ଏଇ ଭାରତରେ
ରାସ୍ତାକଡ଼ରେ ବହୁ ଅସହାୟ ଶିଶୁ ବୁଲୁଥିବା ଦେଖାଯାଏ। ସେମାନଙ୍କ ପରିବାର ବି ରାସ୍ତାକଡ଼ରେ ରହି ସେମାନଙ୍କୁ ଭିକ୍ଷା ପାଇଁ ପ୍ରେରିତ କରିଥାନ୍ତି। ଏହା ବ୍ୟତୀତ ରାସ୍ତାକଡ଼ ଢାବା କିମ୍ବା ବିଭିନ୍ନ ପ୍ଲାଷ୍ଟିକ୍ ସଂଗ୍ରହ କେନ୍ଦ୍ରରେ ଏମାନେ ପରିବାର ସଦସ୍ୟଙ୍କ ସହ କାମ…
ଭାରତରେ ମହାକାଶ ପ୍ରଯୁକ୍ତି
ସୌରଜିତ ପ୍ରଧାନୀ ଭାରତ ମହାକାଶ ଦୌଡ଼ ଏକ ନୂତନ ଯୁଗରେ ପ୍ରବେଶ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଦେଶ ଅଧିକ ସଫଳତା ହାସଲ କରିଛି, ଯେଉଁଥିରେ ରହିଛି ମଙ୍ଗଳୟାନ-୧ର ସଫଳ ଅଭିଯାନଠାରୁ ଆରମ୍ଭ କରି ଚନ୍ଦ୍ରର ଅନ୍ଧାର ପାର୍ଶ୍ୱକୁ ଖୋଜିବା…
ମତଦାନ ଓ ଗଣତନ୍ତ୍ର
ଲଲିତ ମୋହନ ମିଶ୍ର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ସଫଳତା ମୂଳଦୁଆ ହେଲା ସୁଚିନ୍ତିତ ତଥା ଅବାଧ ଓ ମୁକ୍ତ ମତଦାନ। ଛୋଟ ଛୋଟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ଲୋକମାନେ ନିର୍ବାଚନରେ ମତଦାନ ବେଳେ ରାଜନୈତିକ ଦଳମାନଙ୍କର ଆଦର୍ଶ ଓ ନୀତି ତଥା ପ୍ରାର୍ଥୀମାନଙ୍କର ଆଭିମୁଖ୍ୟ…
ଯୁଦ୍ଧରୁ ଲାଭ
୭ ଅକ୍ଟୋବରରେ ଇସ୍ରାଏଲର ଏକ ସଙ୍ଗୀତ ଉତ୍ସବ ଉପରେ ଇସ୍ଲାମିକ ଉଗ୍ରବାଦୀ ହମାସ୍ କ୍ରୂରତାପୂର୍ଣ୍ଣ ଆକ୍ରମଣ କରିଥିଲା। ଏଥିରେ ୨୬୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିବା ସହ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଯାଇ ହମାସ୍ର ଆଡ୍ଡା…
ଏଇ ଭାରତରେ
ଘରର ଅଦରକାରୀ ଜିନିଷ ଫିଙ୍ଗି ନ ଦେଇ ତାହାର ସଦୁପଯୋଗ ଉପାୟ ଆପଣାଇ ପାରନ୍ତି। ଏହି ଉପାୟର ମାର୍ଗଦର୍ଶକ ହେଉଛନ୍ତି ଅଞ୍ଜଳି ପଭନ। ସେ ବର୍ଜ୍ୟର ପୁନଃ ଉପଯୋଗ କରି ଏକ ସୁନ୍ଦର ବଗିଚା କରିଛନ୍ତି। ତାଙ୍କ ମା’ଙ୍କ ବାନ୍ଧବୀଙ୍କ ଘରକୁ…
ପ୍ରଳୟ କାଳର ନାଉରିଆ
ସତ୍ୟବ୍ରତ ପାଣିଗ୍ରାହୀ କୈବର୍ତ୍ତ ବା କେଉଟଙ୍କ ମୁଖ୍ୟ କାମ ମାଛ ଧରିବା ଏବଂ ନାଉରିଆ ସାଜି ନୌକାରେ ଲୋକଙ୍କୁ ନଦୀ ସାଗର ପାର କରାଇବା। କୈବର୍ତ୍ତ ଜାତିର କିମ୍ବଦନ୍ତୀକୁ ନେଇ ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦ ଦାସ ରଚନା କରିଥିବା…
ଭାରତରେ କ୍ଷୁଧାର ସ୍ଥିତି
ଭାଲଚନ୍ଦ୍ର ଷଡ଼ଙ୍ଗୀ ସଦ୍ୟ ପ୍ରକାଶିତ ଚଳିତବର୍ଷର ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଭାରତ ପୁଣିଥରେ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡ଼ିଛି। କ୍ଷୁଧା ଓ ଅନାହାର ପରିସ୍ଥିତି ଥିବା ବିଶ୍ୱର ୧୨୫ଟି ଦେଶକୁ ନେଇ ଆୟର୍ଲାଣ୍ଡ୍ର ସଂସ୍ଥା କନ୍ସର୍ଣ୍ଣ ୱାଲର୍ଡ ୱାଇଡ୍ ଓ…
ଅଗ୍ନିବୀରଙ୍କ ଦୁଃଖ
ଦେଶରେ କ୍ରମାଗତ ବେକାରି ସମସ୍ୟା ବଢ଼ିବାରୁ କେନ୍ଦ୍ର ସରକାରଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ସେଥିପାଇଁ ସରକାର ସମାଲୋଚନାର ରାଜନୈତିକ ସମାଧାନ ଭାବେ ୨୦୨୨ ଜୁନ୍ରେ ‘ଅଗ୍ନିପଥ’ ନାମକ ଏକ ସ୍କିମ୍ ଆଣିଲେ। ସେନାରେ ସାମୟିକ ଭାବେ ଯେଉଁମାନେ ନିଯୁକ୍ତି ପାଇବେ ବୋଲି…
ଏଇ ଭାରତରେ
ଗୁଜରାଟର ଟ୍ରାନ୍ସ ଓମେନ ରାଜଭି ଜାନ୍। ସେ ଏବେ ଜଣେ ସଫଳ ଉଦ୍ୟୋଗପତି। ରାଜଭି ସୁରଟରେ ଦୁଇଟି ଦୋକାନ ଖୋଲି ୨୦ ଜଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ପ୍ରାରମ୍ଭିକ ଜୀବନରେ ରାଜଭି ଟ୍ରାନ୍ସ ଓମେନ ଜଣାପଡ଼ିଲାପରେ ତାଙ୍କ ପିତା ତାଙ୍କୁ ଘରେ…
ସ୍ୱାଧୀନତାର ନିର୍ଭୀକ ସ୍ଵର
‘ଗଣତନ୍ତ୍ର, ସମାନତା ଓ ନାରୀ ସ୍ୱାଧୀନତା ନ ମିଳିବା ଯାଏ ଇରାନର ଦମନମୂଳକ ଧର୍ମୀୟ ସରକାରଙ୍କ ନିର୍ମମ ପକ୍ଷପାତ, ଜୁଲମ ଓ ଲିଙ୍ଗଗତ ଅତ୍ୟାଚାର ବିରୋଧରେ ସଂଗ୍ରାମ ଜାରି ରହିବ’। ତେହେରାନ୍ର ଏଭିନ୍ ଜେଲରେ କାଳାତିପାତ କରୁଥିବା ନାରୀ ଅଧିକାର ପ୍ରବକ୍ତା…
ବିଚରା ମୁଖ୍ୟବକ୍ତା
ଅଧ୍ୟାପକ ନିରଞ୍ଜନ ପାଢ଼ୀ ପୂର୍ବରୁ ବିନା ବ୍ୟୟରେ ଉପଲବ୍ଧ ବିଦ୍ୟା ଅର୍ଥର ନାଗଫାଶରେ ବନ୍ଦୀ ହୋଇସାରିଲା ପରେ ଏବେ ଅନ୍ୟ ଯେଉଁ ଚିତ୍ରଟି ମାଗଣାରେ ମିଳିପାରୁଛି, ତାହା ହେଉଛି ବକ୍ତୃତା ବା ଭାଷଣ। ଅନ୍ୟର ଚିନ୍ତା ଓ ଚେତନାରେ କିଛି…
ସିଏଜିର ଅଧୋଗତି
ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ୨୦୧୯-୨୦ କାର୍ଯ୍ୟଦକ୍ଷତା ବା ପ୍ରଦର୍ଶନ ରିପୋର୍ଟରେ କହିଛନ୍ତି , ସିଏଜି ହେଉଛି ଭାରତର ସର୍ବୋଚ୍ଚ ଅଡିଟ୍ ସଂସ୍ଥା ଏବଂ ଏହା ଅଡିଟ୍ କରାଯାଉଥିବା ସଂସ୍ଥାଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ ବୋଲି…
Archives


