ଝିଅର ବୟସ ୯, ଓଜନ ୬ କିଲୋ
ତିଗିରିଆ,୧୫।୨(ଡି.ଏନ୍.ଏ.): ଯାଜପୁର ଜିଲା ନଗଡ଼ାରେ ଶିଶୁ ଅପପୁଷ୍ଟିର ଶିକାର ଘଟଣା ଦିନେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କଟକ ଜିଲାର ତିଗିରିଆ ବ୍ଲକରେ ମଧ୍ୟ ସେଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏହି ବ୍ଲକ ଅନ୍ତର୍ଗତ ନୂଆପାଟଣା, ମଝିସାହିର ଶ୍ୱେତବସନ୍ତ...
ପିହୁଙ୍କୁ ଖୋଜିଦେଲେ ୨୦ ହଜାର: ପୁରସ୍କାର ପୋଷ୍ଟର ମାରିଲା ପୋଲିସ
ଯାଜପୁର ଅଫିସ/ବିଞ୍ଝାରପୁର,୧୫।୨(ଡି.ଏନ.ଏ.): ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ଯାଜପୁର ଜିଲା ବିଞ୍ଝାରପୁର ଥାନା ପୋଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ପିହୁ କେଉଁଠି ସେନେଇ ପୋଲିସକୁ ଖବର ଦେଲେ ସୂଚନାଦାତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏନେଇ...
ପ୍ରେମିକା ପାଇଁ ସ୍ତ୍ରୀଙ୍କୁ ହତ୍ୟା
ନୟାଗଡ ଅଫିସ,୧୫।୨: ନୟାଗଡ଼ ଜିଲା ଶରଣକୁଳ ଥାନା ସସ୍ମିତା ମହାପାତ୍ରଙ୍କୁ ହତ୍ୟା ପାଇଁ ତାଙ୍କ ସ୍ବାମୀ ଅକ୍ଷୟ ମହାପାତ୍ର ଓରଫ ଅଖିଳ (୩୯) ୫ଜଣ ସୁପାରିକିଲରଙ୍କ ସହାୟତା ନେଇଥିବାବେଳେ ପୋଲିସ ହତ୍ୟାର ରହସ୍ୟ ପର୍ଦ୍ଦାଫାଶ କରିଛି। ପ୍ରେମିକାଙ୍କୁ ବିବାହ ଲାଳସାରେ...
ଜଳ ସଂରକ୍ଷଣ: ବର୍ଷକରେ ଫେଲ୍
ଯାଜପୁର ଅଫିସ,୧୫।୨: ଓଡ଼ିଶାରେ ଜଳ ସଂରକ୍ଷଣ ପାଇଁ ବିବିଧ ପଦ୍ଧତି ପ୍ରୟୋଗ କରାଯାଇଛି। ଏଥିରେ ରୁଫ୍ଟପ୍ ରେନ୍ୱାଟର ହାରଭେଷ୍ଟିଙ୍ଗ ଷ୍ଟ୍ରକ୍ଚର (ଆର୍ଆର୍ଏଚ୍ଏସ୍), ଗ୍ରାଉଣ୍ଡ ୱାଟର ରିଚାର୍ଜ, ବାୟୋଡାଇଭର୍ସିଟି ପାର୍କ ଓ ଗ୍ରିନେରୀ, ଗ୍ରାଉଣ୍ଡ୍ ୱାଟର ରେଗୁଲେଶନ, ଜଳାଶୟର ଉନ୍ନତୀକରଣ ଇତ୍ୟାଦି...
କମିନି କଣ୍ଢେଇ ନାଚର ଆଦର
ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ କଣ୍ଢେଇ ନାଚ ପରମ୍ପରା ଅର୍ଦ୍ଧଶତାବ୍ଦୀ ପୁରୁଣା। କଳାକାରର ହାତ ଆଙ୍ଗୁଠିରେ ନୃତ୍ୟ କରୁଥିବା କଣ୍ଢେଇର ଅଙ୍ଗଭଙ୍ଗୀ ବିଭୋର କରିଥାଏ ଦର୍ଶକଙ୍କୁ। ଜିଲାର ୧୪ ଲୋକକଳା ବିଭବ ଭିତରେ ସାମିଲ ହୋଇଛି ଏହି ପାରମ୍ପରିକ ନାଚ। କଳାକାରଙ୍କ...
ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ
ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ): ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍ର ଆକର୍ଷଣ ସେମାନଙ୍କୁ ସେଠାକୁ ଟାଣିନେବ। ବନ୍ଧ ଉପର ବେଞ୍ଚ ମନକୁ ଶୀତଳ କରିଦେବ।...
ବଳ ଯାହାର ବୁଢ଼ାପଙ୍କ ତାହାର
ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍ ଶାସନ ସମୟରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଢେଙ୍କାନାଳ ରାଜା ସୁର...
ବାଉଁଶ ବିନ୍ଧାଣି ‘ଭାଗୀରଥି ସାର୍’
କାମାକ୍ଷାନଗର, ୧୫।୨(ସୁଧୀର କୁମାର ପରିଡ଼ା): ବାଉଁଶରୁ କାରିଗରି। ଡ୍ରେସିଂ ଟେବୁଲ, ଫୁଲଦାନି, ପେନ୍ଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ଉପକରଣ। ଦେଖିଲେ ଆଖି ଲାଖିଯିବ। ନିର୍ଜୀବ ବାଉଁଶରୁ ଏଭଳି କଳାକୃତି ତିଆରି କରି ପ୍ରଶଂସା ସାଉଁଟୁଛନ୍ତି ଭାଗୀରଥି ସାର୍। ଶିକ୍ଷକତା...
କ୍ଷତି ସହୁଛନ୍ତି ବିସ୍ଥାପିତ
ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା ସହ ଜୀବିକା ନିର୍ବାହ ନିମନ୍ତେ ଜମି ଦେଇଥିଲେ। ନିକଟସ୍ଥ ଗୁରଙ୍ଗ ଡ୍ୟାମ୍ରୁ ଜଳସେଚନ...
ପିପିଇ କିଟ୍ ପିନ୍ଧି ଭିକ୍ଷାବୃତ୍ତି
ଭଦ୍ରକ ଅଫିସ,୧୫।୨-ଭଦ୍ରକ ସହରରେ ଜଣେ କୋଭିଡ୍ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ଚାକିରି ହରାଇବା ପରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ଏହି ଯୋଦ୍ଧା। ଦୀର୍ଘଦିନ ଧରି ସ୍ଥାୟୀ ଚାକିରି ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା...
ଆରମ୍ଭରୁ ସାର ଅଭାବ
ବରଗଡ଼ ଅଫିସ୍,୧୫।୨: ବରଗଡ଼ ଜିଲାରେ ରବି ଚାଷକାମ ଜୋର୍ ଧରିଛି। ଅଧିକାଂଶ ସ୍ଥାନରେ ଚାଷୀମାନେ ତଳିପକା, ଧାନ ବୁଣା ସାରିଦେଲେଣି। କେତେକ ସ୍ଥାନରେ ରୁଆକାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ସମୟରେ ଧାନ ଫସଲ ପାଇଁ ୟୁରିଆ ସାରର ଆବଶ୍ୟକତା...
ଏହି କାରଣରୁ ଯାଜପୁର ଡିଏସ୍ପିଙ୍କୁ କରାଯାଉଛି ପ୍ରଶଂସା
ଚଣ୍ଡିଖୋଲ,୧୪ା୨: ୫୩ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ବେଣାପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦମ୍ପତିଙ୍କୁ ଯାଜପୁର ଡିଏସ୍ପି ସଂଗ୍ରାମ ଟୁଡୁ ରବିବାର ନିଜ ସରକାରୀ ଗାଡିରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକେ ଡିଏସ୍ପିଙ୍କ...
Archives


