପାଳକ ବିଷ୍ଣୁ ଶୋଇଛନ୍ତି। ପୃଥିବୀ ବନ୍ୟା ଜଳରେ ବୁଡ଼ିରହିଥିବା ବେଳେ ସେ ଚାରିମାସ ଧରି (ଚତୁର୍ମାସ)…

କୋଟାରେ ଚାପ

ରାଗିଂ ହେତୁ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବା ପରେ ରାଜସ୍ଥାନ କୋଟାରେ ଦୁଇ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। କୋଚିଂ ହବ୍‌ ଭାବେ ଜଣାଶୁଣା କୋଟାରେ ଅଗଷ୍ଟ ୨୭ଦିନ ୬ ଘଣ୍ଟା ମଧ୍ୟରେ…

କୋଟାରେ ଚାପ

ରାଗିଂ ହେତୁ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବା ପରେ ରାଜସ୍ଥାନ କୋଟାରେ ଦୁଇ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। କୋଚିଂ ହବ୍‌ ଭାବେ ଜଣାଶୁଣା କୋଟାରେ ଅଗଷ୍ଟ ୨୭ଦିନ ୬ ଘଣ୍ଟା ମଧ୍ୟରେ…

ଜି-୨୦ ଓ ଜଳବାୟୁ ପ୍ରସଙ୍ଗ

ବିଂଶ ରାଷ୍ଟ୍ରଗୋଷ୍ଠୀ (ଜି-୨୦) ହେଉଛି ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଫୋରମ ବା ମଞ୍ଚ। ଜି-୨୦ ପ୍ରାରମ୍ଭରେ ସମଷ୍ଟିଗତ ଅର୍ଥନୈତିକ ପ୍ରସଙ୍ଗ ସବୁ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିଲା। ପରବର୍ତ୍ତୀ ସମୟରେ ଏହା ବାଣିଜ୍ୟ, ସ୍ବାସ୍ଥ୍ୟ, କୃଷି, ଶକ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?