ଆମ ଜିଲା ଖବର

ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ ଭାଙ୍ଗିଲା

ନିରାକାରପୁର,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି ହୋଇ ୨ଟି ପଞ୍ଚାୟତର ୫ରୁ ଊର୍ଦ୍ଧ୍ୱ ଗାଁ ପାଣିଘେରରେ ରହିଛି। ଚାଷୀଙ୍କ ହିତ ପାଇଁ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ଜନସ୍ବାସ୍ଥ୍ୟ) ଡା. ନିରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଖୋର୍ଦ୍ଧା…

ଶତାଧିକ ହେକ୍ଟର ଚାଷଜମିକୁ ମାଡ଼ିଲା ଲୁଣି ପାଣି

ମହାକାଳପଡ଼ା,୧୮ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ସଂଲଗ୍ନ ଆଖଡ଼ାସାହି ସ୍ଲୁଇସ୍‌ ଗେଟ୍‌ ଦେଇ ଲୁଣିପାଣି ଶତାଧିକ ହେକ୍ଟର ଚାଷଜମିକୁ ମାଡ଼ି ଯାଇଛି। ଗତ ୨ ଦିନ ହେବ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଉପରୋକ୍ତ ଜମିର ଫସଲ ନଷ୍ଟ…

ବନ୍ୟାଜଳରେ ବନ୍ୟଜନ୍ତୁ: ଟାପୁରେ ଫସିିଛନ୍ତି ହରିଣ

ମାଲକାନଗିରି,୧୮ା୭ (ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ ଗତ ୬ଦିନ ଧରି ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ…

ପାଣି ଘେରରେ ୨୦ରୁ ଊର୍ଦ୍ଧ୍ୱ ଗାଁ 

ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଚିଲିକା ବ୍ଲକ ଅଧୀନ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀରେ ରହିଥିବା ବେଳେ ଏକାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବର୍ଷା ଜଳ ଘରେ ପଶିବାରୁ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଆଙ୍କୁଲା ପଞ୍ଚାୟତର ପାଇକକୁଶଡ଼ିହ,…

ବର୍ଷାରେ ଧୋଇଗଲା ରାସ୍ତା: ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ/ଜଟଣୀ/ବାଣପୁର, ୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଦୟାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷାରେ ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ରାସ୍ତା ଧୋଇଯାଇଛି। ୨୦ଫୁଟର ଘାଈ ସୃଷ୍ଟି ହେବା ସହ ପାଣି ପ୍ରବାହିତ…

ମାଳବନ୍ଧରେ ୭୫ ଫୁଟର ଘାଇ

ନୟାଗଡ଼ ଅଫିସ,୧୮ା୭: ଲଘୁଚାପଜନିତ ବର୍ଷାରେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ଲୁଣିଝରା, କୁସୁମୀ ପରୀ ନଦୀରେ ବନ୍ୟା ଆସିଛି। ନୟାଗଡ଼ ବ୍ଲକର ବାଲିକୁଦିଆରେ ଲୁଣିଝରା ନଦୀ ମାଳବନ୍ଧରେ…

ରିପୋର୍ଟ ସ୍ପଷ୍ଟ କଲା ‘ଦୂଷିତ ପାଣି’

ରାୟଗଡ଼ା ଅଫିସ,୧୮ା୭: ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚିନ୍ତାର ବିଷୟ ହୋଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ କାଶୀପୁର…

ନଗଡ଼ା ଶିଶୁ ମୃତ୍ୟୁ ଘଟଣା: ତଥ୍ୟ ନ ଦେବାରୁ ୨୫ ହଜାର ଜରିମାନା

ଯାଜପୁର ଅଫିସ,୧୮ା୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ନଗଡ଼ାରେ ବାଲ୍ୟ ବିବାହ ସାଙ୍ଗକୁ ପୁଷ୍ଟିହୀନତା ଶତପ୍ରତିଶତ ହ୍ରାସ ପାଇନାହିଁ। ଏହିକ୍ରମରେ ପ୍ରଦୀପ ପ୍ରଧାନ ସୂଚନା…

ଗାଁରେ ବୁଲୁଛି ଗୋଠଛଡ଼ା ଦନ୍ତା

ଟେନ୍‌ସା,୧୭।୭(ଡ଼ି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଚାଲିଛି ଗୋଠଛଡ଼ା ଦନ୍ତା। ଗୋଠଛଡ଼ା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରୁନାହାନ୍ତି ବଣାଇ ବନବିଭାଗ। ଦିନରାତି ଗାଁରେ ଆତଙ୍କ ଚଳାଉ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ହାତୀଟି ଗାଁ…

ସରପଞ୍ଚଙ୍କ ଘରୁ ମିଳିଲା ଚୋରି ସାମଗ୍ରୀ

ବରପାଲି,୧୭।୭(ଡି.ଏନ୍‌.ଏ.) ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଅଫିସ୍‌ରୁ ଗୋଟିଏ ପୁରୁଣା ଟ୍ରେଜେରି ଓ ଡିଜେଲ ରାଇସ ହଲର ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାରେ ଏକ ମାମଲା…

ନଦୀ ଟାପୁରେ ଫସିଛନ୍ତି ଶତାଧିକ ହରିଣ

ମାଲକାନଗିରି,୧୭ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ଆନ୍ଧ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?