ଆମ ଜିଲା ଖବର

‘ଲୋକଙ୍କ ଜୀବନ ରକ୍ଷା କରିବା ମୋ କାମ’

କୋକସରା,୨ା୭(ଡି.ଏନ୍‌.ଏ.): ବିଷାକ୍ତ ସାପ ହେଉ ଅବା ଅଜଗର ସମସ୍ତ ପ୍ରକାର ସାପକୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେସା ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଫୋନ୍‌ ଆସେ। ଶୀଘ୍ର…

ଫେରିଲା କଟକଣା: କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କଟକ ଅଫିସ,୨।୭: କଟକରେ ବାଧ୍ୟତାମୂଳକ ହେଲା ମାସ୍କ। କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ(ସିଏମ୍‌ସି)। ନିର୍ଦ୍ଦେଶନାମା ଅନୁଯାୟୀ କଟକରେ ରହୁଥିବା ଏବଂ ଆସୁଥିବା ଲୋକେ ମାସ୍କ ପିନ୍ଧିବେ। ଏହାଛଡ଼ା ବାହାରକୁ…

ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କରିବେ ଏକ୍ସପର୍ଟ ଟିମ୍‌

ପୁରୀ ଅଫିସ,୨।୭: ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହର ସଫେଇ କାମ ଆରମ୍ଭ ହେବ । ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହେବ । ରତ୍ନସିଂହାସନ ସଫେଇ ସହ ଗର୍ଭଗୃହରୁ ଗରମ ହାୱା ନିଷ୍କାସନ ପ୍ରକ୍ରିୟା (ଭେଣ୍ଟିଲେଶନ) ଜାଲି…

ବଜ୍ରପାତରେ ୩ ଗୁରୁତର

ପାପଡ଼ାହାଣ୍ଡି,୨ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି…

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ରୋଷ ଘରେ ପଶି କେହି…

କଳାହାଟ ଦ୍ୱାରରେ ହେବ ରୁପା ଛାଉଣିି

ପୁରୀ ଅଫିସ, ୨।୭: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ସଂଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣିି ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପୁରୀରେ ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ…

ସଙ୍କଟରେ ପ୍ରାଥମିକ ସ୍ବାସ୍ଥ୍ୟସେବା

ବଇଣ୍ଡା,୨।୭(ଡି.ଏନ.ଏ.) ୩ ବର୍ଷ ହେଲା ଖାଲି ପଡ଼ିଛି ଡାକ୍ତର ପଦବୀ। ଷ୍ଟାଫନର୍ସ, କମ୍ପାଉଣ୍ଡର ଓ ସୁଇପର ମଧ୍ୟ ନାହାନ୍ତି। ଚିକିତ୍ସା ପାଇଁ ଆସୁଥିବା ରୋଗୀ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଜିଲା ପ୍ରଶାସନ, ବିଧାୟକଙ୍କୁ ବାରମ୍ବାର ଅବଗତ କରିଛନ୍ତି…

ଜବରଦଖଲ ଉଚ୍ଛେଦକୁ ନେଇ ରାଜନୀତି ସରଗରମ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସିଥିବା ପୂଜକ କନ୍ଧ ଶତପଥୀଙ୍କ ବାରିପଟ ଘର ସରକାରୀ ଜାଗାରେ ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରିବାର ଲୋକଙ୍କ ସହ…

ପାହାଡ଼ିଆ ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଜନ୍ମହେଲା ଶିଶୁକନ୍ୟା

ରାୟଗଡ଼ା ଅଫିସ,୨ା୭: ସରକାରଙ୍କ ଏତେ ବ୍ୟବସ୍ଥା ପରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶ୍ୱାଲି ପଞ୍ଚାୟତର ଦୁର୍ଗମ…

୧୦ ଫୁଟ ତଳକୁ ଖସିଲା ପାଟ୍ରୋଲିଂ ଗାଡ଼ି, ୨ ଗୁରୁତର

ବାରିପଦା ଅଫିସ,୨ା୭: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି କେନାଲ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ହାତୀ ସୁରକ୍ଷା ଡ୍ୟୁଟି ସାରି ଫେରୁଥିବା ବନ ବିଭାଗର ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଫୁଟ…

ଏପ୍ରିଲରେ କରିଥିଲେ ବିବାହ: ଘରୁ ମିଳିଲା ଯୁବକଙ୍କ ମୃତଦେହ

ଭବାନୀପାଟଣା,୨।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କାଳୀମନ୍ଦିର ପଡ଼ାରୁ ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ସୁଶାନ୍ତ ସାହୁ (୨୩)। ସୁଶାନ୍ତ ଏକ ହୋଟେଲରେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେ ଗତ ଏପ୍ରିଲରେ ବିବାହ…

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପରେ ଉଠିଲା ମୃତଦେହ

ଭବାନୀପାଟଣା/କୋକସରା,୧।୭(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୨ ପୃଥକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭବାନୀପାଟଣା ବ୍ଲକ କନ୍ଦବାନ୍ଦୋପଲା ଗ୍ରାମର ରତ୍ନାକର ମାଝି (୨୩) ଏବଂ କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ର କିଆଁ ମାଝି (୪୧)। ସୂଚନା ଅନୁଯାୟୀ, ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?