ଜି-୨୦ ଓ ଜଳବାୟୁ ପ୍ରସଙ୍ଗ
ବିଂଶ ରାଷ୍ଟ୍ରଗୋଷ୍ଠୀ (ଜି-୨୦) ହେଉଛି ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଫୋରମ ବା ମଞ୍ଚ। ଜି-୨୦ ପ୍ରାରମ୍ଭରେ ସମଷ୍ଟିଗତ ଅର୍ଥନୈତିକ ପ୍ରସଙ୍ଗ ସବୁ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିଲା। ପରବର୍ତ୍ତୀ ସମୟରେ ଏହା ବାଣିଜ୍ୟ, ସ୍ବାସ୍ଥ୍ୟ, କୃଷି, ଶକ୍ତି,…
ଏଇ ଭାରତରେ
ରୋଗ ହେଲେ ସମସ୍ତେ ଡାକ୍ତରଙ୍କ ପାଖକୁ ଯାଆନ୍ତି, କିନ୍ତୁ ଡାକ୍ତର ଲୋକଙ୍କ ଘରକୁ ଯିବା କେବେ ଦେଖିଛନ୍ତି। ଏଭଳି ବ୍ୟବସ୍ଥା ଦେଖିବାକୁ ମିଳିଛି ତାମିଲନାଡୁ ମଦୁରାଇରେ। ସେଠାକାର ଡାକ୍ତର ଡ.ସ୍ବାମୀନାଥନ ସି ଗାଡ଼ିରେ ଲୋକମାନଙ୍କ ଘରେ ପହଞ୍ଚି ବରିଷ୍ଠ ନାଗରିକମାନଙ୍କୁ ଶସ୍ତାରେ…
ଏଇ ଭାରତରେ
ପରିବାର ସଦସ୍ୟଙ୍କ ସହ ଶିକାରକୁ ଯାଉଥିବା ପିଲାଟିର ମନରେ ବିରାଟ ପରିବର୍ତ୍ତନ ଆସିବା ପରେ ସେ ଆଉ ଶିକାର ନ କରି ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ସେ ହେଉଛନ୍ତି ନାଗାଲାଣ୍ଡର ରୁଭୌତୋ ବେଲ୍ହୋ। ୨୦୦୩ରୁ ସେ ଏହି କାର୍ଯ୍ୟରେ ଲାଗିଛନ୍ତି।…
ଶିକ୍ଷାରେ ଏଆଇ
ଦ୍ୱିତୀଚନ୍ଦ୍ର ସାହୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଚମକେଇ ଦେଲା ଭଳି କହିଲା – ‘ବାପା! ମୋର ବିଦ୍ୟାଳୟର ପ୍ରୋଜେକ୍ଟ ଶେଷ କରିଦେଇଛି। କିନ୍ତୁ ଟିକେ ତୁମେ ଦେଖିଲା ପରେ ତା’ କାମ ଶେଷ କରିବି।’ ମୁଁ କିଛି କ୍ଷଣ ଚକିତ…
ଜାତି ଖୋଜିଲେ ମୁକ୍ତି କାହିଁ
ଡ. ଏକାଦଶୀ ପ୍ରଧାନ ଆମେ ଧର୍ମନିରପେକ୍ଷତା କଥା କହିଲେ ମଧ୍ୟ ଧର୍ମ, ସମ୍ପ୍ରଦାୟ, ଜାତିଗତ ବୈଷମ୍ୟତା ଦୃଷ୍ଟିରୁ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଆମର ମହାପୁରୁଷ-ଧର୍ମ, ସମ୍ପ୍ରଦାୟ, ଜାତି ପ୍ରତି ବିଦ୍ୱେଷଭାବ ପୋଷଣ କରିନାହାନ୍ତି କି ଅସହନଶୀଳ ମନୋଭାବ ପ୍ରଦର୍ଶନ…
ଗଣତନ୍ତ୍ରର ହତ୍ୟାକାରୀ
ଭାରତରେ ସପ୍ତାହକ ମଧ୍ୟରେ ଘଟିଥିବା କେତୋଟି ଘଟଣା ଅତ୍ୟନ୍ତ ଉଦ୍ବେଗଜନକ ସ୍ଥିତି ସୃଷ୍ଟିକରିଛି। ୨୪ ଅଗଷ୍ଟରେ ମଧ୍ୟପ୍ରଦେଶର ସାଗର ଜିଲାରେ ଗୋଟିଏ ଦଳିତ ପରିବାର ଉପରେ ଆକ୍ରମଣ କରି ଜଣଙ୍କୁ ମାରିଦିଆଯିବା ସହ ତାଙ୍କ ମା’ଙ୍କୁ ଉଲଗ୍ନ କରିବା ଘଟଣା ଗଣମାଧ୍ୟମ…
ଏଇ ଭାରତରେ
ପରିବେଶ ପ୍ରଦୂଷଣ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ପକ୍ଷୀବଂଶ ଲୋପ ପାଉଥିବାବେଳେ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ନିଆରା ଉପାୟ ଆପଣାଇଛନ୍ତି ପଞ୍ଜାବର ଶିକ୍ଷକ ଗୁରୁପ୍ରୀତ୍ ସିଂ। ସେ ପକ୍ଷୀମାନଙ୍କ ପାଇଁ ଗଛ ଲଗାଉଛନ୍ତି ଓ ମାଟିରେ ୩୦,୦୦୦ ବସା…
ପରିଣତ ବୟସର କଥା
ପ୍ରକାଶ ତ୍ରିପାଠୀ ସଦାନନ୍ଦବାବୁ ଆଠବର୍ଷ ତଳୁ ସରକାରୀ ଚାକିରିରୁ ଅବସର ନେଲେଣି। ଅବସର ନେବା ପରେ କିଛି ବର୍ଷ ସେ ଶାରୀରିକ ସ୍ତରରେ ସୁସ୍ଥ ଥିଲେ। ମାତ୍ର ଏଇ ଦୁଇବର୍ଷ ହେବ ଶାରୀରିକ ଦୁର୍ବଳତା ହେଉ ବା ମାନସିକ ଦୁର୍ବଳତା ହେଉ,…
ଶିଶୁ ଅଧିକାରରେ ବାଧକ ଲିଙ୍ଗଗତ ବୈଷମ୍ୟ
ରାଜୀବ କୁମାର ନାୟକ ୨୦୨୦ ମସିହାରେ ସମ୍ବଲପୁର ଜିଲା ଅନ୍ତର୍ଗତ ଯୁଯୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ୫୯% ଶିଶୁ ଭାବନ୍ତି ଯେ ଲିଙ୍ଗଗତ ବୈଷମ୍ୟ ତାଙ୍କର ବିକାଶ ତଥା ଜୀବନର ପ୍ରତି ପାଦରେ ଅନ୍ତରାୟ ସାଜୁଛି। ଠିକ୍…
ଆମ ପିଲା ହୋଇଥିଲେ
କୁହାଯାଏ ମାତାପିତାଙ୍କୁ ଛାଡ଼ିଦେଲେ ଘର ବାହାରେ ଯଦି ପିଲାମାନେ ଆଉ କାହାଠାରୁ ଅଧିକ ସ୍ନେହ ଶ୍ରଦ୍ଧା ପାଇଥାଆନ୍ତି ସେମାନେ ହେଲେ ସ୍କୁଲର ଶିକ୍ଷୟିତ୍ରୀଶିକ୍ଷକ। ପୁଣି ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଶିକ୍ଷୟିତ୍ରୀମାନେ ଶିକ୍ଷକଙ୍କଠାରୁ ଛାତ୍ରୀଛାତ୍ରଙ୍କ ଅଧିକ ଯତ୍ନ ନେଇଥାଆନ୍ତି। ଗୋଟେ ସମୟ ଥିଲା…
ଏଇ ଭାରତରେ
ମଧ୍ୟପ୍ରଦେଶ ଖାର୍ଗୋନ ଜିଲାର ୪୩ ବର୍ଷୀୟ ସଚିନ ଶର୍ମା ଜଣେ ବନ୍ୟପ୍ରାଣୀ ସଂରକ୍ଷକ। ସେ ମଧ୍ୟ ଟୋନି ନାମରେ ଜଣାଶୁଣା। ସେ ମୋଟର ୱାଇଣ୍ଡିଂ କାମ କରିବା ସହ ୨୨ ବର୍ଷ ହେଲା ବନ୍ୟପ୍ରାଣୀ ସଂରକ୍ଷଣରେ ଲାଗିଛନ୍ତି। ଇତିମଧ୍ୟରେ ସେ ୧୫…
ଚନ୍ଦ୍ରଯାନର ନାୟକ
ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନ। ପୃଥିବୀକୁ ମାଆ ବୋଲି ଧରାଯାଇଥିବାରୁ ତା’ର ଭାଇ ଜହ୍ନକୁ ପୃଥିବୀବାସୀ ମାମୁ ବୋଲି ସମ୍ବୋଧନ କରିଥାଆନ୍ତି। ସନ୍ଧ୍ୟା ଆକାଶକୁ ଆଲୋକିତ କରୁଥିବା ଏହି ଜହ୍ନକୁ ଦେଖାଇ ମା’ମାନେ ପିଲାକୁ କାଖରେ ଧରି…
Archives


