ଆମ ଜିଲା ଖବର

ଗଞ୍ଜାମରେ ନୂଆ ଆର୍‌ଟିଓ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଆର୍‌ଟିଓ ଭାବେ ମାନସ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲାରେ ଆର୍‌ଟିଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏବେ ଗଞ୍ଜାମରେ ସେ ଯୋଗଦେବା ପରେ ତାଙ୍କୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ଜଣାପଡ଼ିଛି।

ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବରପାଲି,୨୬।୪: ବରଗଡ଼ ଜିଲା ବରପାଲିରେ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ କରାଯିବ। ଏନେଇ ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ…

୧୦ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୬।୪: ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ବଲାଙ୍ଗୀର ଜିଲା କମିଟି ପକ୍ଷରୁ ମଙ୍ଗଳବାର ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

ମାଟ୍ରିକ ପରୀକ୍ଷାରେ କପି ରୋକିବ ୩୮ ସ୍ପେସାଲ ସ୍କ୍ବାଡ୍‌

କଟକ ଅଫିସ,୨୬।୪: ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ଗଠନ କରାଯାଇଛି। ରାଜ୍ୟର ୩୦ ଜିଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ ସ୍କ୍ବାଡ୍‌ ଗଠନ କରିଛନ୍ତି। ପରୀକ୍ଷା ସୁପରିଚାଳନା ହେବା ସହ କିପରି କପି…

ଗୋପାଳ ସାର୍‌ଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ନିକଟସ୍ଥ ଶନିମନ୍ଦିର ପାଖରେ ମଙ୍ଗଳବାର ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦର ପୁର ଗ୍ରାମର ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା। ତାଙ୍କୁ ଚିକିତ୍ସା ପାଇ ବ୍ରହ୍ମପୁର…

ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନ ଖାରଜ

ଭଦ୍ରକ ଅଫିସ, ୨୬।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନକୁ ଭଦ୍ରକ ଜିଲା ଜଜ୍‌ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀ…

ଘରୁ ଡାକି ନେଇ ପିଟିପିଟି ମାରିଦେଲେ

କେନ୍ଦୁଝର,୨୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଚାରିଜଣ ଯୁବକ ଲୁହାଛଡ଼ରେ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ମନୋହରପୁର ଗ୍ରାମର ଭାଗ୍ୟଧର ଘଣା(୩୯)। ସୂଚନାଯୋଗ୍ୟ,…

ଶୂନ୍ୟ ହେଲା ମା’ କୋଳ: ଏକାସାଙ୍ଗରେ ଚାଲିଗଲେ ଭାଇ ଉଭଣୀ

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ଫାଣ୍ଡି ଅଧୀନ ଗଡ଼ହୁମା ଗ୍ରାମରେ ମଙ୍ଗଳବାର ଏକ ଦୁଖଃଦ ଘଟଣା ଘଟିଛି। ଗାଁର ଗୋବିନ୍ଦ ମହାରଣାଙ୍କ ନାତି ଏବଂ ନାତୁଣୀଙ୍କ ଗୋଟିଏ ଦିନରେ ଅକାଳ ବିୟୋଗ ଘଟିଛି। ମୃତ ଭାଇ ଭଉଣୀ ହେଲେ ରୁଦ୍ର(୨ ବର୍ଷ)…

କେନ୍ଦ୍ର,ରାଜ୍ୟ ସରକାର ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୬।୪: ବରଗଡ଼ ଜିଲାରେ ଆସନ୍ତା ୫ ତାରିଖରୁ ରବିଧାନ କିଣାବିକା ଆରମ୍ଭ ହେବ। ତେବେ ବିଗତ ବର୍ଷର ଧାନ କିଣାବିକା ସମସ୍ୟାକୁ ଉପଲବ୍ଧି କରି ଏଥର ଯେଭଳି ପୂର୍ବବର୍ଷ ସମସ୍ୟାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଏବେଠାରୁ ଚାଷୀ ସଂଗଠନ…

ଋଷିକୂଲ୍ୟାରେ ବୁଡ଼ି ଛତିଶଗଡ଼ ଯୁବକ ନିଖୋଜ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଗଙ୍ଗାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇାକୁ ଯାଇ ଛତିଶିଗଡ଼ର ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର…

ପାରଦ ସହ ପାଣି ସମସ୍ୟା

ବଇଣ୍ଡା,୨୬।୪ (ପରିକ୍ଷିତ ସାହୁ) କିଛି ଦିନ ହେବ ଅନୁଗୋଳ ଜିଲାରେ ଜାରି ରହିଛି ଅଗ୍ନିବର୍ଷା। ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। ଦେହ ଜଳାଇଦେବା ଭଳି ଖରା ସାଙ୍ଗକୁ ମଧ୍ୟାହ୍ନର ତତଲା ପବନରେ ସନ୍ତୁଳି ହେଉଛି ଜନଜୀବନ। ବଢ଼ୁଥିବା ତାତିକୁ ନେଇ…

୪୧,୮୭୫ ନମୁନାରୁ ଜଣେ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୬।୪ ଏକଦା ମ୍ୟାଲେରିଆପ୍ରବଣ ଭାବେ ଦୁର୍ନାମ ମୁଣ୍ଡାଇଥିଲା ଶିଳ୍ପ ଜିଲା ଢେଙ୍କାନାଳ। ତେବେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଅନବରତ ପ୍ରୟାସ ପରେ ଏହି ମାରାତ୍ମକ ଜ୍ୱର ଏବେ ନିୟନ୍ତ୍ରଣକୁ ଆସିପାରିଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୪୧,୮୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?