ଆମ ଜିଲା ଖବର

ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି ସେ ନିଶ୍ଚିତ ତା’ର ପ୍ରଶଂସା କରିଛି। କେନ୍ଦୁଝର ନ୍ୟୁ ମାର୍କେଟରେ ବହୁ ଦିନରୁ ଚାଲି…

ସାଇକେଲରେ ବୁଲି ମାସ୍କ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ

ସଜନାଗଡ, ୨୯।୭(ଡି.ଏନ.ଏ.)-ମହାମାରୀ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସୁଛନ୍ତି ଜଣେ ଦିବ୍ୟାଙ୍ଗ। ସେ ନିଜେ ସାଇକେଲରେ ଡାକବାଜି ଯନ୍ତ୍ର ଲଗାଇ ବିଭିନ୍ନ ଅଞ୍ଚଳ ବୁଲି କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ମାସ୍କ ପିନ୍ଧିବା, ସାନିଟାଇଜର…

ବାପାଙ୍କୁ ଜୀବିତ ପ୍ରମାଣ କଲେ ପୁଅ: ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ହାସଲ ଅଭିଯୋଗରେ ମା’, ସାନଭାଇ ଗିରଫ

ବାଲେଶ୍ୱର ଅଫିସ, ୨୯ା୭: ଜମି ହାତେଇବା ପାଇଁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ବାମପଦା ଗାଁର ରଘୁନାଥ ନାୟକଙ୍କୁ ମୃତ ଦର୍ଶାଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ଓ ସାନପୁଅ ଗିରଫ ହୋଇଛନ୍ତି। ପୋଲିସ ଉଭୟଙ୍କୁ ୨୬ତାରିଖରେ କୋର୍ଟଚାଲାଣ କରିଛି। ହେଲେ ଦୀର୍ଘଦିନର ଆଇନ…

ହାଇଦର ପୁଅଙ୍କ ଜାମିନ ଆବେଦନ ଖାରଜ

କେନ୍ଦ୍ରାପଡ଼ା ଅଫିସ, ୨୯ା୭: ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଅଲ୍ଲୀଙ୍କର ଗତ ୨୪ତାରିଖରେ ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ପାରମ୍ପରିକ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ପାଇଁ ପୁଅ ସେକ୍‌ କାଦିର ଓରଫ ମୁନା କେନ୍ଦ୍ରାପଡ଼ା ଜିଲା ସେସନ୍ସ କୋର୍ଟରେ…

ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ପ୍ରେମିକ

ପୁରୁଷୋତ୍ତମପୁର,୨୯ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ଘଟିଥିବା ପରିତ୍ୟକ୍ତ ଗୃହରେ ପହଞ୍ଚି…

ମହାପ୍ରଭୁଙ୍କୁ ସୁବର୍ଣ୍ଣ ଜିଭଛେଲା ଦାନ କଲେ ପଦ୍ମଚରଣ

ପୁରୀ ଅଫିସ, ୨୯ା୭: ଜଣେ ଦାତା ବୁଧବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି। ଦାତା ଜଣଙ୍କ ହେଲେ ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର। ସେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ…

ପ୍ରଶାସନକୁ ସମ୍ଭାଳିବ ଏମିତି

ଯାଜପୁର ଅଫିସ,୨୯ା୭: ଓଡ଼ିଶାରେ ପ୍ରଶାସନକୁ ସମ୍ଭାଳିବାର ଅଭିନବ ଢଙ୍ଗ ଏବେ ପଦାକୁ ଆସିଛି। ବେଦାନ୍ତ କମ୍ପାନୀର ଆଭ୍ୟନ୍ତରୀଣ ଇ-ମେଲ୍‌ ଯୋଗାଯୋଗରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ରାଜ୍ୟବ୍ୟାପୀ ଏହି ପଦ୍ଧତିରେ ଘରୋଇ କମ୍ପାନୀମାନେ ବିଭିନ୍ନ ସରକାରୀ ବିଭାଗକୁ ହାତରେ ରଖି ଜନସାଧାରଣଙ୍କୁ ଦମନ…

ଖଟିବାକୁ ଯାଇଥିଲେ ଦାଦନ, ଫେରିଲା ମୃତଦେହ

କୋକସରା୨୮।୭(ଡି.ଏନ୍‌.ଏ): କାମ ଧନ୍ଧା ନ ପାଇ କର୍ନାଟକକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବରାଡଙ୍ଗା ଗାଁର ଗୋବିନ୍ଦ ଚଲାନଙ୍କ ସାନପୁଅ ନିଧି…

ଜୟପୁରରୁ ଉଡ଼ିବ ବିମାନ

ଜୟପୁର,୨୮ା୭(ନି.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ କୋରାପୁଟ ଜିଲା ଜୟପୁର ଗସ୍ତ କରିଥିଲେ। ଏୟାର ଷ୍ଟ୍ରିପ୍‌ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୟପୁର…

କଉ ମାଛର ଦାମ ୩୫ ହଜାର

ଭୋଗରାଇ,୨୮।୭(ଡି.ଏନ୍‌.ଏ.): ପାରାଦ୍ୱୀପ ଗଭୀର ସମଦ୍ରରୁ ଏକ ବିରଳ ପ୍ରଜାତିର କଉମାଛ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଧରାପଡ଼ିଛି। ଟ୍ରଲର ମାଲିକ ଅଶୋକ ସାହୁ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟ୍‌କୁ ବୁଧବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ମାର୍କେଟ୍‌ରେ ଉକ୍ତ ମାଛକୁ କୋଲକାତା…

୫ ରୁଟ୍‌ରେ ସରକାରୀ ବସ୍‌ ବନ୍ଦ

ରାୟଗଡ଼ା ଅଫିସ,୨୮ା୭: ମାଓବାଦୀଙ୍କ ପିଏଲ୍‌ଜିଏ(ପିପୁଲ୍ସ ଲିବରେଶନ ଗେରିଲା ଆର୍ମି) ସପ୍ତାହ ବୁଧବାରଠାରୁ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୫ଟି…

ପୁଅର ଆତ୍ମହତ୍ୟା ପରେ ମିଳିଲା ବାପାଙ୍କ ମୃତଦେହ

ସାରସକଣା, ୨୮।୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୀମାନ୍ତ ନୂଆସାହି ଗାଁରେ ବାପ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ପୁଅ ରାଜୁ ମହାନ୍ତ(୩୨) ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ସକାଳେ ବାପା ଲାଲମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?