ସମ୍ପାଦକୀୟ

ଏଆଇ ଓ ଆର୍ଥିକ ସୂଚନା

୧୯୪୪ର ବିବାଦୀୟ ତଥା ପ୍ରଭାବଶାଳୀ ପୁସ୍ତକ ‘ଦାସତ୍ୱର ମାର୍ଗ’ ପାଇଁ ଫ୍ରିଡ୍‌ରିକ ଭନ୍‌ ହାୟକ ବେଶ୍‌ ଜଣାଶୁଣା। କିନ୍ତୁ ଅର୍ଥନୀତିରେ ତାଙ୍କର ସବୁଠୁ ପ୍ରଶଂସନୀୟ କାର୍ଯ୍ୟ ହେଉଛି ଏକ ଛୋଟ ପ୍ରବନ୍ଧ। ତାହାର ନାମ ‘ଦି ୟୁଜ୍‌ ଅଫ୍‌ ନଲେଜ ଇନ୍‌…

ରୋଷଘର ଓ କୋଠଭୋଗ

ମହାପ୍ରସାଦର ଉତ୍ପତ୍ତିସ୍ଥଳ ଶ୍ରୀମନ୍ଦିରର ପବିତ୍ର ରୋଷଘର। ଶ୍ରୀମନ୍ଦିର ପରିସରର ଦକ୍ଷିଣପୂର୍ବ କୋଣରେ, ଭିତରବେଢ଼ା ଏବଂ ବାହାରବେଢ଼ାର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରାୟ ୧୫୦ଫୁଟ ଦୈର୍ଘ୍ୟ ଓ ୧୦୦ଫୁଟ ପ୍ରସ୍ଥ ବିଶିଷ୍ଟ ରୋଷଘର ଅବସ୍ଥିତ। ୧୦ଟି ଧୂଆଁନଳା ଥିବା ଏହି ପାକଶାଳାଟି ମାଙ୍କଡାପଥରରେ ନିର୍ମିତ।…

କୁମ୍ଭୀର ଆକ୍ରମଣ ଭୟ

ବର୍ଷାଦିନ ସହିତ ନଦୀରେ ବଢ଼ି ଆସିଲେ କୁମ୍ଭୀର ଆକ୍ରମଣର ଆଶଙ୍କା ଓ ଭୟ ଥାଏ, ଯାହାକି ଚିନ୍ତାର ବିଷୟ। ଏଥିପାଇଁ ନଦୀକୂଳରେ ବାସ କରୁଥିବା ଅଧିବାସୀ ଏବଂ ବନ୍ୟପ୍ରାଣୀ ସଂସ୍ଥା ଖୁବ୍‌ ସତର୍କତା ଅବଲମ୍ବନ କରିବା ଉଚିତ। ୧୪ ଜୁନ୍‌ ୨୦୨୩ରେ…

ଏଇ ଭାରତରେ

ଶ୍ରେୟାଂଶ ଭଣ୍ଡାରି ଏବଂ ରମେଶ ଧାମି ପୁରୁଣା ଜୋତାକୁ ଅପ୍‌ସାଇକେଲ କରି ସେଗୁଡ଼ିକୁ ପିଲାଙ୍କୁ ଦାନ କରୁଛନ୍ତି। ଏଥିପାଇଁ ଏହି ଦୁଇ ବନ୍ଧୁ ୨୦୧୩ରେ ‘ଗ୍ରୀନ୍‌ ସୋଲ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ପୁରୁଣା ଜୋତା ଅପ୍‌ସାଇକେଲ କରିଥିଲେ। ଶ୍ରେୟାଂଶ ଓ ରମେଶ…

ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇ ନ ପାରିଲେ ଭିନ୍ନକ୍ଷମମାନଙ୍କ ପାଇଁ ଏ କ୍ଷେତ୍ରରେ ସାହାରା ପାଲଟିଛନ୍ତି କେରଳର ଜୋବିନ ଏସ୍‌ କୋଟାରାମ। ଜୋବିନଙ୍କ ବୟସ ୪୧। ଚାଙ୍ଗାନାସେରି ସହରରେ ଜନ୍ମିତ ଜୋବିନ ୨୦୧୦ରେ ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ…

ଅଶାନ୍ତି ବୃଦ୍ଧିପାଉଛି

ଡ. ସନ୍ତୋଷ କୁମାର ମହାପାତ୍ର   ସକାଳୁ ଖବରକାଗଜ ଖୋଲିଲେ, ଜିଡିପି ବୃଦ୍ଧି ବା ଆର୍ଥିକ ଅଭିବୃଦ୍ଧି ସମ୍ପର୍କିତ ଲେଖା ବେଶି ଦେଖିବାକୁ ମିଳେ। କିଏ ଲେଖିଲେଣି ଭାରତ ବିଶ୍ୱରେ ସର୍ବାଧିକ ବେଗରେ ବୃଦ୍ଧି ପାଉଛି ତ ଆଉ କିଏ ଲେଖିଲେଣି…

ବିଜ୍ଞାନ ଓ ଆଧ୍ୟାତ୍ମିକତା

ଅନୀତା ପଟ୍ଟନାୟକ   ସରଳ ତା’ ବାପାମାଆଙ୍କର ଅତ୍ୟନ୍ତ ଆଜ୍ଞାବହ ପୁତ୍ର ଥିଲା। ତା’ର ଶାନ୍ତ ସ୍ବଭାବ ଓ ପ୍ରୀତିକର ଆଚରଣ ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲା। ତା’ ବାପା ଜଣେ ସଚ୍ଚୋଟ ଓ ନ୍ୟାୟପରାୟଣ ବ୍ୟକ୍ତି ଥିଲେ। ଧନୀ ଦରିଦ୍ରଙ୍କୁ…

ସେନାପତିଙ୍କ ପ୍ରତ୍ୟାବର୍ତ୍ତନ

ରାଣା ମିଟ୍ଟର   ନିକଟରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ଓ୍ବାଗ୍‌ନର ଗ୍ରୁପ୍‌ ଦ୍ୱାରା ରୁଷିଆରେ ସୃଷ୍ଟି ହୋଇଥିବା ଏକ ଅଶାନ୍ତ ତଥା ସଙ୍କଟଜନକ ସ୍ଥିତି ବିଶ୍ୱରେ ସବୁଦେଶର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଚାଇନାରେ ଏହା ଯେତିକି ଦୃଷ୍ଟି ଆକର୍ଷଣ କରିଛି ତା’…

ପ୍ରାଣୀ ଆଇନ

ଜୁନ୍‌ ୭ ତାରିଖରେ ଲାଇଭ୍‌ଷ୍ଟକ ଆଣ୍ଡ୍‌ ଲାଇଭ୍‌ଷ୍ଟକ ପ୍ରଡକ୍ଟସ୍‌ (ଇମ୍ପୋର୍ଟେଶନ ଆଣ୍ଡ୍‌ ଏକ୍ସପୋର୍ଟେଶନ) ବିଲ୍‌ ବା ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ (ଆମଦାନୀ ଓ ରପ୍ତାନି) ବିଲ୍‌ର ଚିଠା କେନ୍ଦ୍ର ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା। ମାତ୍ର ୧୦ ଦିନ ଭିତରେ…

ବିକଳ୍ପ ବାଟ ସନ୍ଧାନରେ

ବାତାନୁକୂଳିତ କହିଲେ ସାଧାରଣତଃ ଏୟାର କଣ୍ଡିଶନିଂ ବା ଏସିର ବ୍ୟବହାର ବୋଲି ଆମେ ବୁଝିଥାଉ। ତେବେ ଏହି ଏସିର ବ୍ୟବହାର ଗ୍ରୀଷ୍ମମାସଗୁଡିକରେ ଅଧିକ ଦେଖିବାକୁ ମିଳିଥାଏ। ଅନେକ ବ୍ୟକ୍ତି ଏହାକୁ ବର୍ଷସାରା ବ୍ୟବହାର କରିଥାନ୍ତି। ପ୍ରକୃତି ସହିତ ଜଡିତ ହୋଇ ଋତୁକାଳୀନ…

ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜୁନ ୮, ୨୦୨୨ରେ ଜାରିକରିଥିବା ନୂତନ ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ଏବେ ଅନାଦାୟ ଋଣ ପାଇଁ ଋଣ ଖିଲାପକାରୀଙ୍କ ସହ ଆପୋସ ବୁଝାମଣା ମାଧ୍ୟମରେ ଏକକାଳୀନ ସମାଧାନର ଉପାୟ ସ୍ଥିର କରିପାରିବେ। କିଛି ବ୍ୟାଙ୍କରଙ୍କ କହିବା…

ଏଇ ଭାରତରେ

ମାଞ୍ଜାପାଇ ବ୍ୟାଗ ନାଁ ଶୁଣିଛନ୍ତି କି? ଏମିତି ଏକପ୍ରକାର ସୂତାବ୍ୟାଗ ପରିବେଶ ପ୍ରଦୂଷଣ ରୋକିବାରେ ମୁଖ୍ୟ ଭୂମିକା ନେଉଛି। ଏହି ବ୍ୟାଗ୍‌ର ରଙ୍ଗ ହଳଦିଆ। ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛନ୍ତି। ସୁପ୍ରିୟା ଏବେ ତାମିଲନାଡୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri