ଅଶ୍ଳୀଳ ଭିଡିଓ ଭାଇରାଲ, ଶିକ୍ଷକ ନିଲମ୍ବିତ
ପଦ୍ମପୁର,୨୦।୪(ଡି.ଏନ.ଏ.)-ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲା ସଦର ବ୍ଲକ ଅଞ୍ଚଳର ଏକ ୟୁଜିଏମ୍ଇ ସ୍କୁଲର ଏକ୍ସ କ୍ୟାଡ଼ର ଶିକ୍ଷକ ସପନ କୁମାର ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ଚିଠି…
ଗଳାବାଟ ଦେଇ ଚାଲିଛି ଆନ୍ତଃ ରାଜ୍ୟ ବସ୍, ଚାରିଚକିଆ ଯାନ
ଜଳେଶ୍ୱର,୨୦।୪(ଡି.ଏନ.ଏ.)-କୋଭିଡ୍-୧୯ ସଂକ୍ରମଣ ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ସୋମବାରଠାରୁ ଆନ୍ତଃ ରାଜ୍ୟ ଯାନବାହନ ଚଳାଚଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଅନ୍ୟପକ୍ଷରେ ଉପାନ୍ତରେ ଥିବା ବହୁ ଗଳା ରାସ୍ତା ଦେଇ ଏହି ଯାନବାହନଗୁଡ଼ିକ ରାଜ୍ୟ ଭିତର ଓ…
ଓଡ଼ିଶା ମୁହାଁ ବିହାରୀ ମଦ ମାଫିଆ
ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ…
ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା
ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ ସମସ୍ତ ଭିତ୍ତିଭୂମି ରହିଛି। ଯାହାକୁ ବିକଶିତ କରାଗଲେ ଚାନ୍ଦିପୁର, ଡଗରା, ତାଳସାରୀଠାରୁ ଏହି ବେଳାଭୂମିର…
ନାଇଟ୍ କର୍ଫ୍ୟୁ ବେଳେ ଚାଲିଛି ଲୁହାପଥର ଚାଲାଣ: ବନ ବିଭାଗ ଦ୍ୱାରା ଡମ୍ପର ଜବତ, ୨ ଗିରଫ
ଯୋଡ଼ା,୨୦।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରୁ ଝାଡଖଣ୍ଡ ରାଜ୍ୟକୁ ଦୈନିକ ଲୁହାପଥର ଚୋରା ଚାଲାଣ କରାଯାଉଛି। ଗୋଟିଏପଟେ ପ୍ରଶାସନ ପକ୍ଷରୁ ଆନ୍ତଃରାଜ୍ୟ ସୀମା ସିଲ୍, ନାଇଟ୍ କର୍ଫ୍ୟୁ ଜାରି କରାଯାଇ ପୋଲିସ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ଚୋରା ଖଣିଜ…
ବେପାର ଚିନ୍ତାରେ ବ୍ୟବସାୟୀ
ବଇଣ୍ଡା,୨୦।୪ ଲକ୍ଡାଉନ୍ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ କରିଥିଲେ କାରବାର। ଜୀବନରେ ଏପରି ଦୁଃସମୟର ସମ୍ମୁଖୀନ ଆଉ ହେବେ ବୋଲି ସେମାନେ ଭାବି…
ବାଇକ୍ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ
ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଶୁଖିଲା ଶାଳଗଛ ଭାଙ୍ଗି ଯୁବତୀ ଉପରେ ପଡ଼ିବାରୁ ଘଟଣାସ୍ଥଳରେ…
ଶଟ୍ଡାଉନ ଶେଷ ହେବା ପରେ ବଜାରରେ ଜନଗହଳି
ସମ୍ବଲପୁର,୧୯ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୫ଟାରେ ଶଟ୍ଡାଉନ ଅବଧି ଶେଷ ହେବା ପରେ ସମ୍ବଲପୁର ସହରର ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୋକାନ ବଜାରରେ ଭିଡ ଲାଗି…
ଲୁହାପଥର ଚୋରା ଚାଲାଣ: ୨ ଗିରଫ
କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ବନ ବିଭାଗ ରବିବାର ରାତିରେ ୨ ଜଣଙ୍କୁ ଗିରଫ କରିଛି। ଏହା ସହ ଗୋଟିଏ ଟିପ୍ପର ଜବତ ହୋଇଛି । ଲୁହାପଥର ଚୋରା ଚାଲାଣ ଅଭିଯୋଗରେ ରାତିରେ ପାଟ୍ରୋଲିଂ ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିବା…
କ୍ରସରରେ ବିସ୍ଫୋରଣ: ୨ମୃତ, ୩ ଗୁରୁତର
ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫାଦ୍ରୀପଲ୍ଲୀ ନିକଟରେ ଥିବା ଏକ କ୍ରସରରେ ସୋମବାର ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଏମ୍କେସିଜି ମେଡିକାଲ…
ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା
ମାଲକାନଗିରି,୧୯।୪(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ସୂଚନୁନୁଯାୟୀ, ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ…
୨୦ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ
କେନ୍ଦୁଝର,୧୯।୪(ସ୍ବ.ପ୍ର.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସ ୨୦ ରୁ ୨୪ ପର୍ଯ୍ୟନ୍ତ ବାର୍ ବନ୍ଦ ରଖିବା ନେଇ ସଂଘ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି…

