ଏଇ ଭାରତରେ
ଜୀବନରେ ବହୁ ଝଡ଼ଝଞ୍ଜା ସହି ଅସହାୟଙ୍କ ସାହାରା ପାଲଟିଛନ୍ତି ରାଜସ୍ଥାନର ସୁମନ ମଣ୍ଡଳ ମେହରା। ସେ ଏବେ ସୁଦ୍ଧା ୧୦୦୦ରୁ ଅଧିକ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା କରି ସୁସ୍ଥ କରିବା ସହ ସେମାନଙ୍କ ଆତ୍ମୀୟଙ୍କ ନିକଟରେ ପହଞ୍ଚାଇସାରିଲେଣି। କେବଳ ଏତିକି…
ବିକାଶ ନିମ୍ନମୁଖୀ
ଡ. ସନ୍ତୋଷ କୁମାର ମହାପାତ୍ର ବର୍ତ୍ତମାନ ଶାସକ ଦଳ ସର୍ବଦା ନୂଆ ନୂଆ ସ୍ଲୋଗାନ୍ ଦେଉଛନ୍ତି। ପ୍ରଗତି, ବିକାଶ ହୋଇଛି ବୋଲି ବାରମ୍ବାର କହୁଛନ୍ତି। ଯିଏ କ୍ଷମତାରେ ଥା’ନ୍ତି, ସେମାନେ ନିଜ ସପକ୍ଷରେ କହିବା କିଛି ନୂଆକଥା ନୁହେଁ। କିନ୍ତୁ…
ଏମାନେ ମହାନ୍
ତପସ୍ୱିନୀ ପଟ୍ଟନାୟକ ପ୍ରଛାତ୍ର ମଧ୍ୟରେ ଥିବା ପ୍ରତିଭା ଆଉ ସାମର୍ଥ୍ୟ ଚିହ୍ନଟ କରିବାରେ ମଧ୍ୟ ଶିକ୍ଷକଙ୍କ ଭୂମିକା ଖୁବ୍ ଅଧିକ। ଶିକ୍ଷାର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଯେତେବେଳେ କ୍ୟାରିଅର ଗଢ଼େ ସେତେବେଳେ ଶିକ୍ଷକ ତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତି।…
ପୁରାଣରେ ଧାନଦେବୀ
ଧାନ ସହ ମଣିଷର ସମ୍ପର୍କ କାହିଁ କେଉଁ ଅନାଦି କାଳର। ଧାନଚାଷ କରି ସେଥିରୁ ଚାଉଳ ପ୍ରସ୍ତୁତ କରିବା ଧାରା ମଧ୍ୟ ବହୁ ପୁରାତନ। ଧାନକୁ ନେଇ ଅତି ପ୍ରାଚୀନ ଲୋକକଥା ବା ଏ ସମ୍ପର୍କିତ ପୌରାଣିକ କାହାଣୀମାନ ରହିଛି। ଓଡ଼ିଶାରେ…
ଏଇ ଭାରତରେ
ତାମିଲନାଡୁ ଥେନି ଅଞ୍ଚଳର ପି.ବିନ୍ଦୁ ଜୈବିକ କୃଷିର ଆୟରେ ନିଜ ପରିବାର ଚଳାଇ ଅନ୍ୟ ମହିଳାମାନଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ବିନ୍ଦୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ସେ ୧୦ମ ଶ୍ରେଣୀ ଯାଏ ପଢିଛନ୍ତି। କିନ୍ତୁ ତାଙ୍କର…
ସ୍କ୍ରବ୍ ଟାଇଫସ୍ ସତର୍କତା
ଡା. ପ୍ରଫୁଲ୍ଲ କୁମାର ଦାସ ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପୁଥିବା ବେଳେ ଆଉ ଏକ ରୋଗ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି। ଏହା ଚିଗର୍ସ ନାମକ ଏକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା…
ଅନ୍ତରୀକ୍ଷରେ ସଭ୍ୟତା
ଡ. ନରେନ୍ଦ୍ର ସେଠୀ ବିଶ୍ୱର ସବୁଠୁ ଶକ୍ତିଶାଳୀ ଜେମ୍ସୱେବ୍ ଟେଲିସ୍କୋପ୍ ୨୦୨୧ରେ କାର୍ଯ୍ୟକ୍ଷମ ହେଲା ପରେ ବୈଜ୍ଞାନିକମାନେ ପ୍ରଥମକରି ସୌରମଣ୍ଡଳ ବାହାରେ ପୃଥିବୀ ପରି ଗ୍ରହର ଚାରିପଟେ ଘନୀଭୂତ ଗ୍ୟାସ୍ ଥିବାର ଦେଖିବାକୁ ପାଇଲେ। ଭବିଷ୍ୟତରେ ଯଦି କୌଣସି ମହାକାଶ ଯାନ…
ଅନେକ ଶତାବ୍ଦୀର ପଙ୍କ
ଜନଗଣନା ଦ୍ୱାରା ଭାରତର ଜନଗଣଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଏ । ପୂର୍ବରୁ ଏହି ଜନଗଣନା ପ୍ରତ୍ୟେକ ୧୦ ବର୍ଷରେ ଥରେ ବ୍ରିିଟିଶ୍ ଶାସନ ସମୟରୁ ହୋଇଆସୁଛି। ଏହା ୧୮୭୨ରୁ ଆରମ୍ଭ ହୋଇ ୨୦୧୧ରେ ଶେଷ…
ଈଶ୍ୱରାନୁଭୂତିର ବୈଜ୍ଞାନିକ ମତ
ଉମାଶଙ୍କର ପ୍ରସାଦ ମଣିଷ ମାତ୍ରକେ ଈଶ୍ୱର ବିଶ୍ୱାସୀ। କାରଣ ଈଶ୍ୱର ହେଉଛନ୍ତି ମହାନ୍। ମଣିଷଠାରେ ଭଗବତ୍ ବିଶ୍ୱାସ ଉଦ୍ରେକ ହେବାର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନେ ଗବେଷଣାରତ। ସେମାନଙ୍କ ମତରେ ମଣିଷର ମସ୍ତକରେ ରହିଛି ଏକ ‘ଭଗବତ କ୍ଷେତ୍ର’। ୧୯୯୦…
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର
ଡ. ପବିତ୍ର ସୁବୁଦ୍ଧି ଥରେ ଭକ୍ତ ସୁଦାମା ସଖା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ”ମାଧବ! ବନ୍ଧୁତା କାହାକୁ କୁହାଯାଏ?“ ଶ୍ରୀକୃଷ୍ଣ କହିଲେ, ”ଯେଉଁଠି ସ୍ବାର୍ଥ ଥାଏ, ସେଠି ସମ୍ପର୍କ ନ ଥାଏ ଆଉ ଯେଉଁଠି ସମ୍ପର୍କ ଥାଏ, ସେଠି ସ୍ବାର୍ଥ ନ ଥାଏ।…
୯୩: ଭୋଟ ଦେଇନାହାନ୍ତି
ସାରା ବିଶ୍ୱରେ ଭାରତୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥାର ସ୍ବତନ୍ତ୍ର ପରିଚୟ ଅଛି। ଦେଶରେ ମଜଭୁତ ଗଣତନ୍ତ୍ର ପାଇଁ ନିର୍ବାଚନ ଏକ ପ୍ରମୁଖ ଭୂମିକା ନେବା କଥା। ଭାରତ ସ୍ବାଧୀନ ହେବା ପରେ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃୟାରୀ ୧୯୫୨…
ଏଇ ଭାରତରେ
ଶିକ୍ଷା ବ୍ୟବସ୍ଥାରେ ଯେତେ ଯୋଜନା କଲେ ମଧ୍ୟ ଡ୍ରପ୍ଆଉଟ୍ (ଅଧାରୁ ପାଠ ଛାଡ଼ିଦେବା) ସମସ୍ୟା ଦୂର ହୋଇପାରୁ ନାହିଁ। ପିଲାମାନେ ଅଧାରୁ ପାଠ ଛାଡ଼ିବା ଏବେ ଚିନ୍ତାର କାରଣ ହେଉଛି। ତେବେ ତେଲଙ୍ଗାନା ମଞ୍ଜରିଲର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ…
Archives


