ସମ୍ପାଦକୀୟ

ବିପଦରେ ବାଘ

ସୌଭାଗ୍ୟ ରଞ୍ଜନ ମହାନ୍ତି   ଦେଶରେ ମହାବଳ ବାଘଙ୍କ ସଂଖ୍ୟା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୧-୨୨ ବାଘ ଗଣନା ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଯେତିକି ଆନନ୍ଦଦାୟକ,…

ବିଷ ମଣିଷଙ୍କ ଅମୃତ ଯାତ୍ରା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଚରିତ୍ରଗତ ଭାବେ ମଣିଷ ସବୁବେଳେ ଅମୃତାନ୍ବେଷୀ, ଶୁଦ୍ଧ, ପବିତ୍ର, ଉଦାର ଓ ପ୍ରଶାନ୍ତ। ଅନ୍ୟର ଆନନ୍ଦରେ ସୁଖୀ ହେଉଥିବା ଓ ଦୁଃଖରେ କଷ୍ଟ ପାଉଥିବା ଏକ ନିର୍ମଳ ହୃଦୟ। ତେବେ ତା’ର ପାରିପାର୍ଶ୍ୱିକ ପରିବେଷ୍ଟନୀ ତା’…

ସମ୍ବିଧାନ ଉପରେ ନଜର

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି ଯେ, ଭାରତରେ ଏକ ନୂଆ ସମ୍ବିଧାନର ଆବଶ୍ୟକତା ହେଲାଣି। ବିବେକ ନିଜେ ଜଣେ ଦକ୍ଷ ଅର୍ଥନୀତିଜ୍ଞ ବୋଲି କୌଣସି ପ୍ରମାଣ ନାହିଁ। ଯେଉଁ ବ୍ୟକ୍ତି ନିଜେ ଜୀବନରେ ଏବଂ…

ଏଇ ଭାରତରେ

ଜଣେ ବ୍ରିଗେଡିୟର ଅବସର ପରେ ନିଜକୁ ଏକ ଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ଯାହା ବେଶ୍‌ ପ୍ରେରଣାଦାୟକ। ଆନ୍ଧ୍ରପ୍ରଦେଶର ଏହି ସେନା ଅଧିକାରୀ ଜଣକ ହେଉଛନ୍ତି ପି. ଗଣେଶନ୍‌। ସେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଦୁର୍ଗମ ଅଞ୍ଚଳଗୁଡ଼ିକୁ ଯାତ୍ରା କରି ତୃଣମୂଳ…

ଶିକ୍ଷା ଅର୍ଥନୀତିଜ୍ଞ

ରାଜ୍‌ ଚେଟ୍ଟି ସାଧାରଣତଃ ଗରିବ ଦେଶଗୁଡ଼ିକର ପରିବାରରେ କେବଳ ଜଣେ ପିଲାକୁ ଉଚ୍ଚଶିକ୍ଷା ଲାଗି ଅଭିଭାବକ ବାଛିଥାଆନ୍ତି। କାରଣ ସବୁ ପିଲାଙ୍କୁ ଶିକ୍ଷା ଦେବା ପରିବାର ପକ୍ଷେ ସମ୍ଭବ ହୋଇ ନ ଥାଏ। ଏ କଥା କହିଛନ୍ତି ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ରାଜ୍‌…

ଉଚ୍ଚଶିକ୍ଷାରେ ପ୍ରହେଳିକା

ଡ. ସୁବାସ ଚନ୍ଦ୍ର ପାତ୍ର ଏବେ ଓଡ଼ିଶାର ଉଚ୍ଚଶିକ୍ଷା ଏକ ପ୍ରହେଳିକା ମଧ୍ୟ ଦେଇ ଗତି କରୁଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ପୂର୍ବକ ଏକ ଧୂମକୁଣ୍ଡଳୀ ସୃଷ୍ଟି କରି ଶିକ୍ଷାର ସ୍ଖଳନର ପ୍ରକୃତ କାରଣ ଖୋଜିବା ପରିବର୍ତ୍ତେ ଶିକ୍ଷାନୁଷ୍ଠାନ, ଶିକ୍ଷା ବ୍ୟବସ୍ଥା…

ଭାରତରେ ଦଙ୍ଗା

ଦଙ୍ଗା ଶବ୍ଦର ଅର୍ଥ କହିଲେ ଲୋକଙ୍କ ଦ୍ୱାରା ଶାନ୍ତିର ହିଂସାମତ୍କ ବିଶୃଙ୍ଖଳାକୁ ବୁଝାଏ। ସାଧାରଣତଃ ସାରା ବିଶ୍ୱରେ ଯେକୌଣସି ସ୍ଥାନରେ ଦଙ୍ଗାକୁ ଦେଶ ବିରୋଧରେ ସମାଜର କ୍ରୋଧ ଭାବେ ବୁଝାଯାଏ। ଉଦାହରଣ ସ୍ବରୂପ ପ୍ୟାରିସ୍‌ରେ ୧୯୬୮ରେ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ବିରୋଧରେ…

ପଦୋନ୍ନତିରେ ବିଳମ୍ବ

ହରିୟାଣାରେ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତିରେ ଦେଖାଦେଇଥିବା ଅସମାନତା ସେମାନଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇଛି। ଏହା ମଧ୍ୟ ବିଭିନ୍ନ ର଼୍ୟାଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି। ନିକଟରେ ପୋଲିସ ମହାନିରୀକ୍ଷକ (ଆଇଜିପି) ର଼୍ୟାଙ୍କ୍‌ର ୧୯୯୭ ବ୍ୟାଚ୍‌ର ୨ ଜଣ ଅଧିକାରୀ…

ଚିନି ବଦଳରେ ଗୁଡ଼

ମିଠା ଖାଇବାକୁ କାହାର ଇଚ୍ଛା ନ ହୁଏ। ସେଥିପାଇଁ ତ ପଶୁପକ୍ଷୀ କିମ୍ବା ମନୁଷ୍ୟ ସମସ୍ତଙ୍କର ପାଟିରୁ ଲାଳଗଡ଼େ ମିଠାକୁ ଦେଖିଲେ। ଏହି ମିଠା ଦୁଇ ପ୍ରକାରର ହୋଇଥାଏ। ପ୍ରଥମଟି ହେଲା ବିଭିନ୍ନ ପ୍ରକାର ମିଠା ଫଳମୂଳ ଓ ରସରୁ ମିଳିଥାଏ,…

ତଦପି ନ ମୁଞ୍ଚତି ଆଶା ଭାଣ୍ଡମ୍‌

ସରକାରୀ ଚାକିରିରେ ଯେତିକି ମିଳେ ସେତିକିରେ ସନ୍ତୁଷ୍ଟ ନ ହୋଇ ଯେଉଁ କେତେକ ଲୋକ ଉପୁରି ଯୋଗାଡ କରୁଥାନ୍ତି (ଆଶା-ହାଣ୍ଡି ମୁଞ୍ଚନ ବା ତ୍ୟାଗ ନ କରି ଖୋଲା ରଖିଥାନ୍ତି), ସେହିମାନେ ହିଁ ଯାବତୀୟ କେଳେଙ୍କାରିର କାରଣ। ସମ୍ପ୍ରତି ଆମ ରାଜ୍ୟର…

ଏଇ ଭାରତରେ

ଛତୁ ଚାଷରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉଥିବାବେଳେ ଜଣେ ନାଗା ଝିଅଙ୍କ ନିଆରା ପଦ୍ଧତି ଏକ ନୂଆ ବାଟ ଦେଖାଇଛି। ନାଗାଲାଣ୍ଡର ଫେକ୍‌ ଜିଲା ବାସିନ୍ଦା ଲୁଭେଭୋଲୁ ଏ. ରାଖୋ ୪,୦୦୦ ଓକ୍‌ କାଠ ଗଣ୍ଡିରେ ସିଲଟେକ୍‌ ଛତୁ ଚାଷ କରୁଛନ୍ତି। ରାଖୋ…

ଏଇ ଭାରତରେ

ଏ ହେଉଛି ନୂତନ ଭାରତ, ଯେଉଁଠି ଲୋକେ ଏବେ ବି ହାତରେ ମଳ ସଫା କରୁଛନ୍ତି, ଜାତି ବ୍ୟବସ୍ଥାରେ ସମାନତାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମସ୍ୟା ବ୍ୟଥିତ କରିଛି ବିହାରର ରାମପୁରରେ ଜନ୍ମିତ ବିନ୍ଦେଶ୍ୱର ପାଠକଙ୍କୁ। ସେ ସମାନତା ଲାଗି ଲଢେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri