ସମ୍ପାଦକୀୟ

ପୁଲ୍‌ୱାମା ମାରିଲା ଅତିକ୍‌ଙ୍କୁ

ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଲ୍‌ୱାମା ଆକ୍ରମଣ ପ୍ରସଙ୍ଗରେ ନିକଟରେ ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇ ଦେଇଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆର୍‌ପିଏଫ୍‌)ର ୪୦…

ଏଇ ଭାରତରେ

ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ପୂରା ମୋବାଇଲ ଟାଓ୍ବାର ଚୋରିହେବା ଆଶ୍ଚର୍ଯ୍ୟର ବିଷୟ। ବିହାରର ମୁଜାଫରପୁରରେ ଚୋରମାନଙ୍କର ଏଭଳି ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଚୋରମାନେ ମେକାନିକ୍‌ ଭଳି ଆସି ଲୋକଙ୍କ ସାମ୍ନାରେ ଟାଓ୍ବାର ସବୁ ପାର୍ଟ…

ପରିସଂଖ୍ୟାନ ଗୁରୁ

ପରିସଂଖ୍ୟାନ ପାଠ ପଢ଼ିଥିବା ୪ ଜଣ ବନ୍ଧୁ ଏକ ନଦୀ କୂଳରେ ପହଞ୍ଚତ୍ ତାହାକୁ ଅତିକ୍ରମ କରିବାକୁ ଚାହିଁଲେ। ନଦୀର ଗଭୀରତା ମାପିବାକୁ ଯାଇ ଦେଖିଲେ ଯେ ୫ ଫୁଟ ୪ ଇଞ୍ଚ ଜଳ ରହିଛି। ବନ୍ଧୁମାନଙ୍କ ଉଚ୍ଚତା ଯଥାକ୍ରମେ ୬…

ମରିବାକୁ ଥିଲା ବହୁ ବାଟ…

ରଞ୍ଜନ କୁମାର ଦାସ   କଥାରେ ଅଛି ଏମିତି ବୋଧହୁଏ କବି କେହି ନାହିଁ ଯାହା ଜୀବନରେ ଦୁଃଖ ନାହିଁ। ଏଠି କବି କହିଲେ କେବଳ କବିତା ଲେଖୁଥିବା ଲୋକଙ୍କୁ ବୁଝାଏ ନାହିଁ। ଯିଏ କବିତା ପଢ଼େ ସେ ବି କବି।…

ବିତର୍କ ଲୋଡ଼ା

ଆକାର ପଟେଲ   ଏବକାର ସଂଖ୍ୟାବହୁଳବାଦ ରାଜନୀତିର ସମ୍ଭାବ୍ୟ ଗତିକୁ ନେଇ ଆମର ଉତ୍ସୁକତା ପଛରେ ଦୁଇଟି ଲକ୍ଷ୍ୟ ରହିଛି। ଏହା ମଧ୍ୟ ଜଣାଶୁଣା ଯେ, ଶେଷରେ କେବଳ ଗୋଟିଏ ସ୍ଥାନରେ ଆମେ ଶୀଘ୍ର ପହଞ୍ଚିପାରିବା। କିନ୍ତୁ ଆଉ ଏକ ଦୃଷ୍ଟିକୋଣ…

ଏଇ ଭାରତରେ

ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ, ଏହା ପ୍ରମାଣିତ କରିଛନ୍ତି ମୁମ୍ବାଇର ଗ୍ଲାଡ୍‌ସନ ପିଟର। ତାଙ୍କ ଫୁସ୍‌ଫୁସ୍‌ର କ୍ଷମତା ୪୦% କମିଯାଇଥିଲେ ବି ସେ ଏକାକୀ ୧୪ଟି ବାଦ୍ୟଯନ୍ତ୍ର ବଜାଇ ପାରୁଛନ୍ତି। କେବଳ ଏତିକି ନୁହେଁ, ସେ ବି ଭଲ ଗୀତ…

ଗ୍ରୀଷ୍ମ ଲହରି ଓ ଭାରତ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଅର୍ଥାତ୍‌ ୧୯୦୧ ମସିହାଠାରୁ ବର୍ତ୍ତମାନ ମଧ୍ୟରେ ବିଗତ ଫେବୃୟାରୀ ୨୦୨୩ର ତାପମାତ୍ରା ସେ ମାସ ପାଇଁ ସର୍ବାଧିକ ବୋଲି ଜଣାପଡ଼ିଲା ପରେ ଆଗାମୀ ଗ୍ରୀଷ୍ମ କାଳରେ, ମାର୍ଚ୍ଚରୁ ମେ କିମ୍ବା ଜୁନ୍‌…

ଆଖି ସାକ୍ଷୀ

ଦ୍ୱିତୀ ଚନ୍ଦ୍ର ସାହୁ ସୁନ୍ଦର ଆଖି ହଳକ ଥିଲେ ଦୁନିଆ ସାର ବୋଲି ସଭିଏଁ କୁହନ୍ତି। ଏଇ ଆଖି ହଳକ ଅନେକ କଥା ଦେଖିପାରେ ଓ ବୁଝିପାରେ। ଅନେକଙ୍କୁ ବୁଝାଇପାରେ। ଆଖି କାଳେ କଥା ବି କହିପାରେ। ଆଖିର ଅଙ୍କାବଙ୍କା ଚାହଁାଣିରେ…

ରାଜ୍ୟ ନା କେନ୍ଦ୍ରର

ତାମିଲନାଡୁ ରାଜ୍ୟପାଳ ଆର.ଏନ୍‌. ରବିଙ୍କ କାର୍ଯ୍ୟ ସରକାର ଏବଂ ଶାସକ ଦଳକୁ ଚିନ୍ତାରେ ପକାଇଛି। ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ସ୍ଥଗିତ ରଖିବା ହେଉ କିମ୍ବା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ତାଙ୍କ ମତ ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ଅଣଭାଜପା ଶାସିତ ରାଜ୍ୟ ଭାବେ…

ଆକ୍ରମଣ ଅପରାଧ ଓ ପୁଟିନ୍‌

କିଛି ସପ୍ତାହ ପୂର୍ବେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନାମରେ ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍‌ ଅଧିକୃତ ଅଞ୍ଚଳରେ ଥିବା ପିଲାମାନଙ୍କୁ ବେଆଇନ ଭାବେ ରୁଷିଆକୁ ଦେଶାନ୍ତର ଓ ସ୍ଥାନାନ୍ତର କରିବା ଅଭିଯୋଗରେ ଆଇସିସି…

ଜନନାୟକ ଡ. ଆମ୍ବେଡ୍‌କର

ସମ୍ବିଧାନ ନିର୍ମାତା ଓ ଭାରତରତ୍ନ ଡ. ଭୀମ୍‌ରାଓ ରାମ୍‌ଜୀ ଆମ୍ବେଡ୍‌କରଜୀ (ବାବାସାହେବ) ଦଳିତ, ନିଷ୍ପେଷିତ ତଥା ଅସ୍ପୃଶ୍ୟମାନଙ୍କ ପାଇଁ ଆଜୀବନ ସଂଘର୍ଷ କରିଥିଲେ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଡ. ଆମ୍ବେଡ୍‌କର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ ବୋଲି ବହୁତ…

ଓଡ଼ିଆ ସାହିତ୍ୟରେ ବ୍ରଜନାଥ

କବି ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ହେଉଛନ୍ତି ଅଷ୍ଟାଦଶ ଶତକର ମହାନ୍‌ କବି। ପୂର୍ବ ଭାରତୀୟ ସାହିତ୍ୟ ଜଗତର ପ୍ରଥମ ଗଦ୍ୟସ୍ରଷ୍ଟା। ପ୍ରଥମ ଓଡ଼ିଆ ସମର କବି। ପ୍ରଥମ ଓଡ଼ିଆ ହିନ୍ଦୀ କବି। ପ୍ରଥମ ଓଡ଼ିଆ ବହୁଭାଷୀ କବି ତଥା ବହୁମୁଖୀ ପ୍ରତିଭାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri