ମହୁଲ ପୋଚ ସହ ରନ୍ଧା ମଦ ନଷ୍ଟ କଲା ଅବକାରୀ ବିଭାଗ
ଜୁନାଗଡ,୨୪।୪(ଡି.ଏନ୍.ଏ.)-କଳାହାଣ୍ଡି ଜୁନାଗଡ ବ୍ଲକ ହରଡଗୁଡା ଗ୍ରାମ ନିକଟ ନଦୀକୂଳରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଥିଲା। ସେଠାରେ ଖାନ୍ତଲାସୀ ପରେ ୪.୧୦ କୁଇଣ୍ଟାଲ ମହୁଲ ପୋଚ, ୩୦ଲିଟର ଦେଶୀ ହାତରନ୍ଧା…
ଦାଦନ ଦୁଃଖ: ମା’ଙ୍କ ଶେଷ ଦର୍ଶନ କରିପାରିଲେନି ଝିଅ
ବରଗଡ଼ ଅଫିସ୍,୨୪।୪: ଲକ୍ ଡାଉନ କଟକଣା ଲାଗୁ ହେବା ପରେ ଦାଦନ ଦୁଃଖ ବଢ଼ି ଯାଇଛି। ଜିଲା ତଥା ରାଜ୍ୟ ବାହାର ଶ୍ରମିକଙ୍କୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ ଦୋ ଛକିରେ ପଡ଼ିଯାଇଛନ୍ତି। ସେମାନେ ନିଜ ଘରକୁ ଫେରିପାରୁ ନ ଥିବାବେଳେ…
ଅସୁରକ୍ଷିତ ଶ୍ରମିକଙ୍କୁ ସହାୟତା
ବରଗଡ଼ ଅଫିସ୍,୨୪।୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କୁତ୍ରାମାଲ ଏବଂ ବରପାଲି ଗ୍ରାମର ୧୨ଜଣ ଦାଦନ ଶ୍ରମିକ ଇଟା ଗଢ଼ିବାକୁ ଯାଇ ପୁରୀ ଜିଲା ଗୋପ ବ୍ଲକର ଅଚ୍ୟୁତପୁର ଗ୍ରାମରେ ଅସୁରକ୍ଷିତ ଜାଗାରେ ରହୁୁଥିଲେ । ଲକ୍ ଡାଉନ୍ ଯୋଗୁ…
ଚାନ୍ଦିଲି ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ
ବଲାଙ୍ଗୀର ଅଫିସ, ୨୪ା୪: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ପରେ ମାଓବାଦୀ ଦଳ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ…
ଆଳୁ ଗୋଦାମ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍, ମାସ୍କ ବଣ୍ଟନ
ବଲାଙ୍ଗୀର ଅଫିସ, ୨୪ା୪- ବଲାଙ୍ଗୀର ସହରର ଆଳୁ ଗୋମାମଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ସଚେତନତା ସହ ସ୍ବଚ୍ଛତା କିଟ୍ ଓ ମାସ୍କ ବଣ୍ଟନ କରାଯାଇଛି । ମାହେଶ୍ୱରୀ ସଙ୍ଗଠନ ଏବଂ ଭାଗ୍ୟଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସଦସ୍ୟମାନେ ସ୍ବଚ୍ଛତା କିଟ୍…
ଶିଶୁ ମୁକ୍ତାଶ୍ରୟ ପରିଦର୍ଶନ କଲେ ଏଡ଼ିଜେ
କେନ୍ଦୁଝର, ୨୪ା୪(ସ୍ବ.ପ୍ର.)-କେନ୍ଦୁଝର ବଣିଆପାଟ ଶିଶୁ ଅନୁଷ୍ଠାନ ମୁକ୍ତାଶ୍ରୟ କେନ୍ଦ୍ରକୁ ଅତିରକ୍ତ ଜିଲା ଦୌରାଜଜ୍(ଏଡିଜେ) ଲୋକନାଥ ସାହୁ ବୁଧବାର ପରିଦର୍ଶନ କରି ସେଠାରେ ରହୁଥିବା ପିଲାମାନଙ୍କର ସମ୍ପର୍କରେ ଯାଞ୍ଚ କରିଛନ୍ତି। ଲକଡାଉନ ସମୟରେ ଅନୁଷ୍ଠାନ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ବେଳେ ସେ…
ରେଭେନ୍ଶା ୱେବ୍ସାଇଟରୁ ମିଳୁଛି ପାଠ୍ୟପୁସ୍ତକ
କଟକ ଅଫିସ,୨୪ା୪: କରୋନା ମହାମାରୀ ପାଇଁ ଜୁନ ୧୭ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଭେନ୍ଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ଅନ୍ଲାଇନରେ ହେଉଥିବା କ୍ଲାସର ପାଠପୁସ୍ତକ…
ତେଇଶିପୁର, ସୁଆବରାଇରେ ଖୋଲିବ ମୁଗ ଓ ବିରି ମଣ୍ଡି
ପିପିଲି, ୨୪ା୪(ସ୍ବ.ପ୍ର/ଡି.ଏନ.ଏ): ବର୍ତ୍ତମାନ ମୁଗ, ବିରି ଆଦି ରବି ଫସଲ ବିକ୍ରି ପାଇଁ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ିିବନି। ସେମାନେ ଅମଳ କରିଥିବା ଫସଲକୁ ସରକାର ଉଚିତ ମୂଲ୍ୟରେ କିଣିନେବେ। ଚାଷୀ ଆଉ କ୍ଷତିରେ ପଡ଼ିବେ ନାହିଁ ବୋଲି ଶୁକ୍ରବାର ପିପିଲି…
ବଜ୍ରପାତରେ ଗଲା ୬ ଜୀବନ
ଖୁଣ୍ଟା/କୁଆମରା/କେନ୍ଦୁଝର/ରୂପ୍ସା,୨୪।୪(ଡି.ଏନ୍.ଏ./ସ୍ବ.ପ୍ର)-ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବଡ଼ପଥରା…
ବନ୍ଦ ହେବ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା
ଖପ୍ରାଖୋଲ, ୨୪ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠରେ ବୈଶାଖ ମାସରେ ନୃସିଂହ ଚତୁର୍ଦ୍ଦଶୀ ମେଳା ହୋଇଥାଏ। ହେଲେ ଚଳିତ ବର୍ଷ ମହାମାରୀ କରୋନା ସାରା ବିଶ୍ୱରେ ଚିନ୍ତା ବଢାଇଥିବାବେଳେ ମାସେ ହେଲା ଲକଡାଉନ୍ ଲାଗିଛି ା ଏହି ସମୟରେ…
୫ ଜୁଆଡ଼ି ଗିରଫ, ୮୨୦୦ ଟଙ୍କା ଜବତ
ବୁଗୁଡ଼ା,୨୪ା୪(ଡି.ଏନ୍.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଥିବା ଏକ ଆମ୍ବତୋଟାରେ ଲକ୍ଡାଉନର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳ ସେଠାରେ…
ଦେଶୀମଦ ଜବତ, ଜଣେ ଗିରଫ
ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍ ଚଢ଼ାଉ କରି ୯ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ଭଗବାନପୁର ଗ୍ରାମର…
Archives


