ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ
ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ କରିଛି ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ଜିଲା କମିଟି। ଜିଲାରେ ପ୍ରତ୍ୟେକ…
ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ
ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାକତ୍ାର ମାମଲାର ରାୟ ପ୍ରକାଶ ପାଇଛି ା ଜଜ୍ ସୁମିତା ଜେନା ଏହାର ବିଚାର କରି ଅଭିଯୁକ୍ତ ବଳରାମ ସର୍ଦ୍ଦାର(୨୨)ଙ୍କୁ ଦୋଷୀ…
ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ
ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ। କୌଣସି ପ୍ରଶିକ୍ଷଣ କିମ୍ବା ଚିତ୍ର କଳା ପ୍ରତିଷ୍ଠାନରେ ଅଧ୍ୟୟନ ନ କରି କିମ୍ବା…
ଗ୍ରାମବାସୀଙ୍କ ବିରୋଧ ପରେ ସିଧା ପୋଲ ନିର୍ମାଣ
ବନ୍ତ,୭ା୪(ସ୍ବ.ପ୍ର.) ଭଦ୍ରକ ଜିଲା ଆଗରପଡ଼ା-ବନ୍ତ ରାସ୍ତାର ଆଡ଼ିଆ ନିକଟସ୍ଥ ଗଣିଜାଙ୍ଗ ମାଇନର କେନାଲ ଉପରେ ବକ୍ରାକାରରେ ଥିବା ମୋହନ ପୋଲକୁ ଭଙ୍ଗାଯାଇ ଆର୍ ଆଣ୍ଡ ବି ପକ୍ଷରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ପୋଲକୁ ବକ୍ରାକାର କରି…
ମଧ୍ୟାହ୍ନଭୋଜନ ଖାଇଲେ ଛାତ୍ରୀଛାତ୍ର
ଆରଡ଼ି, ୭ା୪ (ଡି.ଏନ.ଏ.): କୋଭିଡ୍ ଯୋଗୁ ଦୁଇବର୍ଷ ହେଲା ବିଦ୍ୟାଳୟର ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଥିଲେ। ଚଳିତମାସ ୨ ତାରିଖରୁ ଛାତ୍ରୀଛାତ୍ରଙ୍କ ପାଇଁ ପୁନଃ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବା ସହ ଏ…
ଗଞ୍ଜାମ ଏନ୍ଏସି ଉପାଧ୍ୟକ୍ଷ ହେଲେ ସୁରେନ୍ଦ୍ର ବାରିକ
ଗଞ୍ଜାମ,୭ା୪(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧ ନଂ ଓ୍ବାର୍ଡର ବିଜେଡି କାଉନସିଲର ସୁରେନ୍ଦ୍ର ବାରିକ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ପାଇଁ ବିଜେଡିର ଏକ ମାତ୍ର ପ୍ରାର୍ଥୀ ସୁରେନ୍ଦ୍ର ନାମାଙ୍କନ…
ନିର୍ଦ୍ୱନ୍ଦ୍ୱରେ ଭାଇସ୍ ଚେୟାରମ୍ୟାନ୍ ନିର୍ବାଚିତ
କେସିଙ୍ଗା,୭ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ଭାଇସଚେୟାର ମ୍ୟାନ୍ ଭାବେ ୮ ନମ୍ବର ଓ୍ବାର୍ଡର ସରସ୍ବତୀ ସାହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ବିଜେଡିର ସମସ୍ତ କାଉନସେଲର…
ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର
ଛତ୍ରପୁର,୭ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ୧୦ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ଦେବାଶିଷ ମିଶ୍ର ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ଯୋଗଦେଇଥିବା କାଉନସିଲର ଦେବାଶିଷଙ୍କୁ ଛତ୍ରପୁର ବିଧାୟକ ସୁବାସ…
ଶପଥ ଗ୍ରହଣ କଲେ ସୁବାସ ସିଂ
କଟକ ଅଫିସ,୭।୪: କଟକର ନବନିର୍ବାଚିତ ମେୟର ସୁବାସ ସିଂ ଶପଥ ଗ୍ରହଣ କରିଛନ୍ତି । ସିଏମ୍ସି ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଏନେଇ ଗୁରୁବାର ଶହୀଦ ଭବନରେ ଆୟୋଜିତ ଏକ ଉତ୍ସବରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସଂଗ୍ରାମଜିତ…
ସିଏମ୍ସି ଡେପୁଟି ମେୟର ନିର୍ବାଚନ: ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ଭାଜପା, କଂଗ୍ରେସ
କଟକ ଅଫିସ,୭ା୪: ସିଏମ୍ସି ଡେପୁଟି ମେୟର ନିର୍ବାଚନକୁ ଭାଜପା ଓ କଂଗ୍ରେସର ବୟକଟ। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଛନ୍ତି ଭାଜପା ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ଭାଜପା ଏବଂ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ପଶିଥିଲେ, ବନ୍ଧା ହେଲେ ୨ ନକଲି ଆର୍ମି ଅଫିସର
ଗୋପାଳପୁର,୭ା୪(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ଆବାସରେ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଜୋରଜବରଦସ୍ତି ପଶିବା ଅଭିଯୋଗରେ ଗୋପାଳପୁର ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି…
୪.୪୨ କୋଟି ଟଙ୍କାର ନୂଆ ବସ୍ଷ୍ଟାଣ୍ଡ ଅଲୋଡ଼ା
ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍ଷ୍ଟାଣ୍ଡକୁ ବସ୍ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ପୁଣି ବସ୍ଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ ବନ୍ଦ ହୋଇ ପଡ଼ିଛି। ପୂର୍ବପରି ନୟାଗଡ଼…

