ଆମ ଜିଲା ଖବର

‘ମହୀୟସୀ ନନ୍ଦିନୀ ଦେବୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ’

ଭଦ୍ରକ ଅଫିସ,୧୦ା୬-ମଙ୍ଗଳବାର ଭଦ୍ରକ ‘ଧରିତ୍ରୀ’ ଜିଲା କାର୍ଯ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। କରୋନା କଟକଣା କାରଣରୁ ନନ୍ଦିନୀ ଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟଅତିଥି…

ଜନ୍ମମାଟିରେ ଅର୍ଜୁନ ସେଠୀଙ୍କ ଶେଷକୃତ୍ୟ

ଭଦ୍ରକ ଅଫିସ/ବନ୍ତ,୧୦।୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ମାଟିର ବର୍ଷିୟାନ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଶେଷକୃତ୍ୟ ମଙ୍ଗଳବାର ଜନ୍ମମାଟି ବନ୍ତ ବ୍ଲକ ଓଡ଼ଙ୍ଗଠାରେ ସମ୍ପନ୍ନ ହୋଇଛି। ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଅଣାଯାଇଥିଲା। ଭଦ୍ରକ ସହର…

ଲଘୁଖଣିଜ ସମ୍ପଦ ଲୁଟ୍‌ ନେଇ ଜିଲାପାଳଙ୍କୁ ଭେଟିଲା ଭାଜପା

ବାରିପଦା ଅଫିସ, ୧୦ା୬- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ସମ୍ପଦ ଭରପୁର ଥିବା ବେଳେ ଏହାର ଠିକ୍‌ ଭାବରେ ଉପଯୋଗ କରା ନ ଯିବାରୁ ମାଫିଆମାନେ ଲୁଟ କରି ଚାଲିଛନ୍ତି। ଜିଲାର ୨୬ଟି ତହସିଲ ରହିଥିବା ବେଳେ ରାସଗୋବିନ୍ଦପୁର,…

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମକୁ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧ

ବେତନଟୀ, ୧୦ା୬(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଋଣ ଗ୍ରହୀତାମାନଙ୍କୁ ଅଗଷ୍ଟମାସ ପର୍ଯ୍ୟନ୍ତ ଋଣ କିସ୍ତି ପୈଠ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ନିୟମକୁ କେତେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା…

ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଇବଣିଆ ଥାନା ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ପ୍ରାୟ…

ଏସ୍‌ଏଚଜି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ୱର, ୧୦।୬(ସ୍ବ.ପ୍ର.)-ମାଇକ୍ରୋ ଫାଇନାନ୍ସ, କେତେକ ବ୍ୟାଙ୍କ ଋଣ ଆଦାୟ ଲାଗି ଏସ୍‌ଏଚ୍‌ଜି ଉପରେ ବାରମ୍ବାର ଜୁଲମ୍‌ କରିବା ବନ୍ଦ କରିବା, ଲକ୍‌ଡାଉନ ଆଇନ ଊଲ୍ଲଂଘନ କରି ଘରକୁ ଆସି ଋଣ କିସ୍ତି ମାଗିବା ଆଦି ୩ ଦଫା ଦାବି ନେଇ ବାଲେଶ୍ୱର…

ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍‌ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ

ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି ସଚେତନତାର ବାର୍ତ୍ତା ଦେବାରେ ଲାଗିପଡ଼ିଛନ୍ତି। ବିଶେଷ କରି ମଡ୍‌ ଆର୍ଟ ଜୀବନ୍ତ ଓ ହୃଦୟସ୍ପର୍ଶୀ…

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା, ବରଗଡ଼ରେ ବିରୋଧ

ବରଗଡ଼ ଅଫିସ୍‌,୯।୬- ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହିକ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକରେ କୋସଲ ରାଜ୍ୟ…

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଖଇରା, ୮।୬(ଡି.ଏନ.ଏ.)-ଖଇରା ପୋଲିସ ମଙ୍ଗଳବାର ସୋର-କୁପାରୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରି ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ କରିଛି। ବାଇକ, ବୋଲେରୋ ଓ ଟ୍ରକଗୁଡିକଠାରୁ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଖଇରା ଥାନା ଏସ୍‌ଆଇ ସୁଜାତା…

ଚାଷ ଛାଡ଼ିବା ନିଷ୍ପତ୍ତିରେ ଚାଷୀଙ୍କ ବାଇକ ରାଲି

ସରଣ୍ଡା,୯।୬(ଡି.ଏନ.ଏ)- କୃଷିକ୍ଷେତ୍ରରେ ଚାଷୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୃଷି ଶ୍ରମିକ ଅଭାବ ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅମଳ ପରେ ଧାନ ମଧ୍ୟ ଠିକ୍‌ଭାବେ ବିକ୍ରି ହେଉନାହିଁ। ସେହିପରି ଅମଳ ଧାନର ସହାୟକ ମୂଲ୍ୟ ଯଥେଷ୍ଟ କମ୍‌ ରହୁଥିବା…

ଆଶିଂକ ଲକ୍‌ଡାଉନ୍‌ ହେଲା ପୋଲରାଜପୁର: ଗ୍ରାମବାସୀଙ୍କ ରାସ୍ତାରୋକୋ

ପାତ୍ରପୁର,୯।୬(ଡି.ଏନ.ଏ.)- ପାତ୍ରପୁର ବ୍ଲକ ପୋଲରାଜପୁର ଗ୍ରାମରେ ୨ଜଣ କରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କ ସମସ୍ୟା ବଢିଛି। ପ୍ରଶାସନ ପକ୍ଷରୁ ଘରଘର ବୁଲି ଥର୍ମାଲ ସ୍କ୍ରିନିଂ ସହ ଗ୍ରାମକୁ ଆଶିଂକ ଲକ୍‌ଡାଉନ୍‌ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଗ୍ରାମରୁ କେହି ଅନ୍ୟ…

ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଗୁରୁତର

ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଲିଡ଼ି ଗ୍ରାମର ମଣ୍ଟୁ ପ୍ରଧାନ। ବଡ଼ପୁତାର ଗ୍ରାମରୁ ବିଦ୍ୟୁତ ପୋଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?