ସମ୍ପାଦକୀୟ

ଗାନ୍ଧୀ ଓ ଗଣତନ୍ତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ   ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ ଜଣେ ଧର୍ମପ୍ରାଣ ତଥା ଧର୍ମନିରପେକ୍ଷ ନୀତିନିଷ୍ଠ ସନ୍ଥ। କେବଳ ସନ୍ଥ ନୁହନ୍ତି, ସେ ଥିଲେ ଜଣେ ଅନୁଭୂତିସମ୍ପନ୍ନ ପ୍ରୟୋଗବାଦୀ ରାଜନୀତିଜ୍ଞ ଓ ବିପ୍ଳବୀ ଜନନାୟକ। ପିଲାଟିଦିନରୁ…

ଶତ୍ରୁ କିଏ

ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଦୀର୍ଘ ୫ ମାସ ଧରି ଲାଗି ରହିଥିବା ଜାତିଆଣ ହିଂସା ମଣିପୁରରେ ପୁଣି ଉଗ୍ର ରୂପ ଧାରଣ କରିଛି। ଦୁଇ ଜଣ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନିଆଯାଇ ହତ୍ୟା କରାଯିବା ପରେ ରାଜ୍ୟବ୍ୟାପୀ ପ୍ରତିବାଦ ଚାଲିଛି।…

ଏଇ ଭାରତରେ

ଆଖୁ ଛେଦା ଓ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଜୋତା ଏବେ ମିଳିଲାଣି। ଏମିତି ଜୋତା ତିଆରି କରୁଛନ୍ତି ଗୁଜରାଟର ଦୁଇ ଭାଇ ପାର୍ଥ ଓ କରିସ୍ମା ଦଲାଲ। ଏଭଳି ଜୋତା ଶୀଘ୍ର ମାଟିରେ ମିଶିଯାଉଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପୃଥିବୀରେ…

ସିଡ୍‌ ଲେଡି

ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷିକ୍ଷେତ୍ର ଉପରେ ବିଶେଷଭାବେ ପଡ଼ିଥିବା ଅନ୍ତର୍ଜାତୀୟ ସ୍ତରରେ ଏକ ଆଲୋଚ୍ୟ ବିଷୟ। ଭାରତରେ ମୌସୁମୀର ଅନିୟମିତତା ଯୋଗୁ ମରୁଡ଼ି ଭଳି ସ୍ଥିତି ଉପୁଜୁଛି। ଧାନ ଚାଷ ଲାଗି ପ୍ରଚୁର ପାଣିର ଆବଶ୍ୟକତା ଥିବା ବେଳେ ଏହାର ଅଭାବ…

ଦେଢ଼ ଡିଗ୍ରୀର ସଙ୍କଳ୍ପ

ଡ. ଜୟକୃଷ୍ଣ ପାଣିଗ୍ରାହୀ   ସମୟର ପ୍ରବାହରେ ପୃଥିବୀର ଜଳବାୟୁ କେତେକ ପ୍ରାକୃତିକ ପରିବର୍ତ୍ତନର ସମ୍ମୁଖୀନ ହୋଇ ନୂତନତ୍ୱ ହାସଲକରେ। ସୂର୍ଯ୍ୟାଲୋକର ତୀବ୍ରତା, ଆଗ୍ନେୟଗିରି ଉଦ୍‌ଗିରଣ ଏବଂ ପ୍ରାକୃତିକଭାବେ ଉତ୍ପନ୍ନ ହେଉଥିବା ବିବିଧ ସବୁଜଗୃହ ବାଷ୍ପ ପରି କାରକର ହ୍ରାସବୃଦ୍ଧି ଜଳବାୟୁ…

ତିନୋଟି ସ୍ତରରେ ଭେଦଭାବ

୪ ଶତାବ୍ଦୀ ପୂର୍ବରୁ ରାଷ୍ଟ୍ରଦୂତ ସାର୍‌ ହେନେରୀ ୱାଟନ କୂଟନୀତିଜ୍ଞଙ୍କ ସଂଜ୍ଞା ନିରୂପଣ କରିଥିଲେ। ତାଙ୍କ ମତରେ କୂଟନୀତିଜ୍ଞ ହେଉଛନ୍ତି ଜଣେ ସଚ୍ଚୋଟ ଭଦ୍ରଲୋକ, ଯାହାଙ୍କୁ ନିଜ ଦେଶର ମଙ୍ଗଳ ପାଇଁ ବିଦେଶରେ ମିଛ କହିବା ପାଇଁ ପଠାଯାଇଥାଏ। ଆମ ବୈଦେଶିକ…

କାର୍ଯ୍ୟକାଳ ବୃଦ୍ଧିକୁ ଅସ୍ୱୀକାର

କେରଳ ସରକାରଙ୍କ ସ୍ଵତନ୍ତ୍ର ଅଧିକାରୀ (ବାହ୍ୟ ସହଯୋଗ)ଭାବେ ରାଷ୍ଟ୍ରଦୂତ ଭେନୁ ରାଜାମୋନିଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବରେ ଶେଷ ହୋଇଛି। ସେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦୁଇ ସପ୍ତାହର କାର୍ଯ୍ୟକାଳ ବୃଦ୍ଧିକୁ ପ୍ରତ୍ୟାଖ୍ୟାନ କରିବା ପରେ ଏଭଳି…

ମୋଠୁ ସମସ୍ତେ ଚାଲାଖ

କେମିତି ଜାଣିଲି ଗଛଗୁଡ଼ାକ ବି ଚାଲାଖ (ସ୍ମାର୍ଟ)? ମୁଁ ବୁଢ଼ାରଜା ପାହାଡ଼ର ସ୍ବରୂପ ଦେଖିବା ଲାଗି ପାହାଡ଼ ଉପରକୁ ଚଢ଼ିଲି। ଦେଖିଲି, ଜଣେ ଅତିମାତ୍ରାରେ ମଦ ପିଇଥିବା ଲୋକ ଯାହାର ପିଠିରେ ଓହଳିଥିଲା ବାକ୍‌ ପାକ୍‌, ସେ ପାହାଡ଼ ଉପରକୁ ଚଢ଼ି…

ବଜ୍ରପାତ ସୁରକ୍ଷା ଓ ବିକଳ୍ପ ବ୍ୟବସ୍ଥା

ବର୍ଷା ସମୟରେ ବଜ୍ରପାତ ଏକ ସ୍ବାଭାବିକ ଓ ଆକସ୍ମିକ ପ୍ରକ୍ରିୟା। କିନ୍ତୁ ଏହା କେଉଁ ସ୍ଥାନକୁ ମାରିବ, କେତେବେଳେ ମାରିବ ତାହା ଆକଳନ କରିବା ଅସମ୍ଭବ। ସାଧାରଣତଃ ଉଚ୍ଚ ବିଦ୍ୟୁତ ସୁପରିବାହୀ ବସ୍ତୁ ପ୍ରତି ଏହା ବିଶେଷ ଭାବରେ ଆକର୍ଷିତ ହୋଇଥାଏ।…

ଏଇ ଭାରତରେ

ପିଲା କେବଳ ପଢିଲେ ଆଜିର ସମାଜରେ ସଶକ୍ତ ହେବେ ତାହା ନୁହେଁ, ବରଂ ସେମାନଙ୍କୁ ଅନ୍ୟ ସବୁ ବିଷୟରେ ପାରଙ୍ଗମ କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛନ୍ତି ଉତ୍ତରାଖଣ୍ଡର କମଲେଶ ଅଟଓ୍ବାଲ। ଉତ୍ତରାଖଣ୍ଡରେ ଗ୍ରାମୀଣ ପିଲାମାନଙ୍କୁ ସେ ନିଆରା ପଦ୍ଧତିରେ…

ଏଇ ଭାରତରେ

ଶିକ୍ଷକଙ୍କ ନାମ ଭେରାରାମ ଭାଖର। ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକୁଛନ୍ତି ଗଛବାଲା ମାଷ୍ଟର। ସେ ୪ ଲକ୍ଷ ଗଛ ଲଗାଇ ରାଜସ୍ଥାନର ଶୁଷ୍କ ଅଞ୍ଚଳକୁ ସବୁଜ କରିସାରିଲେଣି। ସେ ଦୀର୍ଘ ୨୪ ବର୍ଷ ମଧ୍ୟରେ ଏହି ସଂଖ୍ୟକ ଗଛ ଲଗାଇ ସାରିଛନ୍ତିି।…

ଭାଗବତର ଭବିଷ୍ୟ ବାର୍ତ୍ତା

ବିମଳ ପ୍ରସନ୍ନ ଦାସ ସମୟର ଆବର୍ତ୍ତନରେ ଯେଉଁ ଚାରି ଯୁଗର ଆଗମନ ଏବଂ ଆଚାର ବର୍ଣ୍ଣିତ ହୋଇଛି, ତା’ ହେଉଛି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି। ପ୍ରଥମ ତିନୋଟି ଯୁଗରେ ସତ୍ୟ, ଧର୍ମ, ପବିତ୍ରତା, ଦୟା, କ୍ଷମା ପ୍ରଭୃତି ସମୁନ୍ନତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?