ଆମ ଜିଲା ଖବର

ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଗୁରୁତର

ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଲିଡ଼ି ଗ୍ରାମର ମଣ୍ଟୁ ପ୍ରଧାନ। ବଡ଼ପୁତାର ଗ୍ରାମରୁ ବିଦ୍ୟୁତ ପୋଲ୍‌…

ଲୁଟ୍‌ ୧୨.୬୦ଲକ୍ଷ ଟଙ୍କା ବ୍ୟବସାୟୀଙ୍କୁ ଫେରାଇଲା ପୋଲିସ

ଧରାକୋଟ,୯ା୬(ଡି.ଏନ୍‌.ଏ.)- ଧରାକୋଟ ଅଞ୍ଚଳର ବି.ବାୟା ପାତ୍ର, ଏ. ଗଣେଶ ପାତ୍ର, ଏସ୍‌. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଛେଳି ବିକି ୧୨ଲକ୍ଷ ୮୦ହଜାର ଟଙ୍କା ଧରି ଗତ ୨୭ ତାରିଖରେ ଫେରୁଥିଲେ। ଗିରିସୋଲାରୁ ଏକ ଅଟୋରେ ଫେରୁଥିବାବେଳେ ବିଳମ୍ବିତ ରାତିରେ ଧରାକୋଟ…

ଉଜୁଡ଼ି ଯାଇଛି ରବି ଫସଲ: ଇନପୁଟ୍‌ ସବସିଡି ସହାୟତା ଦାବିକଲେ ଚାଷୀ

ବରଗଡ଼ ଅଫିସ୍‌,୯।୬- କୁଆପଥର ବୃଷ୍ଟି ଯୋଗୁ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅର୍ଜୁଣ୍ଡା ରାଜସ୍ବ ସର୍କଲ ଅଧିନରେ ରହିଥିବା ଗ୍ରାମରେ ରବି ଫସଲ ଉଜୁଡ଼ି ଯାଇଥିଲା । ଏ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳର ଚାଷୀଙ୍କୁ କୌଣସି ସହାୟତା ମିଳିନାହିଁ । ସହାୟତା…

ଜିଲାପାଳଙ୍କୁ ଫେରାଦ ହେଲା ଏବିଭିପି

ବରଗଡ଼ ଅଫିସ୍‌,୯।୬- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୮ଦଫା ଦାବି ନେଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଘାତକ କରୋନା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କଳାହାଣ୍ଡି ଜିଲା କୋକସରା…

ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କର ଖାତାପତ୍ର ଯାଞ୍ଚ…

ମାଟି ବୋହିଲେ ସୁନ୍ଦରଗଡ଼ ଉପଜିଲାପାଳ

ଲହୁଣୀପଡା,୯।୬(ଡି.ଏନ.ଏ.)-କରୋନା କଟକଣା ଯୋଗୁ କାମଧନ୍ଦା ପାଉ ନ ଥିବା ଗରିବ ଖଟିଖିଆ ଓ ପ୍ରବାସୀ ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ା ଏହି ପରିପ୍ରେକ୍ଷୀରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଏକ ସର୍ଭେ…

ବଜ୍ରପାତରେ କ୍ଷତିଗ୍ରସ୍ତ ହେଲା ମନ୍ଦିର ଦଧିନଉତି

ଚମ୍ପୁଆ,୯ା୬ (ଡି.ଏନ.ଏ.)- ଚଳିତ ବର୍ଷ ବଜ୍ରପାତ ଯୋଗୁ ନାହିଁ ନ ଥିବା କ୍ଷୟକ୍ଷତି ଘଟିବାରେ ଲାଗିଛି। କେତେବେଳେ ଜନଜୀବନ ନଷ୍ଟ ହେଉଛି ତ କେତେବେଳେ ଗୃହ ପାଳିତ ପଶୁଙ୍କ ଜୀବନ ଚାଲିଯାଉଛି। ନିୟମିତ ବ୍ୟବଧାନରେ ଅପରାହ୍ନରେ ବର୍ଷା ସହ ଏହି ବଜ୍ରପାତ…

ଶୋକାକୂଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ରତ୍ନଗିରି,୯।୬(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ଯବାନ ବିକାଶ ଚନ୍ଦ୍ର ପଣ୍ଡା(୩୬)ଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶ ମଧ୍ୟରେ ମଙ୍ଗଳବାର ସମ୍ପର୍ଣ୍ଣ ହୋଇଛି। ବରୀ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତା ବିଶ୍ୱ ରଞ୍ଜନ ମଲ୍ଲିକ ସେଠାରେ ପହଞ୍ଚି…

ଛାତ୍ରୀନିବାସରୁ ଫ୍ୟାନ୍‌ ଚୋରି, ୬ ଗିରଫ

ପାଟଣା,୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ମୁଖ୍ୟାଳୟ ସ୍ଥିତ କୁନ୍ତଳା କୁମାରୀ ଆଦିବାସୀ ବାଳିକା ହଷ୍ଟେଲରୁ ଜୁନ୍‌ ୨ ତାରିଖ ରାତିରେ ୧୦ଟି ଫ୍ୟାନ୍‌ ଚୋରି ହୋଇଥିବାର ମାଟ୍ରନ ଫୁଲମଣି ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଥିଲେ। କରୋନା ପାଇଁ ଲକ୍‌ଡାଉନ…

ସହାୟତା ଲାଗି ଅଟୋ ଚାଳକ ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୯।୬- କୋଭିଡ୍‌-୧୯ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର ଅଟୋ ଚାଳକ ସଂଘ ବାରମ୍ବାର ସରକାରୀ ସହାୟତା ଦାବି କରିଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ କୌଣସି ସହାୟତା ଦିଆଯାଉନାହିଁ।…

ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ଆରୋହୀ

ଖୋର୍ଦ୍ଧା ଅଫିସ, ୯।୬: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ବଜ୍ରପାତ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମକୃଷ୍ଣ ଦାସ। ତାଙ୍କ ଘର ଗଞ୍ଜାମ ଜିଲାର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡିଛି। ସେ ବାଇକରେ ଭୁବନେଶ୍ୱରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?