ଆମ ଜିଲା ଖବର

ସଫଳ ମହିଳା ମାଛ ବ୍ୟବସାୟୀ କୁନ୍ତୁଳା

ଗଞ୍ଜାମ, ୩।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ରୁହନ୍ତି କୁନ୍ତୁଳା ବେହେରା(୫୨)। ମାଛ ବେପାରୀ କୁନ୍ତୁଳା ଅପା ନାମରେ ସେ ପରିଚିତା। ତାଙ୍କ ଘର ସୋରଳ ଗ୍ରାମରେ। ସେଠାରେ ବାପାଙ୍କୁ ମାଛ ବ୍ୟବସାୟରେ ସହଯୋଗ କରୁ କରୁ ନିଜେ…

ଶରଧାବାଲି ମେଳାରେ କନ୍ଧମାଳ ହଳଦୀର ଚାହିଦା

ଦାରିଙ୍ଗବାଡ଼ି,୩।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଥିବା ହଳଦୀର ଚାହିଦା ସମଗ୍ର ବିଶ୍ୱରେ ରହିଥିବା ବେଳେ ଏବେ ରଥଯାତ୍ରା ଅବସରରେ ପୁରୀ ଶରଧାବାଲିରେ ଚାଲିଥିବା ମେଳାରେ ଭଲ ବିକ୍ରି ହେଉଛି। କନ୍ଧମାଳ ପ୍ରଶାସନ ସହାୟତାରେ ଦାରିଙ୍ଗବାଡ଼ି ବ୍ଲ୍ଳକର ଏକ ମହିଳା…

ଶକ୍ତିକେନ୍ଦ୍ରକୁ ଜାରି ରହିବ କୋଇଲା ଯୋଗାଣ

ତାଳଚେର, ୩।୭(ନି.ପ୍ର.): ବର୍ଷା ଋତୁରେ ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍‌ ଇଣ୍ଡିଆର ଅଂଶୀଦାର ମହାନଦୀ କୋଲ୍‌ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌)। କମ୍ପାନୀ ଅଧିକୃତ ସମସ୍ତ କୋଇଲା ଖଣି ତଥା ରେଲଓ୍ବେ ସାଇଡିଂରେ ପର୍ଯ୍ୟାପ୍ତ…

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଏବଂ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। ଏହାକୁ…

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ କଲମ୍ବିଆ ୟୁନିଭରସିଟିରେ ମାଷ୍ଟର ଇନ ପବ୍ଲିକ ଆଡମିନିଷ୍ଟ୍ରେଶନ (ଏମ୍‌ପିଏ) ଶିକ୍ଷା କରିବେ। ପାଠ୍ୟକ୍ରମ ଅବଧି…

୨୦ ପଇସାରେ ଗଡ଼ିବ ୧ କି.ମି.

ଢେଙ୍କାନାଳ ଅଫିସ, ୩।୭: ମାତ୍ର ୨୦ ପଇସା ଖର୍ଚ୍ଚ କଲେ ବାଇକ୍‌ ଗଡ଼ିବ ୧ କିଲୋମିଟର। ନା ପକାଇବାକୁ ପଡ଼ିବ ପେଟ୍ରୋଲ ନା ରହିବ ପ୍ରଦୂଷଣ ଚିନ୍ତା। ପରିବେଶ ଅନୁକୂଳ ଏଭଳି ଏକ ଇ-ବାଇକ୍‌ ନିର୍ମାଣ କରି ପ୍ରଶଂସା ସାଉଁଟୁଛନ୍ତି ଢେଙ୍କାନାଳ…

ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ

ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ବସିଛନ୍ତି। ପୂର୍ବ ବର୍ଷ ତୁଳନାରେ ଜୁନ୍‌ ମାସ ସୁଦ୍ଧା ଯେତିକି ବର୍ଷା…

ବୃଦ୍ଧାଙ୍କ ଜାଲ୍‌ ଦସ୍ତଖତ କରି ଜମି ବିକ୍ରି

ବ୍ରହ୍ମପୁର ଅଫିସ,୩।୭: ବ୍ରହ୍ମପୁର ସହରରେ ଏବେ ଜମି ଦୁର୍ନୀତି ବଢ଼ିବାରେ ଲାଗିଛି। ଏହି ଧାରାରେ ଜନୈକା ବୃଦ୍ଧାଙ୍କ ନାମରେ ଥିବା ଏକ ଜମିକୁ ଜାଲ୍‌ ଦସ୍ତଖତ କରି ଅନ୍ୟଜଣଙ୍କୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧା ଜଣଙ୍କ ସଦର…

ଧରାକୋଟ ରାଜପରିବାରର ରୋଚକ ରାଜନୀତି

ବ୍ରହ୍ମପୁର ଅଫିସ,୩।୭: ରାଜ୍ୟରେ ୧୯୫୧-୫୨ରୁ ୨୦୧୯ ମଧ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ଗଞ୍ଜାମ ଜିଲା ଧରାକୋଟ ରାଜ ପରିବାରରୁ ୮ ଜଣ ବିଭିନ୍ନ ଦଳରୁ ବିଧାୟିକା ଓ ବିଧାୟକ ହୋଇଥିବା ତଥ୍ୟ ରହିଛି। ଅନ୍ୟପକ୍ଷରେ ଏହି ପରିବାର ରାଜନୈତିକ କ୍ଷମତା…

ବନ୍ଧବାହାଲ ସବ୍‌ ଷ୍ଟେଶନରୁ ବନ୍ଧୁକ ଦେଖାଇ ଲୁଟିନେଲେ

ଝାରସୁଗୁଡ଼ା ଅଫିସ,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ବିଦ୍ୟୁତ୍‌ ସବ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟ ହୋଇଛି। ଏହି ସଶସ୍ତ୍ର ଲୁଟରେ ୧୦ରୁ ୧୫ଜଣ ଦୁବୃର୍ତ୍ତ ସାମିଲ ଥିବା ଜଣାପଡ଼ିଛି। ଦୁବୃର୍ତ୍ତମାନେ ହାତରେ ବନ୍ଧୁକ, ଛୁରି…

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ମହିଳା, ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ମୋରଡ଼ା, ୩।୭ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଗଡିଗଁା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ପାଚିକା ଚୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପାଚିକା ଚୟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଶନିବାର ସକାଳେ ନିଯୁକ୍ତ…

ଗାଁ ଛାଡ଼ିଯାଉନି ଦନ୍ତା

ରୂପସା, ୩।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ଏକ ଦନ୍ତା ତାଣ୍ଡବ ରଚିଛି। ଶୁକ୍ରବାର ଏହି ହାତୀ ଲଛମନଖୁଣ୍ଟା, ଜାରାସାହି କଲୋନୀସାହି ଆଦି ଗାଁକୁ ଯାଇ ବହୁ ଘରଦ୍ୱାର ଭାଙ୍ଗିବା ସହ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?