ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରାଜି
ଉପେନ୍ଦ୍ର ଭଞ୍ଜ ଘୁମୁସର ରାଜ ପରିବାରରେ ଜନ୍ମ ନେଇଥିଲେ ସୁଦ୍ଧା ରାଜସୁଖ, ରାଜ ଐଶ୍ୱର୍ଯ୍ୟକୁ ଜଳାଞ୍ଜଳି ଦେଇ ଅମିୟ ମଧୁର କାବ୍ୟ କବିତାର ସର୍ଜନାକରି ଉତ୍କଳୀୟ ସାରସ୍ବତ ଦରବାରର କବି ସମ୍ରାଟ ଆସନରେ ବସିପାରିଥିଲେ। ତାରକ ମନ୍ତ୍ର ସିଦ୍ଧ କରି ପ୍ରଭୁ…
ଏଇ ଭାରତରେ
ଭାରତରେ ୨୦୦୦ ଟଙ୍କିଆ ନୋଟ ଏବେ ବ୍ୟାଙ୍କରେ ଫେରାଇବା ପ୍ରକ୍ରିୟା ଜାରି ରହିଛି। ତେବେ ଏହା ମଧ୍ୟରେ ଏକ ନିଆରା ଖବର ସାମ୍ନାକୁ ଆସିଛି। ଜଣେ ଭକ୍ତ ହିମାଚଳ ପ୍ରଦେଶର ମା’ଜ୍ୱାଳାମୁଖୀ ମନ୍ଦିରରେ ୪୦୦ଟି ୨୦୦୦ ଟଙ୍କିଆ ନୋଟ ଅର୍ଥାତ୍ ୮ଲକ୍ଷ…
ଚାଇନା ଭୟ
ମେ ୧୯ରୁ ୨୧ ଯାଏ ଜାପାନର ହିରୋଶିମାରେ ଜି୭ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜି୭ ସଦସ୍ୟ ଦେଶଗୁଡ଼ିକ ଯଥା ଆମେରିକା, ଇଂଲଣ୍ଡ, ଜର୍ମାନୀ, ଜାପାନ, କାନାଡା, ଫ୍ରାନ୍ସ ଓ ଇଟାଲୀ ଉକ୍ତ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଦାରିଦ୍ର୍ୟ, ଆଣବିକ…
ଭତ୍ତା ଯୋଜନା-କିଛି ଉପେକ୍ଷିତ ଦିଗ
ଗରିବ ବ୍ୟକ୍ତି ଏବଂ ପରିବାରକୁ ସର୍ବନିମ୍ନ ଜାତୀୟସ୍ତରର ସାମାଜିକ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। ଏକ ଜନମଙ୍ଗଳ ରାଷ୍ଟ୍ର ଭାବରେ ସମ୍ବିଧାନର Directive Principles of State Policy ନିର୍ଦ୍ଦେଶନାମା ଅନୁଚ୍ଛେଦ ୪୧ ଅନୁସାରେ ନିଜର ଉତ୍ତରଦାୟିତ୍ୱକୁ ପୂରଣ କରିବା…
ବନାଗ୍ନିର କରୁଣ ଚିତ୍ର
ମାନବ ସମାଜ ଓ ଜୀବଜଗତ ମଧ୍ୟରେ ସମନ୍ବୟ ରହିଲେ ତାହା ପରିବେଶ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ପ୍ରକୃତିକୁ ସୁରକ୍ଷିତ ରଖିଲେ ପ୍ରକୃତି ଆମକୁ ସୁରକ୍ଷା ଦେବ। କଥାରେ ଅଛି ଜଙ୍ଗଲରେ ମଙ୍ଗଳ ଥାଏ। କିନ୍ତୁ ଏବେ ଏହି ସଂଜ୍ଞାରେ ପରିବର୍ତ୍ତନ…
ଏଇ ଭାରତରେ
କେରଳର ବିଜୁ ନାରାୟଣନଙ୍କ ଅନେକ ଆବିଷ୍କାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ସେ ଏବେ ଏକ ସୋଲାର ମିକ୍ସି ନିର୍ମାଣ କରିଛନ୍ତି, ଯାହା ଗ୍ରାଇଣ୍ଡିଂ କରିବା ସହ ପାଖାପାଖି ୧୫ଟି କାର୍ଯ୍ୟ କରିପାରୁଛି। ଏହି ମେଶିନ ସୌରଶକ୍ତିରେ ଓ ରିମୋଟ୍ ଦ୍ୱାରା ଚାଲୁଛି।…
ଏଇ ଭାରତରେ
ଆମ୍ବ ଅମଳ ସମୟ ଚାଲିଛି। ଏହି ସମୟରେ ଆମ୍ବ ବଗିଚା ଜଗିବାକୁ ହୁଏ। ଲୋକମାନେ ତ ଆମ୍ବ ବଗିଚା ଜଗନ୍ତି, କିନ୍ତୁ କୁକୁରମାନେ ଏହାକୁ ଜଗିବା ଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଜବଲପୁରରେ। ଏଠାରେ ସଂକଳ୍ପ ସିଂଙ୍କ ଆମ୍ବ ବଗିଚାକୁ…
ପରମ ଜ୍ଞାନ
ଡ. ବାସୁଦେବ ମିଶ୍ର କୌଣସି କ୍ଷେତ୍ରରେ ଆମେ ପ୍ରକୃତରେ ଯେତିକି, ତା’ଠାରୁ ଯଥେଷ୍ଟ ଅଧିକ ବୋଲି ଲୋକେ ଆମକୁ କୁହନ୍ତୁ, ତହିଁରୁ ଅଧିକ ପାରିବାପଣିଆ ଆମ ଭିତରେ ଅଛି ବୋଲି ଲୋକେ ଆମକୁ ସ୍ବୀକୃତି ଦିଅନ୍ତୁ ଏମିତି ଇଚ୍ଛା ଆମ…
ପରିବେଶ ଓ ମା’
ଡ. ଅରୁନ୍ଧତୀ ଦେବୀ ମାମାକୁ ତା’ ମା’ କହିଲେ, ‘ତୁ ଟିକେ ରୋଷେଇଘରୁ ଚିନି ଡବାଟା ଆଣିଲୁ’। ମାମା ଶୁଣିଲା ନାହିଁ। ପୁଣି ଥରେ ନିଜ କଣ୍ଠସ୍ବର ଉଚ୍ଚକରି କହିଲେ। ତଥାପି ମାମା ହୁଙ୍କିଲା ନାହିଁ। ଏଥର ଚିତ୍କାର କରି…
କର୍ନାଟକର ସଙ୍କେତ
କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି। ଏଥିସହ ଭାଜପାର ଦାକ୍ଷିଣାତ୍ୟ ବିଜୟ ସ୍ବପ୍ନ ଚୂର୍ମାର ହୋଇଯାଇଛି। ଏକ ଘମାଘୋଟପୂର୍ଣ୍ଣ ଲଢ଼େଇରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିଛି। ଯଦିଓ ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଆଉ ୪ଟି…
ଗୋଲାପି ପର୍ଦ୍ଦା
ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସବୁଦଳରୁ ଦେଖିବାକୁ…
ଗୋଲାପି ପର୍ଦ୍ଦା
ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସବୁଦଳରୁ ଦେଖିବାକୁ…
Archives


