ସମ୍ପାଦକୀୟ

ଏଇ ଭାରତରେ

ଜାତିଗତ ପ୍ରମାଣପତ୍ର ପ୍ରଦାନକୁ ନେଇ ଏକ ବିଚିତ୍ର ଖବର ସାମନାକୁ ଆସିଛି ମେଘାଳୟରେ। କେବଳ ମାତାଙ୍କ ଉପନାମ ଥିଲେ ପ୍ରମାଣପତ୍ର ମିଳୁଛି, ଅପରପକ୍ଷେ ପିତାଙ୍କ ଉପନାମ ଥିଲେ ଏଥିରୁ ବଞ୍ଚତ୍ତ ହେବାକୁ ପଡ଼ୁଛି । ଖାସି ପାହାଡ଼ ସ୍ବାୟତ୍ତ ଜିଲା ଖାସି…

ଏଇ ଭାରତରେ

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ ହେବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବାଦାଉନରେ। ଏଠାରେ ମନୋଜ ନାମକ ଜଣେ ବ୍ୟକ୍ତି ମୂଷାକୁ ମାରିବା ମହଙ୍ଗା ପଡ଼ିଛି। ବର୍ତ୍ତମାନ ତାଙ୍କୁ…

ରାଜଧାନୀ ପ୍ରତିଷ୍ଠା ଓ ମହତାବ

ବିପିନ ବିହାରୀ ରାଉତ   ରାଜଧାନୀ ଭୁବନେଶ୍ୱରର ଅୟମାରମ୍ଭ ୧୯୪୮ ଏପ୍ରିଲ ୧୩ ତାରିଖରେ ହୋଇଥିଲାବେଳେ ଇତିମଧ୍ୟରେ ୭୫ ବର୍ଷ ଅତିକ୍ରାନ୍ତ ହୋଇଛି। ଏହା ଏବେ ମହାନଗରରେ ପରିଣତ ହୋଇଛି। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ରାଜଧାନୀର…

ବ୍ୟାଙ୍କିଙ୍ଗ୍‌ ସଙ୍କଟ

ସୌରଜିତ ପ୍ରଧାନୀ   ରୁଷିଆ-ୟୁକ୍ରେନ୍‌ ସଙ୍କଟ ଏବଂ ମୁଦ୍ରାସ୍ଫୀତି-ସୁଧ ହାରର ଦ୍ୱନ୍ଦ୍ୱ ପରେ ବିଶ୍ୱ ବଜାର ପୁନରୁଦ୍ଧାର ପଥରେ ଥିଲା। ବଜାରର ଅପାର ଅସ୍ଥିରତା ଯୋଗୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଆମେରିକାରେ ଅର୍ଥନୈତିକ ତଥ୍ୟ ସମଗ୍ର ବିଶ୍ୱ ବଜାର…

ଗୌରୀ ନା କାଳୀ

ଦେବଦତ୍ତ ପଟ୍ଟନାୟକ   ସାମାଜିକ ପରମ୍ପରାରେ ବିବାହର ମହତ୍ତ୍ୱ ଅଧିକ। ଝିଅଟିଏ ବିବାହ ପରେ ଯେତେବେଳେ ବାପଘରୁ ଗୋଡ଼ କାଢ଼େ ସେତେବେଳେ ତା’ବାପା ତାକୁ କହେ-ତୁ ଯେଉଁଠିକୁ ଯାଆ ସୁଖରେ ରହ। କିନ୍ତୁ ସୀତାଙ୍କୁ ବିଦା କଲାବେଳେ ଜନକ କହିଥିଲେ ଯେ,…

ଏଇ ଭାରତରେ

ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ବାହ୍ୟ ସଂସ୍କୃତି ଉପରେ କଟକଣା ଲଗାଇବା ସହିତ ଖର୍ଚ୍ଚକାଟ କରିବା ଲାଗି ଏକ ଅଜବ ନିଷ୍ପତ୍ତି ନିଆଯାଇଥିବା ଘଟଣା ସାମ୍‌ନାକୁ ଆସିଛି ହିମାଚଳ ପ୍ରଦେଶରେ। ଉକ୍ତ ରାଜ୍ୟର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି…

ସନ୍ଦେହରୁ ବିନାଶ

ହରେକୃଷ୍ଣ ଦାସ ମହାଭାରତ ଯୁଦ୍ଧରେ ଆତ୍ମୀୟସ୍ବଜନଙ୍କ ବିରୋଧରେ ଲଢ଼ିବାର ଔଚିତ୍ୟକୁ ନେଇ ସଂଶୟରେ ଥିବା ଅର୍ଜୁନକୁ ଭଗବାନ୍‌ ଶ୍ରୀକୃଷ୍ଣ ତାତ୍ତ୍ୱିକ ଉପଦେଶ ତଥା ସଦ୍‌ଜ୍ଞାନ ପ୍ରଦାନ କରିବା ଅବସରରେ କହିଥିଲେ, ‘ଅଜ୍ଞଶ୍ଚ ଅଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନସ୍ୟତି, ନାୟଂ ଲୋକୋସ୍ତି ନ ପରୋ…

ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ

ପ୍ରକାଶ ତ୍ରିପାଠୀ ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି ଅଭୁଲା ସ୍ମୃତିକୁ ମନେପକାଇ ସମସ୍ତେ ଭାବପ୍ରବଣ ହୋଇଥାନ୍ତି। ସେଥିପାଇଁ ବୋଧହୁଏ ପରିଣତ ବୟସରେ ନାତୁଣୀନାତିଙ୍କ…

ଆସିବେ ଯିବେ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯେତେବେଳେ କୌଣସି ଏକ ମାମଲାର ତଦନ୍ତ କରିବାକୁ ହୁଏ ସେତେବେଳେ ସେହି ସଂସ୍ଥାକୁ ଏକ ସାମ୍ବିଧାନିକ ପଦ୍ଧତି ଦେଇ ଯିବାକୁ ପଡ଼ିଥାଏ। ସେହି ବ୍ୟବସ୍ଥା ଅନୁଯାୟୀ ସିବିଆଇ ମନଇଚ୍ଛା କୌଣସି ରାଜ୍ୟରେ ତାହାର କାର୍ଯ୍ୟ ଆରମ୍ଭ…

ଗାଇଲେ ଦୋଷ

ମହାରାଷ୍ଟ୍ର ସରକାର ଓ ପ୍ରଶାସନିକ ବ୍ୟବସ୍ଥାକୁ ବିରୋଧ କରି ଗୀତ ଗାଇଥିବା ରାପର ଉମେଶ ଖାଡେଙ୍କୁ ମୁମ୍ବାଇ ପୋଲିସ ଏପ୍ରିଲ ୯ରେ ଗିରଫ କରିଛି। ଅପରପକ୍ଷରେ ପୋଲିସ ତରଫରୁ କୁହାଯାଉଛି ଯେ, ଉମେଶଙ୍କୁ ଗିରଫ କରାଯାଇ ନ ଥିଲା! କିନ୍ତୁ ତାଙ୍କୁ…

ଏଇ ଭାରତରେ

୧୦୦ ବର୍ଗଫୁଟ ଜାଗାରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ବିଷୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ୍ୟ। ନୋଏଡାର ଅବସରପ୍ରାପ୍ତ ଇଂ ରମେଶ ଗେରା ୧୦୦ ବର୍ଗଫୁଟ ଘରେ କେସର ଚାଷ କରି ଅନେକ ଲକ୍ଷ ଟଙ୍କା…

ସ୍ବାଭିମାନର ପ୍ରତୀକ ଖଦି

ଡ. ପ୍ରଫୁଲ୍ଲ କୁମାର ସାହୁ   ଭାରତୀୟ ସମ୍ଭ୍ରାନ୍ତପଣର ପ୍ରତୀକ ଖଦି। ସ୍ବଦେଶୀ, ସ୍ବରାଜ, ସ୍ବାଭିମାନ ଓ ସ୍ବାବଲମ୍ବନର ପ୍ରେରଣା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଏହା କେବଳ ଏକ ବସ୍ତ୍ର ନ ଥିଲା, ବରଂ ଥିଲା ଅହିଂସା ଆନ୍ଦୋଳନର ଏକ ଅସ୍ତ୍ର। ସ୍ବାଧୀନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri