ବିପଦସଙ୍କୁଳ କଂକ୍ରିଟ ପୋଲ
ଧାମନଗର,୧୮।୭(ସ୍ବ.ପ୍ର.) – ଭଦ୍ରକ ଜିଲା ଧାମନଗର ବ୍ଲକର ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ବହି ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲୋକେ ଏହା ଉପରେ ଯାତାୟାତ କରୁଥିବା ବେଳେ କେତେବେଳେ ଯେ…
ଦୁଇବର୍ଷ ପରେ ଶୁଭିଲା ‘ବୋଲବମ୍’
ଆରଡ଼ି, ୧୮।୭ (ଡି.ଏନ.ଏ.) – ଚଳିତବର୍ଷ ଶ୍ରାବଣ ମାସ ପ୍ରଥମ ସୋମବାର କାଉଡ଼ିଆମାନେ ଆରଡ଼ି ଆଖଣ୍ଡଳମଣି ପୀଠରେ ଜଳଲାଗି କରିବେ। କୋଭିଡ୍ କଟକଣା ହଟିବାରୁ ଦୁଇବର୍ଷ ପରେ ସେମାନେ ଆରଡ଼ିରେ ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିବାର ସୁଯୋଗ ପାଇବେ। ଏଥିପାଇଁ ରବିବାର…
୯୬ ଛାତ୍ରୀଛାତ୍ରଙ୍କୁ ୬ ଶିକ୍ଷକ
ହାଟଡିହୀ,୧୮।୭ (ଡି.ଏନ.ଏ.) – ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ନୂଆ ନୂଆ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ଆଜିର ଦିନ ରେ ବହୁ ଅଭିଭାବକ ସରକାରୀ ସ୍କୁଲ ଛାଡି…
ଗୋନାସିକାରେ ଜଳାଭିଷେକ ହେଲେ ବ୍ରହ୍ମେଶ୍ୱର
କେନ୍ଦୁଝର,୧୮ା୭(ସ୍ବ.ପ୍ର.): ଶ୍ରାବଣ ମାସ ପ୍ରଥମ ସୋମବାରରେ ବଂଶପାଳ ବ୍ଲକ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ବ୍ରହ୍ମେଶ୍ୱର ମହେଶ ଶିବ ମନ୍ଦିର ଗୋନାସିକାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜାଣିଛି। ଶିବ ଭକ୍ତମାନେ ବୈତରଣୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାରୁ ଜଳ ଆଣି ବ୍ରହ୍ମେଶ୍ୱର…
ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା
ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ଗ୍ରାମର ଜୁଆଙ୍ଗ ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି।…
ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍ରେ ଉପର ମୁଣ୍ଡରେ…
ଗୋରୁ ବୋଝେଇ ପିକ୍ଅପ୍ ଜବତ, ୩ ଅଟକ
ପାଟଣା,୧୮ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର କ୍ଷୀରେଇଟାଙ୍ଗିରି ଟୋଲ୍ଗେଟ ନିକଟରୁ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍ଅପ୍କୁ ବଜରଙ୍ଗ ଦଳର କର୍ମୀମାନେ ଅଟକ ରଖି ଗାଡ଼ିରୁ ୯…
ଦନ୍ତାହାତୀର ମୃତଦେହ ଠାବ
ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରେ ଏହି ଦନ୍ତା ହାତୀର…
ଏକୁଲ-ସେକୁଲରେ ପୁଣି ଜନନୀ ଯନ୍ତ୍ରଣା
କାମାକ୍ଷାନଗର,୧୮ା୭(ଡି.ଏନ୍.ଏ.): ଉପାନ୍ତରୁ ଉପକୂଳ। ଆଦିବାସୀବହୁଳ ଇଲାକାରୁ ଶିଳ୍ପସମୃଦ୍ଧ ଅଞ୍ଚଳ। ସ୍ବାସ୍ଥ୍ୟସେବାକୁ ନେଇ ସବୁଠି ତିକ୍ତ ଓ ନକାରାତ୍ମକ ଅନୁଭୂତି। ଦୁର୍ଗମ ଇଲାକାରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁ ନ ଥିବାରୁ ରୋଗୀ କାନ୍ଧରେ ବୁହାହେଉଛନ୍ତି ତ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ଉଛୁଳା…
ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର
ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର ଗଠନ ନିମନ୍ତେ ଦାବି ହୋଇଆସୁଥିବା ବେଳେ ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ…
ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସ୍ଥାଣୁ
କେନ୍ଦ୍ରାପଡ଼ା ଅଫିସ, ୧୮ା୭: ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ୨୪ ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ…
ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍ ଭାଙ୍ଗିଲା
ନିରାକାରପୁର,୧୮ା୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି ହୋଇ ୨ଟି ପଞ୍ଚାୟତର ୫ରୁ ଊର୍ଦ୍ଧ୍ୱ ଗାଁ ପାଣିଘେରରେ ରହିଛି। ଚାଷୀଙ୍କ ହିତ ପାଇଁ…

