ଏଇ ଭାରତରେ
ଏବେ ପିତୃପକ୍ଷ ଚାଲିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରିଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ପିଣ୍ଡଦାନର କାରଣ ପଛରେ ରହିଛି ଏକ ମହାନ୍ ଉଦ୍ଦେଶ୍ୟ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କି ଗୟାରେ ତାଙ୍କ ମାତାପିତାଙ୍କ…
ବିଲୁପ୍ତମୁଖୀ ବଜ୍ରକାପ୍ତା
ବିମଳ ପ୍ରସନ୍ନ ଦାସ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ସାରା ଦେଶରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମର ପ୍ରତିବଦ୍ଧତା ଏକାନ୍ତ ଅପରିହାର୍ଯ୍ୟ। ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସ…
ଅସୁସ୍ଥ ରାଜନୀତି
ମାୟାଧର ନାୟକ ଗୌତମ ବୁଦ୍ଧଙ୍କଠାରୁ ମହାମତ୍ା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ହିଂସାହୀନ ବିଶ୍ୱ ଚାହଁୁଥିଲେ। ବୌଦ୍ଧଧର୍ମ ଏକ ଜୀବନ୍ତ ଧର୍ମ ଭାବେ ପୃଥିବୀରେ ପରିବ୍ୟାପ୍ତ ହୋଇ ରହିଛି। ଏହି ମହାନ୍ ବିଚାର ଭାରତରୁ ଉଦ୍ଭବ ହୋଇ ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଥିଲା।…
ସ୍ଲୋଗାନରୁ କ’ଣ ମିଳିବ
ବିଶ୍ୱର ସର୍ବବୃହତ୍ ଅର୍ଥ ବ୍ୟବସ୍ଥା ଆମେରିକାର ମୋଟ ଘରୋଇ ଉପତ୍ାଦ (ଜିଡିପି)୨୬ ବିଲିୟନ ଡଲାର। ଆମେରିକା ପଛକୁ ଦ୍ୱିତୀୟରେ ଅଛି ଚାଇନା(୧୯ ବିଲିୟନ ଡଲାର)। ତୃତୀୟରେ ଜାପାନ(୪.୪ ବିଲିୟନ ଡଲାର), ଚତୁର୍ଥରେ ଜର୍ମାନୀ(୪.୩ ବିଲିୟନ ଡଲାର) ଏବଂ ପଞ୍ଚମରେ ଭାରତ(୩.୭ ବିଲିୟନ…
ଏଇ ଭାରତରେ
ଧାନ ଲାଇବ୍ରେରି କଥା କେବେ ଶୁଣିଛନ୍ତି? ହଁ, ଏମିତିକା ଲାଇବ୍ରେରି କରିଛନ୍ତି ଆସାମର ୪୧ ବର୍ଷୀୟ କୃଷକ ମୋହନ ଚନ୍ଦ୍ର ବୋର୍ହା। ସେ ଏହାର ନାମ ରଖିଛନ୍ତି ଅନ୍ନପୂର୍ଣ୍ଣା ଧାନ ଲାଇବ୍ରେରି। ପିତାଙ୍କ ଦେହାନ୍ତ ପରେ ଧାନ ବିହନ ସଂରକ୍ଷଣ ଲାଗି…
ଜୀବନ ଓ ଶାକାହାର
ଡା. ଉମେଶ ଚନ୍ଦ୍ର ପାତ୍ର ନୀରୋଗ ଶରୀର ମାଧ୍ୟମରେ ସୁଖଶାନ୍ତିଭରା ଜୀବନଯାପନ ପାଇଁ ଖାଦ୍ୟର ଉପାଦେୟତା ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ମାର୍ଗଦର୍ଶନର ତଥ୍ୟ ରହିଛି। ମନୁଷ୍ୟ ଜୀବନ କ୍ଷଣସ୍ଥାୟୀ। କେତେବେଳେ କାହାର ଜୀବନ ପ୍ରଦୀପ ନିର୍ବାପିତ ହୋଇଯିବ ତାହା କହିହେବ…
ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଛିଦିନ ତଳେ ଆମେ ପ୍ରଫେସର ଏମ୍. ଏସ୍. ସ୍ବାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର…
ପିଏମ୍ଓରେ ଖାରେ
ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ଅମିତ୍ ଖାରେଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀଙ୍କ ପାଳି ଶେଷ ହେବାକୁ ଥିବା ମେ ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।…
ଯକୃତ୍ର କଥା ଓ ଓଡ଼ିଶାରେ ଗବେଷଣା
ଜୀବଜଗତରେ କେବଳ ମେରୁଦଣ୍ଡୀ ପ୍ରାଣୀଙ୍କର ଯକୃତ୍ ଥାଏ। ଏହା ଶରୀର ମଧ୍ୟକୁ ପ୍ରବେଶ କରୁଥିବା ବିଭିନ୍ନ ଉପାଦାନ ଯଥା ପ୍ରୋଟିନ୍, ବାୟୋକେମ୍, ଷ୍ଟେରଏଡ୍, ତେଲ, ଚର୍ବି, ଔଷଧ, ହରମୋନ ପ୍ରଭୃତିକୁ ବିଷମୁକ୍ତ କରି ଉପଯୋଗୀ କରେ। ଏହା ଊର୍ଜା ଉପତ୍ାଦନ, ଶାରୀରିକ…
ସବୁଜ ଅଭିବୃଦ୍ଧି ମାନସିକତା
ଜଳବାୟୁ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବା ଅନେକଙ୍କ ପାଇଁ ପୁଞ୍ଜିବାଦ ଏକ ସୁବିଧାଜନକ ଲକ୍ଷ୍ୟ ହୋଇଥିବା ବୁଝାପଡ଼ୁଛି। ଅର୍ଥନୈତିକ ବିସ୍ତାରକୁ ଏକ ସର୍ବୋତ୍କୃଷ୍ଟ ପୁଞ୍ଜିବାଦୀ ଅତ୍ୟାବଶ୍ୟକତା ଭାବେ ଦେଖାଯାଉଛି। କିନ୍ତୁ ଏକ ସୀମିତ ଗ୍ରହରେ ଅସୀମ ପଦାର୍ଥ ବୃଦ୍ଧି…
କ୍ଷୁଦ୍ରତମ କଣିକା ପାଇଁ ନୋବେଲ
ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ମୌଙ୍ଗି ଜି. ବାଓ୍ବେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସେଇ ଆଇ. ଏକିମୋଭ୍ଙ୍କୁ କ୍ଷୁଦ୍ରତମ କଣିକା, କ୍ୱାଣ୍ଟମ୍ ଡଟ୍ସ ଆବିଷ୍କାର ଏବଂ ବିକାଶ ପାଇଁ ଏହି…
ଏଇ ଭାରତରେ
ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନଙ୍କ ଜୀବନ କେତେ ଯନ୍ତ୍ରଣାଦାୟକ ତାହା ସେମାନେ ହିଁ ଅଙ୍ଗେ ନିଭାଇଥାଆନ୍ତି। ଏଭଳି ପୀଡ଼ିତାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ଉତ୍ତରପ୍ରଦେଶର ଆଉ ଜଣେ ପୀଡ଼ିତା ଦେବାଂଶୀ ଯାଦବ। ୯ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ଙ୍କ…
Archives


