ଏଇ ଭାରତରେ
ସହରରେ ଖେଳପଡ଼ିଆ ଅଭାବ ସମସ୍ୟା ଦୂର କରିବା ଲାଗି ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ଏନ୍ଏମ୍ଏମ୍ସି)ର ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ମଡେଲ ପାଲଟିଛି। ନଭି ମୁମ୍ବାଇର ସେକ୍ଟର ୧୫ ସ୍ଥିତ ସନ୍ପଦ ଫ୍ଲାଏଓଭର ତଳେ ଥିବା ଅବ୍ୟବହୃତ ଜାଗାକୁ ଖେଳପଡ଼ିଆ...
ନୂଆ ଗର୍ଭପାତ ଆଇନ
ଡା.ଶୁଭଶ୍ରୀ ମିଶ୍ର ଗର୍ଭ ନଷ୍ଟ କରିବାର ସମୟ ସୀମାକୁ ଚାରି ସପ୍ତାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗର୍ଭପାତ ସଂଶୋଧନ ବିଲ୍-୨୦୨୩ ଉପରେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ। ଏହାଫଳରେ...
କିଏ କାହାଠାରୁ ବଡ଼
ଆଦିତ୍ୟ ନାରାୟଣ ପତି ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ବଞ୍ଚିବା ପାଇଁ ହେଲେ ମଣିଷକୁ ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ପଡ଼ିବ। କିନ୍ତୁ ମନୁଷ୍ୟ ସବୁବେଳେ ନିଜ ଭିତରେ ଥିବା ଅହଂ ଭାବକୁ ଜାହିର କରିବା ପାଇଁ...
ଶ୍ରୀରାମଙ୍କ ଅପେକ୍ଷାରେ
ଦେବଦତ୍ତ ପଟ୍ଟନାୟକ ଜମ୍ମୁରେ ଅଛି ମା’ ବୈଷ୍ଣୋଦେବୀଙ୍କ ପୀଠ। ମା’ଙ୍କ ନିକଟରେ ଥିବା ତିନୋଟି ଶିଳା ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ ଭାବେ ଦେବୀଙ୍କ ତିନି ସ୍ବରୂପକୁ ପ୍ରତିପାଦିତ କରେ। ପୀଠରେ ଭକ୍ତମାନଙ୍କ ‘ଜୟ ମାତା ଦି’ ଧ୍ୱନିରେ...
ଏଇ ଭାରତରେ
ଭାରତର ରାସ୍ତାକଡ଼ରେ ରହୁଥିବା ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରୁଥିବା ଅନେକଙ୍କ ମଧ୍ୟରେ ଗୋରଖପୁରର ରନେତ୍ଶ ତିଓ୍ବାରୀ ଅନ୍ୟତମ। ସେ ଏକ କମ୍ପାନୀ ଚଳାଇବା ସହ ରାସ୍ତାକଡ଼ରେ ରହୁଥିବା ଗରିବ ପିଲାଙ୍କ ଶିକ୍ଷା ପାଇଁ କାମ କରୁଛନ୍ତି ଓ ଏଯାବତ...
ବଜେଟ: ମୁଣ୍ଡ ପିଛା ୬୦ ହଜାର ଟଙ୍କା
ଦାଦନ ଶ୍ରମିକ ଓ ଚାଷୀ ଆତ୍ମହତ୍ୟା ସମସ୍ୟାର ଅନ୍ତ ହେଲେ ହିଁ ଏକ ନୂଆଯୁଗ ଆସିପାରିବ- ଏ ଚିନ୍ତା ବିଜେଡି କରିବାର ବେଳ ଆସିଛି। ୨୦୨୩-୨୪ର ବଜେଟ ଏ ସୁଯୋଗ ଆଣିଦେଇଛି। ୪ କୋଟି ୨୦ ଲକ୍ଷ ଲୋକଙ୍କ ପାଇଁ...
ସାଶା
ଭାରତରେ ଥିବା ବିଭିନ୍ନ ବିଲୁପ୍ତପ୍ରାୟ ଅଧିକାଂଶ ଜୀବଜନ୍ତୁ ବିପଜ୍ଜନକ ପରିସ୍ଥିତିରେ ଅଛନ୍ତି। କୁହାଯାଉଛି, ଜନସଂଖ୍ୟା ବୃଦ୍ଧି ଯୋଗୁ ମଣିଷ ତାଙ୍କର ଚରାଭୂଇଁରେ ପ୍ରବେଶ କରୁଥିବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିହେଉଛି। ଏଭଳି ମତ କେତେକାଂଶରେ ସତ ହୋଇଥିଲେ ମଧ୍ୟ...
ପକ୍ଷୀ ଓ ପରିବେଶ
ଡ. ପ୍ରଫୁଲ୍ଲ କୁମାର ସାହୁ ଆଗେ ପ୍ରାୟତଃ ସବୁ ଗଁା ମୁଣ୍ଡରେ ଥିଲା ବଡ଼ ବଡ଼ ଝଙ୍କାଳିଆ ବରଗଛ। କେଉଁ ସ୍ମରଣାତୀତ କାଳରୁ ରହିଆସିଥିବା ଏହି ବୃକ୍ଷର ଶାଖା ପ୍ରଶାଖାର ବିସ୍ତୃତି ତଥା ଚେର ଓ ଓହଳମାନଙ୍କ ପରସ୍ପର ସହଯୋଗ...
ଆଣବିକ ଭୟ ବଢ଼ୁଛି
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ଯେ, ବେଲାରୁୁଷ୍ରେ କୌଶଳଗତ ଆଣବିକ ଅସ୍ତ୍ରଶସ୍ତ୍ର ମୁତୟନ କରାଯିବ। ପୁଟିନ୍ଙ୍କର ଏଭଳି ଯୋଜନା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅଧିକ ଉତ୍ତେଜନା ସୃଷ୍ଟି କରିବା ସହ ଏହା ୟୁକ୍ରେନ୍କୁ ସାମରିକ ସହଯୋଗ କରୁଥିବା ନାଟୋକୁ...
ପାଣି ପଞ୍ଚାୟତ
ଗଙ୍ଗାଧର ସାମଲ ଆମ ରାଜ୍ୟର ପ୍ରାୟ ସତୁରି ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ଏଠାରେ ଅଣଜଳସେଚିତ ଜମି ଅଧିକ ଥିବାରୁ ବନ୍ୟା, ମରୁଡ଼ିର ଚାଷୀ ଶିକାର ହୋଇ ଋଣ ଶୁଝି ନ ପାରି ସର୍ବସ୍ବାନ୍ତ ହୁଅନ୍ତି।...
ଏଇ ଭାରତରେ
ପରିବେଶକୁ କାର୍ବନମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ବି ମହାରାଷ୍ଟ୍ରର ଏକ ଏନ୍ଜିଓର ସଫଳତା ଉଦାହରଣ ସୃଷ୍ଟି କରିଛି। ଆୟୁର୍ବେଦିକ୍ ଡାକ୍ତର ଦମ୍ପତି ପ୍ରସାଦ ଓ ହର୍ଷଦା ଦେଓଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭଗୀରଥ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ...
ଏଇ ଭାରତରେ
ଲେବର ବ୍ୟାଙ୍କ ବା ଶ୍ରମିକ ବ୍ୟାଙ୍କ ନାଁ କେବେ ଶୁଣିଛନ୍ତି। ଏମିତି ଏକ ବ୍ୟାଙ୍କ ଚାଲିଛି କର୍ନାଟକରେ। ଅନ୍ୟମାନଙ୍କୁ କାମ ଯୋଗାଇ ଅଭାବ ଦୂର କରିବା ଲାଗି ଏହି ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ଶାମଶୁଦ୍ଧିନ ବଲିଗର। ସେ ରାଣେବେନୁର ସହର...
Archives


