ସମ୍ପାଦକୀୟ

ଛଳନାତ୍ମକ ସ୍ଵଭାବ

ସବ୍‌କା ସାଥ୍‌ ଏକ ମିଥ୍ୟା ନା ଭ୍ରାନ୍ତି। ସମ୍ଭବତଃ ଏହାକୁ ମିଥ୍ୟା କୁହାଯିବ। କାରଣ ଜାଣିଶୁଣି ବାଦ୍‌ଦେବା ପ୍ରକ୍ରିୟା ଭଳି ଭୁଲ୍‌ କାମ କରାଯାଉଛି ଓ ଏହା ଭାଜପାର ଏକ ନୀତି ହୋଇଯାଇଛି। ଭାଜପାର କୌଣସି ମୁସଲମାନ ସାଂସଦ କିମ୍ବା ବିଧାୟକ…

ପଦବୀ ପାଇଁ ଦୌଡ଼

ଆସନ୍ତା ଜୁନ୍‌ ଶେଷରେ ସେବାନିବୃତ୍ତ ହେବାକୁଥିବା ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି.ଶୈଳେନ୍ଦ୍ର ବାବୁଙ୍କ ପରେ ସେହି ପଦବୀ ଲାଗି ଦୌଡ଼ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ଏହାକୁ ନେଇ ଗୁଞ୍ଜରଣ ବି ସୃଷ୍ଟି ହୋଇଛି। ଶୁଣିବାକୁ ମିଳୁଛି, ଦିଲ୍ଲୀ ପୋଲିସ କମିଶନର…

ନିଃସଙ୍ଗତାର ଅଭିଜ୍ଞତା

ଜୀବନସାଥୀ ବିନା ଜୀବନ ନିଃସଙ୍ଗତାପୂର୍ଣ୍ଣ। ଅର୍ଥାତ୍‌ ସ୍ବାମୀ ବିନା ସ୍ତ୍ରୀ କିମ୍ବା ସ୍ତ୍ରୀ ବିନା ସ୍ବାମୀ ନିଃସଙ୍ଗ। ଈଶ୍ୱରଙ୍କ ସୃଷ୍ଟିରେ ଦାମ୍ପତ୍ୟ ଜୀବନ ହେଉଛି ଅନବଦ୍ୟ ଓ ସୁଖ ସମ୍ଭାରର ଅନ୍ତରୀକ୍ଷ। ଏ ସମ୍ପର୍କ ମାନ ଅଭିମାନ, ସୁଖଦୁଃଖ, ସୁବିଧା ଅସୁବିଧାରେ…

ଡିଜିଟାଲ କାରବାର ଓ ଅନ୍ତର୍ଜାତୀୟକରଣ

ତ୍ୟେକ ଦେଶର ପ୍ରଗତିରେ ଏକ ଦୃଢ଼ ଆର୍ଥିକ କ୍ଷେତ୍ର ବା ଆର୍ଥିକ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ମୁଖ୍ୟ ଭାବରେ ଆର୍ଥିକ ଅନିୟମିତତା ଯୋଗୁ ବିଶ୍ୱରେ ସମୟ ସମୟରେ ଅନେକ ଆର୍ଥିକ ସଙ୍କଟ ଦେଖାଯାଇଛି। ୧୭୭୨ରେ ଇଂଲଣ୍ଡରୁ ଉପୁଜିଥିବା କ୍ରେଡିଟ୍‌…

ଏଇ ଭାରତରେ

ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ ଲକ୍ଷ୍ନୌର ଜ୍ୟୋତି ପାଣ୍ଡେଙ୍କ ପଦକ୍ଷେପ ଏସବୁ ମଧ୍ୟରେ ନିଆରା। ସେ ସାଇକେଲ ଆରୋହୀଙ୍କ ସୁରକ୍ଷା ପାଇଁ ମାଗଣାରେ ସେଫ୍ଟି ଲାଇଟ ଲଗାଉଛନ୍ତି। ଫଳରେ ଘନକୁହୁଡ଼ି ଓ ଅନ୍ଧାରରେ ସେମାନଙ୍କ…

ମ୍ୟାଲେରିଆ ନିରାକରଣ ଅସ୍ତ୍ର

କ୍ରିଷ୍ଟିନା ଡୋନିନି, ଡୋରିନ ଆକିୟୋ ୟୋମୋହ ସ୍ବସ୍ଥ୍ୟ କ୍ଷେତ୍ରରେ ବିଗତ ୩ ବର୍ଷ ହେଲା କୋଭିଡ୍‌-୧୯ ପ୍ରମୁଖ ଖବର ହୋଇଆସିଛି ଏବଂ ଏହା ମଧ୍ୟ ବୈଜ୍ଞାନିକ ଗବେଷଣାକୁ ଅଧିକ ଗତିଶୀଳ କରିଛି। ଏହି ମହାମାରୀକୁ ନେଇ ବିଶେଷଜ୍ଞମାନେ ସଂସାଧନ ଓ ଅତ୍ୟଧିକ…

ପ୍ରକୃତ ବାଟ

ଆରତି ମହାନ୍ତି ଆଚ୍ଛା, କେବେହେଲେ ବି ତମେ କ’ଣ ଏଇ ଗୋଟାଏ କଥା ଅର୍ଥାତ୍‌ କାହାରି ଉପରେ ନିର୍ଭର ନ କରି ଚଳିବା କ’ଣ ସେଇଟାକୁ ଭାବି ଦେଖିଛ? ତା’ମାନେ କ୍ଷୀରବାଲା କି ପରିବାବାଲା କି ଏମିତିକା ନିତିଦିନିଆ ଜୀବନ କଟାଇବା…

ମାତୃଭୂମିର ମନ୍ତ୍ରଦାତା

ସୀତାଂଶୁ ମୋହନ ଦ୍ୱିବେଦୀ ମଧୁସୂଦନ ଦାସ ଜନ୍ମଭୂମିକୁ ମାତୃସ୍ବରୂପା ଜନନୀ ରୂପେ ଆବାହନ କରିଥିଲେ। ଉତ୍କଳର ମିଶ୍ରଣ ଆନ୍ଦୋଳନପାଇଁ ବ୍ୟାକୁଳ ଥିବା ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ…

ତିନି ବୈଦିକ ନାରୀ

ଋଗ୍‌ ବେଦ ପ୍ରାୟ ୩,୫୦୦ ବର୍ଷର ପୁରୁଣା। ଉକ୍ତ ବେଦରେ ମହର୍ଷି ବ୍ୟାସ ୧୦ଟି ଅଧ୍ୟାୟରେ ୧,୦୦୦ରୁ ଅଧିକ ସଂସ୍କୃତ ସ୍ତୋତ୍ରକୁ ସ୍ଥାନିତ କରିଛନ୍ତି। ସଂଗୃହୀତ ସ୍ତୋତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଦେବତାମାନଙ୍କ ସ୍ତୁତି କରାଯାଇଛି, ଯାହା ପୁରୁଷଙ୍କ ଦ୍ୱାରା ସଙ୍କଳିତ। କିନ୍ତୁ…

ନ୍ୟାୟ ପ୍ରଦାନରେ ନୂଆ ରେକର୍ଡ

ସାଧାରଣ ଲୋକଙ୍କ ପାଇଁ ବିଚାର ପ୍ରକ୍ରିୟା ଥିଲା ଦୁର୍ବୋଧ୍ୟ ଓ ଅଜ୍ଞାତ। ଏବେ ସବୁ କିଛି ମୁକ୍ତ ଓ ସହଜ ହେବାରେ ଲାଗିଛି। ନାଲିକୋଠା ଭୟ, ଆଶଙ୍କା କି ଉଦ୍‌ବେଗର ଜାଗା ନୁହେଁ ଏଭଳି ବିଶ୍ୱାସ ତିଆରି ହେଉଛି ସାଧାରଣ ଲୋକଙ୍କ…

ମାଗଣାର ରାଜନୀତି

କିଛିଦିନ ତଳେ ଶ୍ରୀଲଙ୍କାରେ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା ତା’ର ମୁଖ୍ୟ କାରଣ ଥିଲା ଘୋର ଆର୍ଥିକ ବିପର୍ଯ୍ୟୟ, ଯାହାପାଇଁ ସେ ଦେଶର ରାଜନୈତିକ ଅବିମୃଶ୍ୟକାରିତା ହିଁ ଦାୟୀ ଥିଲା। ଶସ୍ତା ଲୋକପ୍ରିୟତା ହାସଲ ପାଇଁ କ୍ଷମତାସୀନ ଦଳ ଦେଶରେ ପ୍ରଚଳିତ…

ଏଇ ଭାରତରେ

ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri