ସର୍ବଭାରତୀୟ ଆଇଏଫ୍ଏସ୍ ପରୀକ୍ଷାରେ କୋରାପୁଟର କେ. ନାଗାରାଜୁ
କୋରାପୁଟ,୩୦।୬(ସ୍ବ.ପ୍ର.): ସର୍ବଭାରତୀୟ ଆଇଏଫ୍ଏସ୍ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ପରୀକ୍ଷାରେ କୋରାପୁଟର ପୁଅ କେ. ନାଗାରାଜୁ(୨୯)ଙ୍କୁ ସଫଳତା ମିଳିଛି। ସେ ୪୦ତମ ର଼୍ୟାଙ୍କରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୨୧ ଆଇଏଫ୍ଏସ୍ ପରୀକ୍ଷାର ଚୂଡାନ୍ତ ଫଳ ମଙ୍ଗଳବାର ପ୍ରକାଶ ପରେ…
ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ
ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି। ୫-ଟି ଭଳି ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରିଥିବା ଯୋଗୁ ବିଦ୍ୟାର୍ଥୀ…
ସାଢ଼େ ୨ଟାରୁ ରଥଟଣା
ଢେଙ୍କାନାଳ ଅଫିସ୍, ୩୦।୬: ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅପରାହ୍ନରେ ରଥଗଡାଠାରେ ଜିଲାପାଳ ସରୋଜ କୁମାର ସେଠୀ ଚୂଡାନ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ସାଢ଼େ ୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟରେ…
ସିଂହଦ୍ୱାର ସମ୍ମୁଖରେ ୩ ରଥ
ପୁରୀ ଅଫିସ,୩୦ା୬: ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଉଭାଯାତ୍ରା। ରଥଯାତ୍ରା ପାଇଁ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି। ବିଜେ କାହାଳୀ ବାଜିବା ସହ ବିଧି…
ବିଷାକ୍ତ ଛତୁ ଖାଇ ପରିବାରର ୮ ଅସୁସ୍ଥ
ଟିକିରି/ରାୟଗଡ଼ା ଅଫିସ,୩୦।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକସୁପେଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ସଦସ୍ୟ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗାଁର ଜଗବନ୍ଧୁ ନାୟକ ତନଖ ନାୟକ, ହୃଷି ନାୟକ, ପାର୍ବତୀ ନାୟକ, ନୀଳାଦ୍ରି ନାୟକ,…
ବଦଳିବ କପିଳାସ ଜୁ’ କଳେବର
ଢେଙ୍କାନାଳ ଅଫିସ, ୩୦।୬: ଖୁବ୍ଶୀଘ୍ର ବଦଳିବ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ତଥା ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର ଥିବା କପିଳାସ ଜୁ’ର କଳେବର। ଏହି କାର୍ଯ୍ୟରେ ଆନୁମାନିକ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପ୍ରସ୍ତୁତ କରାଯାଉଛି ମାଷ୍ଟର…
ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡକୁ ଯିବନି ବସ୍
ଢେଙ୍କାନାଳ ଅଫିସ,୩୦।୬: ପ୍ରାୟ ସାଢ଼େ ୮କୋଟି ଟଙ୍କାରେ ପ୍ରସ୍ତାବିତ ଢେଙ୍କାନାଳ ସହରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଏଠାକୁ କିଛିଦିନ ବସ୍ ଚଳାଚଳ ବନ୍ଦ ରହିବ। ପୁରୁଣା ବସଷ୍ଟାଣ୍ଡ୍ କାମ ଶେଷ ହେବା ପର୍ଯ୍ୟନ୍ତ ମହିଷାପାଟସ୍ଥିତ…
ବାଜି ଲାଗୁଛି ପିଲାଙ୍କ ଜୀବନ
ମାଲକାନଗିରି,୩୦।୬ (ଡି.ଏନ.ଏ.): ମାଲକାନଗିରି ଜିଲାରେ ଗରିବ ଓ ଆଦିବାସୀ ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁ ପିଲାଙ୍କ ଜୀବନ ବାଜି ଲାଗୁଛି। ଜିଲାରେ ଅନ୍ବେଷା ଯୋଜନାରେ ଜିଲାର ବିଭିନ୍ନ ଅଞ୍ଚଳରୁ ଅନେକ…
ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ
ଜୟପୁର, ୩୦।୬ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ବୁଧବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ା ଗାନ୍ଧୀଛକଠାରୁ ଗ୍ଲୋକାଲ ହସ୍ପିଟାଲ ଯାଏ ଉଚ୍ଛେଦ ଜାରି ରହିଛି ା ରାସ୍ତାର ଉଭୟ ପଟେ ଥିବା…
ବଦନାମ କରୁଛି ବନ ବିଭାଗ
ଅନୁଗୋଳ ଅଫିସ, ୩୦।୬: ସାତକୋଶିଆରେ ବଢ଼ିପାରିଲାନି ବାଘ ସଂଖ୍ୟା। ମହାବଳ ମହାବୀରକୁ ଫାଶରେ ପକାଇ ସରକାରଙ୍କ ବ୍ୟାଘ୍ର ବଂଶବୃଦ୍ଧି ଯୋଜନାକୁ ଫେଲ୍ କରିଦେଲେ ଶିକାରୀ। ପାଣିରେ ପଡ଼ିଗଲା ବନ ବିଭାଗର ସମସ୍ତ ସୁରକ୍ଷା ପ୍ରସ୍ତୁତି। ମର୍ଯ୍ୟାଦା ହାନି ହେଲା ସାତକୋଶିଆର। ୨୦୧୮…
ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା
ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ…
ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ
ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ ବି ବିଭାଗ ପକ୍ଷରୁ ଏହି ବ୍ରିଜକୁ ସୁରକ୍ଷା ଦେବାକୁ ଯାଇ ଜେନାପୁର ପାର୍ଶ୍ୱରେ ଏକ…

