ଆମ ଜିଲା ଖବର

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର ଊର୍ଦ୍ଧ୍ୱ ହେବ। ଏହି କାରବାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସହଦେବଖୁଣ୍ଟା ଅଞ୍ଚଳରେ…

ବଜ୍ରପାତରେ ଜଳିଗଲା ୨୦ ବଖରା : ୧୧ ପରିବାର ସର୍ବସ୍ବାନ୍ତ

ଭଦ୍ରକ ଅଫିସ, ୧ା୫-ଭଦ୍ରକ ତିହିଡି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା, ପବନ, ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରର ୨୦ରୁ ଊର୍ଦ୍ଧ୍ୱ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ସମସ୍ତେ…

ଜଳିଗଲା ୬ ଦୋକାନ

ଭଦ୍ରକ ଅଫିସ, ୧ା୫-ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥ ରାଣୀତାଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୫ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ହୋଇଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ…

ବାହାଘର ଭୋଜି ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର, ଜଣେ ମୃତ

ଓଡଗାଁ,୧।୫(ସ୍ବ.ପ୍ର.)- କରୋନା ମହାମାରୀ କାରଣରୁ ବାହାଘର ନିମନ୍ତେ କଟକଣା ରହିଛି। ହେଲେ ଏନେଇ କୌଣସି ପ୍ରଶାସନିକ ଲଗାମ ନାହିଁ। ଫଳରେ ଲୋକେ ବେଧଡକ ଭୋଜିଭାତରେ ସମାଗମ କରୁଥିବା ଦେଖିବାକୁ ମିକିଛ। ଏହିପରି ଏକ ଘଟଣାକ୍ରମରେ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା…

ଆଇପିଏଲ୍‌ ବେଟିଂରେ ପୋଲିସର ସେଟିଂ

ସମ୍ବଲପୁର,୧।୫(ବ୍ୟୁରୋ): ପ୍ରାୟ ୬୦ ଦିନିଆ ଆଇପିଏଲ୍‌ ମ୍ୟାଚରେ ଦେଶ ତଥା ଦେଶ ବାହାରେ ବେଟିଂ ଚାଲୁଛି। ସମ୍ବଲପୁର ଜିଲାରେ ମଧ୍ୟ ପ୍ରତିଦିନ ପ୍ରାୟ ୨ କୋଟି ଟଙ୍କା କାରବାର ହେଉଥିବା ଜଣାପଡିଛି। ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେଉଥିବାରୁ ସହର ଓ…

ଗଜପତିରେ ସପ୍ତାହାନ୍ତ ସଟ୍‌ଡାଉନ୍‌: ଆଜି ପାରଳାଖେମୁଣ୍ଡିରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି,୧।୫-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହୋଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନଥିବା ବେଳେ ବିନା କୌଣସି କାରଣ ନ ଥାଇ ଯାତ୍ରା, ସହରରେ…

ଘରର ଆଜ୍‌ବେଷ୍ଟସ୍‌ ଉଡ଼ାଇ ନେଲା କାଳବୈଶାଖୀ

ଠାକୁରମୁଣ୍ଡା,୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ଯୋଗୁ ଅନେକ ଲୋକଙ୍କ ଘର ଛପର ଉଡ଼ିଯାଇଛି। କେନ୍ଦୁଜିଆଣି ପଞ୍ଚାୟତ ଡୁମୁରିଆ ଗ୍ରାମର ପର୍ଶୁରାମ ନାୟକଙ୍କ ଘରର ଆଜବେଷ୍ଟସ୍‌…

ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସହରାଞ୍ଚଳରେ ସରକାର ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ କରିଥିବା ବେଳେ ପାଟଣା ବଜାର କମିଟି ପକ୍ଷରୁ ଶନିବାରଠାରୁ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠାରୁ…

ପୋଲିସ ପିଟିଲା, ଭୁଲ୍‌ ମଗାଇଲା

ପୁରୀ ଅଫିସ,୧।୫: ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରରେ ହେଉଥିବା ଅନିୟମିତତାକୁ ବିରୋଧ କରିବାରୁ ଶୁକ୍ରବାର ଜଣେ ବଙ୍ଗୀୟ ଯୁବକଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ଯୁବକ ଅମ୍ରିତ୍‌ ରୟଙ୍କୁ ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଛି।…

କାଳବୈଶାଖୀର ତାଣ୍ଡବ: ଉଡ଼ିଲା ଘର ଛପର, ଭାଙ୍ଗିଲା ଶହ ଶହ ଗଛ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ଓ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଯିବା ସହ ଶହ ଶହ ଗଛ ଭାଙ୍ଗି ପଡ଼ିଛି। ସାହାରପଡ଼ା ବ୍ଲକ ଖଡ଼ିକା ପଦା ପଞ୍ଚାୟତ ବୈଶାଖୀର ତାଣ୍ଡବ ବ୍ୟାପକ କ୍ଷୟକ୍ଷତି…

ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧।୫ : ଦିନକୁ ଦିନ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଶନିବାର ୧୭ଶହରୁ ଊଦ୍ଧର୍‌ବ…

ସୁବର୍ଣ୍ଣପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି

ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍‌ଏଚଏମ୍‌(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ଅଜାଣତରେ ଏହି ଟଙ୍କା ରାଉରକେଲା ସେଣ୍ଟ୍ରାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?