କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ
ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ ସାହିର ହୃଷୀକେଶ ମଲ୍ଲିକଙ୍କର ବୋଲି ଜଣାପଡିଛି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ
ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା ମଧ୍ୟ ବାହାରିଛି। ସକାଳୁ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତି,…
ବୃକ୍ଷରାଜିରେ ଭରିବ ବୁଦୁବୁଦିଆ ଜଙ୍ଗଲ
ଭୁବନ, ୩।୭(ଡି.ଏନ୍.ଏ.): କାୟା ମେଲାଉଛି କଂକ୍ରିଟ୍ ଜଙ୍ଗଲ। ଉଜୁଡୁଛି ସବୁଜିମା। ଘନ ସଂରକ୍ଷିତ ଜଙ୍ଗଲ ପତଳା ହେଲାଣି। ସବୁଜବନାନୀ ଏବେ ଶ୍ରୀହୀନ। ବୃକ୍ଷହୀନ ଲଣ୍ଡା ପାହାଡ଼ ସୀମିତ ହୋଇଗଲାଣି ଲଟାବୁଦାରେ। ପାହାଡ଼ ତଳି ଅଞ୍ଚଳରେ ଅବାଧ ଗଛକଟା ଜୈବ ବିବିଧତାକୁ ବିପନ୍ନ…
ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼
ପୁରୀ ଅଫିସ,୩ା୭: ଆଡ଼ପମଣ୍ଡପରେ ରବିବାର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଛନ୍ତି ହଜାର ହଜାର ଭକ୍ତ। ଅନ୍ୟପକ୍ଷରେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ। ତେଣୁ…
ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ
ପାରଳାଖେମୁଣ୍ଡି,୩।୭(ଡି.ଏନ୍.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର ସମସ୍ତ ପଦବୀ ଖାଲି ପଡ଼ିଛି । କୃଷି ଜିଲାମୁଖ୍ୟ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କଲେ…
ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ
ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫ ଖଣ୍ଡ ସାହି ଯଥା, ଟିକରପଡ଼ା, ଘୁମୁସର ସାହି, ପନ୍ଦରା ସାହି, ରୋଡ ଅଞ୍ଚଳ ଓ…
ହତ୍ୟା ଅଭିଯୁକ୍ତ ଶିକ୍ଷକଙ୍କ ବଦଳି ଦାବି
ପରଜଙ୍ଗ, ୩।୭(ଡି.ଏନ୍.ଏ.): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗ୍ରାମରେ ଶୁକ୍ରବାର ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ବୈକୁଣ୍ଠ ସାହୁ (୬୫) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ମୃତକଙ୍କ ପୁଅ…
କର୍ଦ୍ଦମାକ୍ତ ଅବସ୍ଥାରେ ରାଜରାସ୍ତା
ପାରଳାଖେମୁଣ୍ଡି,୩।୭(ଡି.ଏନ୍.ଏ.): ଗୋଷାଣୀ ବ୍ଲକ ଗାରବନ୍ଧା-ଲାବଣ୍ୟଗଡ ରାଜ ରାସ୍ତା କର୍ଦ୍ଦମାକ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତାର ଏକ ପଖୋରୀ ଖନନ ଲାଗି ବହୁ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାଦିନେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିବାରୁ ତୁରନ୍ତ ଏହାକୁ…
ଆନନ୍ଦ ବଜାରରେ ସ୍ବତନ୍ତ୍ର ବ୍ୟବସ୍ଥା
ପାରଳାଖେମୁଣ୍ଡି,୩।୭(ଡି.ଏନ୍.): ପାରଳାଖେମୁଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଏହି ଅବସରରେ ସେଠାରେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରା କମିଟି ପକ୍ଷରୁ ପ୍ରସାଦ ପ୍ରସ୍ତୁତ କରାଯାଇ ପ୍ରତିଦିନ ପ୍ରଥମେ…
ଅନୁମତି ଦେଇନି ରେଲୱେ, ବାଧା ରାଜପଥ ସମ୍ପ୍ରସାରଣ
ଛତ୍ରପୁର,୩।୭(ଡି.ଏନ.ଏ.): ଗଞ୍ଜାମ- ପୁରୀ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସାରିବାରେ ସମ୍ପୃକ୍ତ ହାଇଦ୍ରାବାଦର ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍ ଠିକା ସଂସ୍ଥାରେ ଅହେତୁକ ବିଳମ୍ବ କରୁଛି ା ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇସାରିଛି…
ସଫଳ ମହିଳା ମାଛ ବ୍ୟବସାୟୀ କୁନ୍ତୁଳା
ଗଞ୍ଜାମ, ୩।୭(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ରୁହନ୍ତି କୁନ୍ତୁଳା ବେହେରା(୫୨)। ମାଛ ବେପାରୀ କୁନ୍ତୁଳା ଅପା ନାମରେ ସେ ପରିଚିତା। ତାଙ୍କ ଘର ସୋରଳ ଗ୍ରାମରେ। ସେଠାରେ ବାପାଙ୍କୁ ମାଛ ବ୍ୟବସାୟରେ ସହଯୋଗ କରୁ କରୁ ନିଜେ…
ଶରଧାବାଲି ମେଳାରେ କନ୍ଧମାଳ ହଳଦୀର ଚାହିଦା
ଦାରିଙ୍ଗବାଡ଼ି,୩।୭(ଡି.ଏନ୍.ଏ.): କନ୍ଧମାଳ ଜିଲାରେ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଥିବା ହଳଦୀର ଚାହିଦା ସମଗ୍ର ବିଶ୍ୱରେ ରହିଥିବା ବେଳେ ଏବେ ରଥଯାତ୍ରା ଅବସରରେ ପୁରୀ ଶରଧାବାଲିରେ ଚାଲିଥିବା ମେଳାରେ ଭଲ ବିକ୍ରି ହେଉଛି। କନ୍ଧମାଳ ପ୍ରଶାସନ ସହାୟତାରେ ଦାରିଙ୍ଗବାଡ଼ି ବ୍ଲ୍ଳକର ଏକ ମହିଳା…

