ଗାଁ ଛାଡ଼ିଯାଉନି ଦନ୍ତା
ରୂପସା, ୩।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ଏକ ଦନ୍ତା ତାଣ୍ଡବ ରଚିଛି। ଶୁକ୍ରବାର ଏହି ହାତୀ ଲଛମନଖୁଣ୍ଟା, ଜାରାସାହି କଲୋନୀସାହି ଆଦି ଗାଁକୁ ଯାଇ ବହୁ ଘରଦ୍ୱାର ଭାଙ୍ଗିବା ସହ ଜଣେ…
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ରୁ ଊର୍ଦ୍ଧ୍ୱ ଆହତ
ଖୋର୍ଦ୍ଧା ଅଫିସ,୩ା୭: ଖୋର୍ଦ୍ଧା ବାଘମାରୀ-ସିମୋର ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଛି ଏକ ଯାତ୍ରୀବାହୀ ବସ୍। ଉକ୍ତ ବସ୍ଟି ବାଙ୍କୀରୁ ଭୁବନେଶ୍ୱର ଆସୁଥିଲା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ, ଲିଙ୍ଗରାଜ ନାମକ ଘରୋଇ ବସ୍…
ପୁରୀରେ ଏଏସ୍ଆଇ ଟିମ୍
ପୁରୀ ଅଫିସ,୩।୭: ଏଏସ୍ଆଇ ଟିମ୍ ରବିବାର ପୁରୀରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ସେମାନେ ଆସିଥିବା ସୂଚନା ରହିଛି। ଏହି ଟିମ୍ ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୁପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ…
ଆଜିଠୁ ଆଡ଼ପ ଦର୍ଶନ ସାଙ୍ଗକୁ ମିଳିବ ଅବଢ଼ା
ପୁରୀ ଅଫିସ,୩।୭: ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରଦ୍ଧାଳୁ ଆଜିଠାରୁ ଜନ୍ମବେଦୀ ଆଡ଼ପ ମଣ୍ଡପରେ ଦର୍ଶନ କରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ଆଡ଼ପ ଅବଢ଼ା ମଧ୍ୟ ପାଇପାରିବେ। ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଆଡ଼ପ ମଣ୍ଡପରେ ଭିଡ଼ ଦେଖିବାକୁ…
କାମରେ ଲାଗୁନି ସମ୍ପଦ କେନ୍ଦ୍ର
ଯାଜପୁର ରୋଡ୍, ୩।୭ (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପାଳିକାର ସମ୍ପଦ କେନ୍ଦ୍ର (ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର) କାମରେ ଲାଗୁନାହଁି। ସହରରୁ ସଂଗୃହିତ ବର୍ଜ୍ୟବସ୍ତୁ ବ୍ୟାସ ସରୋବର ନିକଟସ୍ଥ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ ଭଳି…
ସ୍କୁଲ ରୂପାନ୍ତରୀକରଣ କାମରେ ଦୁର୍ନୀତି
ଡେରାବିଶ,୩।୭(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୁପାନ୍ତରିକରଣ କାମ କରୁଛନ୍ତି ା ତେବେ ଡେରାବିଶ ବ୍ଳକ ଅଧୀନରେ ସମୁଦାୟ ୨ ପର୍ଯ୍ୟାୟରେ ୧୩ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି ା ପ୍ରଥମ ପର୍ଯ୍ୟାୟରେ…
ବଚସାରୁ ଯୁବକଙ୍କୁ ଗୋଡ଼ାଇ ହାଣିଲେ
ଖୋର୍ଦ୍ଧା ଅଫିସ,୩।୭: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଚତରାଶଙ୍ଖ ନିକଟରେ ଶନିବାର ଅପରାହ୍ନରେ ସାମାନ୍ୟ ବଚସାରୁ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଜଣେ ଅନ୍ୟ ଜଣେ ଯୁବକଙ୍କୁ କଟୁରିରେ ଗୋଡ଼ାଇ ହାଣିଥିଲେ। ତାଙ୍କ ଶରୀରର…
୬ ମାସ ନ ପୂରୁଣୁ ଛାତରୁ ଗଳୁଛି ପାଣି
ନରସିଂହପୁର,୩।୭( ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ଜିଲା ନରସିଂହପୁର ଅଞ୍ଚଳର ପୁରାତନ ଅନନ୍ତ ନାରାୟଣ ହାଇସ୍କୁଲ ସାମିଲ ହୋଇଛି। ୨୦୨୧ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦ୍ଘାଟନ କରିଥିଲେ। କିନ୍ତୁ ୬ ନ…
ନ୍ୟାୟ ଅପେକ୍ଷାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର
ଖଇରା, ୩।୭(ଡି.ଏନ.ଏ.): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବର୍ଷେ ପୂରିବା ପରିପ୍ରେକ୍ଷୀରେ ମା’ ବାପା ଶନିବାର ସକାଳେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ ଶ୍ରାଦ୍ଧ…
ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି
ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏଥିରେ…
କଟକ ବଡ଼ ମେଡିକାଲରୁ ହତ୍ୟା ଅଭିଯୁକ୍ତ ଫେରାର
ରଗଡ଼ି, ୩।୭(ଡି.ଏନ.ଏ.): ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ବନ୍ଦୀ ଜୀବନ କାଟୁଥିବା ଜଣେ ବିଚାରାଧୀନ ବନ୍ଦୀ କଟକ ବଡ଼ ମେଡିକାଲରୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ଜଣକ ହେଲେ କାଳିଆପାଣି ଥାନା ଅଞ୍ଚଳର…
ନିଷ୍କାସନ ବ୍ୟବସ୍ଥା ନାହିଁ, ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି
କର୍ଲାମୁଣ୍ଡା,୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ଅଲେଖ ମନ୍ଦିରପଡ଼ାଠାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ୧ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଯିବା…

