ଆମ ଜିଲା ଖବର

ନାଗାବଳୀ ମଝିରେ ଫସିଲେ ଦୁଇ ପର୍ଯ୍ୟଟକ

ରାୟଗଡ଼ା ଅଫିସ,୧୭ା୭: ରାୟଗଡ଼ା ଜିଲା ନାଗାବଳୀ ନଦୀ ମଝିରେ ଦୁଇ ପର୍ଯ୍ୟଟକ ଫସି ରହିଛନ୍ତି। ନଦୀ ମଝିରେ ଏକ ପଥରେ ଉପରେ ଦୁହେଁ ଫସି ରହିଥିବା ଦେଖିବାକୁ ମିଳିଛି। ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡ଼ାପାଡ଼ି ଅଞ୍ଚଳର। ସହରର ଝୁଲାପୋଲ ନିକଟରେ…

ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୭ା୭: ଯାଜପୁର ଜିଲା ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ଶଙ୍କର ଦୟାଲ ନାୟକ(୨୭) ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ଘର…

ଲ’ କଲେଜ ସମ୍ମୁଖରୁ ମିଳିଲା ସ୍ବିଗି ବୟଙ୍କ କ୍ଷତାକ୍ତ ମୃତଦେହ

କଟକ ଅଫିସ, ୧୭।୭: କଟକ ଲ’ କଲେଜ ସମ୍ମୁଖରୁ ଜଣେ ସ୍ବିଗି ବୟଙ୍କ ମୃତଦେହ ଜବତ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଫେଜ-୨ ପୋଲିସ ତାଙ୍କ କ୍ଷତାକ୍ତ ମୃତଦେହ ଜବତ କରିଛି। ମୃତକ ସିଡିଏ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କିଏ ଓ…

ଦୁଇ ଦିନିଆ କଟକ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୧୭।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ । ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ…

ଭରା ନଈ ପାର ହେଲେ ପ୍ରସୂତି

କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ ଦମକଳ ବାହିନୀ କର୍ମଚାରୀ। ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ଗର୍ଭ ଯନ୍ତ୍ରଣା…

୬ଷ୍ଠ ଦିନରେ ଶ୍ରମିକ ସଙ୍ଗଠନର ଗଣଧାରଣା

ତାଳଚେର,୧୭।୭(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ନୂତନ ସାଇଲୋ ଘରୋଇକରଣର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର ୬ଷ୍ଠ ଦିନରେ ପହଞ୍ଚିଛି। ସକାଳେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଶ୍ରମିକମାନେ ଧାରଣାରୁ ଉଠି…

ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ ବୋହି ଆସ ସମୁଦ୍ରରେ ମିଶଥାଏ। ଜୁଆର ପାଣି ଓ ଉପରମୁଣ୍ଡ ପାଣି ମିଶିବା ପରେ…

ଆବର୍ଜନାମୁକ୍ତ ହେବ ଆଖଣ୍ଡଳମଣି ପୀଠ

ଆରଡ଼ି, ୧୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ସ୍ବଚ୍ଛ ତଥା ଆବର୍ଜନାମୁକ୍ତ ହେବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଶ୍ରାବଣ ମାସର ପ୍ରଥମ ସୋମବାର କାଉଡ଼ିଆମାନଙ୍କ ଆଗମନ ପୂର୍ବରୁ ଶନିବାର ଜିଲାପାଳ ସିଦ୍ଧେଶ୍ୱର ବଳିରାମ…

ଅର୍ଥ ଥାଇ ହେଉନି ଉନ୍ନୟନ

ଘଟଗାଁ, ୧୭।୭(ଡି.ଏନ୍‌.ଏ.) – ପଞ୍ଚାୟତ ପାଖରେ ମହଜୁଦ୍‌ ଅଛି ବହୁ ଲକ୍ଷ ଟଙ୍କାର ଅନୁଦାନ। ତଥାପି ଅଟକି ରହିଛି ଏକାଧିକ ପ୍ରକଳ୍ପ। ପଞ୍ଚାୟତ ଅଫିସ ଉନ୍ନତୀକରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିବାବେଳେ ପୋଖରୀ ପୁନରୁଦ୍ଧାର ଲାଗି ମଞ୍ଜୁର ହୋଇଥିବା ଚତୁର୍ଦ୍ଦଶ ଅର୍ଥ…

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ ପାହାଡରୁ…

ମହାକାଳପଡ଼ାରେ ନାବାଳିକା ସାଜୁଛନ୍ତି ମା’

ମହାକାଳପଡ଼ା,୧୭।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। କମ୍‌ ବୟସରେ ନାବାଳିକା ବିବାହ କରିବା ପରେ ସେମାନେ ମାତୃତ୍ୱ ଲାଭ କରୁଛନ୍ତି। ମା’ ହେବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି…

ସମବାୟ ସମିତିରେ ମିଳୁନାହିଁ ଧାନ ବିହନ

ପଟ୍ଟାମୁଣ୍ଡାଇ,୧୭।୭(ସ୍ବ.ପ୍ର.): ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତି। ପ୍ରାଥମିକ କୃଷି ସେବା ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ କମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?