ସମ୍ପାଦକୀୟ

ବାବୁଙ୍କ କ୍ଷମତା ମୋହ

ଡ. ଷ୍ଟାଲିନ୍‌ ମିଶ୍ର ଭାରତୀୟ ପ୍ରଶାସନିକ ଅଧିକାରୀ କିମ୍ବା ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ଚାକିରି କାଳରେ ଜିଲା, ତହସିଲ ତଥା ବ୍ଲକର ଜନତାଙ୍କ ସମସ୍ୟା ବୁଝିବାକୁ, ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ତଥା ବିକାଶଧାରାକୁ ତ୍ୱରାନ୍ବିତ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇଥାନ୍ତି।…

ଜଙ୍ଗଲ ସଂରକ୍ଷଣ ନା ଧ୍ୱଂସ ପାଇଁ ବିଲ୍‌

ଭାଲଚନ୍ଦ୍ର ଷଡ଼ଙ୍ଗୀ ମଣିପୁର ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳଙ୍କ ଅନୁପସ୍ଥିତି ସୁଯୋଗରେ କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ବିଲ୍‌-୨୦୨୩କୁ ଲୋକ ସଭାରେ ଗୃହୀତ କରାଇଛନ୍ତି। ଦେଶର ଜଙ୍ଗଲ, ପରିବେଶ ଓ ଜୈବବିବିଧତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିବା ଏହି ବିଲ୍‌ଟିକୁ…

ସନ୍ଦେହରେ ନିଯୁକ୍ତି

ନିକଟରେ କର୍ନାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରୂପକ କୁମାର ଦତ୍ତଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଇପିଏସ୍‌ ଅଧିକାରୀ ଭାବେ ଦତ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର ନିର୍ଦ୍ଦେଶକ…

ଏଇ ଭାରତରେ

ପରିବାର ପ୍ରତିପୋଷଣ ପାଇଁ ପ୍ରତିବର୍ଷ ପ୍ରବାସୀ ଶ୍ରମିକମାନେ ଗାଁଗଣ୍ଡା ଛାଡ଼ି ସହରକୁ ଚାଲିଯାଆନ୍ତି। କାମ ଅନ୍ବେଷଣରେ ଯାଉଥିବା ଏହିସବୁ ଶ୍ରମିକଙ୍କ ପିଲାମାନେ ସରକାରୀ ସ୍କୁଲରେ ନାମ ଲେଖାଇଥିଲେ ବି ସେମାନେ ଶିକ୍ଷାରୁ ବଞ୍ଚତ୍ତ ହୋଇଥାଆନ୍ତି। ତେବେ ଏଭଳି ପିଲାମାନଙ୍କୁ ପୁଣି ଶିକ୍ଷାର…

ଶିଶୁପାଇଁ ସ୍ତନ୍ୟପାନ

ନବଜାତ ଶିଶୁଟି ପାଇଁ ସ୍ତନ୍ୟପାନ ଅମୃତ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ମା’କ୍ଷୀର ଶିଶୁ ପାଇଁ ଅମୃତ। ଆଦିମ କାଳରୁ ରହିଥିବା ଏହି ପ୍ରସଙ୍ଗ ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଫିକା ପଡ଼ିଛି। ଅଧିକାଂଶ ମା’ଙ୍କର ସ୍ତନ୍ୟପାନକୁ ନେଇ ବିଚିତ୍ର ମାନସିକତା ରହିଛି।…

ନୂଆ ବାଟର ବାଟୋଇ

ଡ. ହୃଷୀକେଶ ମଲ୍ଲିକ   ନନ୍ଦିନୀ ଶତପଥୀ ଉତ୍ତର-ସ୍ବାଧୀନ ଭାରତବର୍ଷର ସବୁଠୁଁ ଅଧିକ ଶୌର୍ଯ୍ୟଦୀପ୍ତା ରାଜନେତ୍ରୀ, ଯାହାଙ୍କର ନେତୃତ୍ୱଦାନ କ୍ଷମତା ଛାତ୍ର-ରାଜନୀତିରୁ ସ୍ପଷ୍ଟ ହୋଇଥିଲା। ବ୍ରିଟିଶ୍‌ ସରକାରଙ୍କ ‘ୟୁନିୟନ ଜ୍ୟାକ୍‌’ ଓହ୍ଲାଇ ଦେଇ ସେ ପୋଲିସ୍‌ ନିର୍ଯାତନାର ଶିକାର ହୋଇଥିଲେ। ରେଭେନ୍ସାରେ…

ମିଛକୁ ପସନ୍ଦ

ଇଆନ ବୁରୁମା   ଆମେରିକାକୁ ଧୋକା ଦେବା ଏବଂ ଆମେରିକୀୟମାନଙ୍କୁ ସେମାନଙ୍କ ଭୋଟ୍‌ ଅଧିକାରରୁ ବଞ୍ଚତ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିବାର ଚାରିଟି ଆପରାଧିକ ମାମଲାରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ କରାଯାଇଛି। ଫ୍ଲୋରିଡ଼ା ଫେଡେରାଲ କୋର୍ଟରେ ଗୁପ୍ତଚର ଆଇନର ଉଲ୍ଲଂଘନ ସମେତ…

ଏଇ ଭାରତରେ

ଅବସର ପରେ ପ୍ରକୃତି ସେବାରେ ବ୍ରତୀ ଗୁଜରାଟର ଏକ ଦମ୍ପତିଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ରାଙ୍ଖେଶ୍ୱରର ଧନୋରା ଗାଁରେ ରହୁଥିବା ଏହି ଦମ୍ପତି ହେଲେ ଦିନେଶ ଚନ୍ଦ୍ର ଓ ଦେବିନ୍ଦ୍ରା ଠାକୁର। ଉଭୟ ଏବେସୁଦ୍ଧା ତାଙ୍କ ଗାଁରେ ଛୋଟ…

ପୁରୁଷଙ୍କୁ ସୁରକ୍ଷା କେବେ

ଦୀପ୍ତିମୟୀ ନାୟକ   ଆମେ ସବୁବେଳେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଉଛେ, ହେଲେ କେବେ କେଉଁଠି ଦେଖିଛନ୍ତି କି କିଏ ପୁରୁଷଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠେଇବାର। ହଁ, କ୍ୱଚିତ୍‌ କେତେବେଳେ ପୁରୁଷଙ୍କ ସୁରକ୍ଷା ବିଷୟରେ ଧ୍ୟାନ ଦିଆଯାଏ…

ତନ୍ତ୍ର ଦେବୀ ବରାହୀ

ଭଗବାନ୍‌ ବିଷ୍ଣୁ ହିଂସ୍ର ଶୂକର ରୂପ ନେଇଥିବା ବିଷୟ ଆମେ ଶୁଣିଛେ। ଏହି ରୂପରେ ସେ ସମୁଦ୍ର ଭିତରକୁ ଯାଇ ଅସୁରମାନଙ୍କୁ ପରାସ୍ତ କରିବା ସହ ଧରିତ୍ରୀଦେବୀଙ୍କୁ ତାଙ୍କ ଥୋଡ଼ିରେ ଉପରକୁ ଉଠାଇ ଆଣିବା କଥା ମଧ୍ୟ ଆମେ ଜାଣିଛେ। ଏ…

ସହରିଆ ନଦୀ

୧୮ ବର୍ଷ ପୂର୍ବେ ମୁମ୍ବାଇରେ ଦେଖାଦେଇଥିବା ସହର ବନ୍ୟାର ଭୟାବହତା ସାରା ଦେଶରେ ଆଲୋଚନା ହୋଇଥିଲା। ୨୬ ଜୁଲାଇ ୨୦୦୫ରେ ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୯୪୪ ମି.ମି. ବର୍ଷା ହେବା ଯୋଗୁ ୧୪,୦୦୦ ଘର ଭାଙ୍ଗିବା ସହ ପାଖାପାଖି ୧,୦୦୦…

ଆଶୀର୍ବାଦ ନା ଅଭିଶାପ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସମ୍ଭାବ୍ୟ ଭୟାବହତାକୁ ନେଇ ୧୯ ଜୁଲାଇ, ୨୦୨୩ରେ ବ୍ରିଟେନ ଦ୍ୱାରା ଆୟୋଜିତ ଜାତିସଂଘ ନିରାପତ୍ତା ପରିଷଦର ସର୍ବପ୍ରଥମ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏବେ ବ୍ୟଗ୍ରତା ପ୍ରକାଶ ପାଇଛି। ଆଲୋଚନାରେ ଭାଗନେଇ ଅନେକ ଏଆଇ କମ୍ପାନୀର ପ୍ରତିଷ୍ଠାତାମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri