ଆମ ଜିଲା ଖବର

ସମବାୟ ସମିତିରେ ମିଳୁନି ସାର

ପଟ୍ଟାମୁଣ୍ଡାଇ, ୩ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି। ଚଳିତ ଖରିଫ…

ଟାଙ୍କିରୁ ମିଳୁନି ପାନୀୟ ଜଳ

ମାର୍ଶାଘାଇ, ୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ କେଉଁଠି ବିଦ୍ୟୁତ ସମସ୍ୟା ତ କେଉଁଠାରେ ଓଭରହେଡ଼ ପାଣି ଟାଙ୍କିକୁ ବୋରିଂରୁ ପାଣି ଯିବାରେ…

ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତି ହାତେଇ ନେଇଛନ୍ତି। ଏହା ସରକାରୀ ଖାତାକୁ ଫେରାଇ ଆଣିବା ଓ ଜମି ହସ୍ତାନ୍ତର…

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ବାଲୁଗଁା,୩ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ ଶ୍ୱଶୁରଘର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତା ହେଲେ ଏହି ଥାନା ଅଧୀନ ସିଙ୍ଗେଶ୍ୱର ଅଞ୍ଚଳର ପ୍ରୀତମ ହୋତାଙ୍କ…

ଉନ୍ନୟନ କାର୍ଯ୍ୟ ପ୍ରଭାବିତ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୩ା୯: ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୮ଟି ରାଜସ୍ବ ଗ୍ରାମକୁ ନେଇ ୧୯୬୦ ମସିହା ଜୁଲାଇ ୧୨ ରେ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ଜନସଂଖ୍ୟା ଏବଂ କାର୍ଯ୍ୟକାରିତାର ବୃଦ୍ଧିକୁ ନେଇ ସରକାରଙ୍କ ପୁନଃ ଚିଠି ଅନୁଯାୟୀ ଖୋର୍ଦ୍ଧା…

ଓପିଜିସିକୁ ପୁଣି ଘରୋଇ କମ୍ପାନୀକୁ ବିକ୍ରି ପାଇଁ ପ୍ରୟାସ

ଝାରସୁଗୁଡ଼ା ଅଫିସ,୩ା୯: ବିଦ୍ୟୁତ୍‌ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ପାଓ୍ବାର ଜେନେରେଶନ୍‌ କର୍ପୋରେଶନ (ଓପିଜିସି) ଗଠନ ହୋଇଥିଲା। ଏହା ଅଧୀନରେ ରାଜ୍ୟରେ ୬ଗୋଟି କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ (ମିନି ମାଇକ୍ରୋ ହାଇଡ୍ରୋ ପାଓ୍ବାର) ଓ ଗୋଟିଏ ତାପଜ…

ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଔଷଧ କାମ ଦେଲାନି

ଯାଜପୁର ଅଫିସ,୩ା୯: ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ଜଣେ ଜ୍ୟୋତିଷ ଦେଇଥିବା ଔଷଧ କାମ ଦେଲାନାହଁି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଉକ୍ତ ଜ୍ୟୋତିଷଙ୍କୁ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଯାଜପୁର…

୧୨ ବର୍ଷ ହେଲା ଭଣ୍ଡାଉଛି ଏମ୍‌ସିଏଲ୍‌

ତାଳଚେର, ୩ା୯ (ନି.ପ୍ର.): ଜମି ବଦଳରେ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ। ଖଣିରେ ଦିଆଯିବ ନିଯୁକ୍ତି। ଥଇଥାନ ବ୍ୟବସ୍ଥା ମଧ୍ୟ କରିବ କୋଇଲା କମ୍ପାନୀ। ଏପରି ପ୍ରଲୋଭନ ଦେଖାଇ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ୨୦୧୦ରେ ତାଳଚେର ଗୋପାଳପ୍ରସାଦବାସୀଙ୍କ ୩୪୮ ଏକର ଜମି ଅଧିଗ୍ରହଣ…

ରାତିରେ ବୁଲୁଛି ଭାଲୁ, ଆତଙ୍କିତ ଲୋକେ

ଭବାନୀପାଟଣା,୨।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହର ନିକଟିସ୍ତ କଶାକେନ୍ଦୁ ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ୍‌ କରିଛନ୍ତି। ନିକଟ ଜଙ୍ଗଲରୁ ଗୋଟିଏ ଭାଲୁ ଆସି ଅଞ୍ଚଳରେ ବୁଲୁଛି। ଖବରପାଇ ଘଟଣାସ୍ଥଳରେ…

ନାଡପାଲି ଜଙ୍ଗଲରୁ ୨ ମାଓବାଦୀ ଗିରଫ

ମାଲକାନଗିରି,୨ା୯(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସର ସର୍ଚ୍ଚ ଅପରେଶନ ବେଳେ ନାଡପାଲି ଜଙ୍ଗଲରୁ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ କାକା କିସ୍ତା ଓ କଡତି ନରସ। ପୋଲିସ ଓ ସିଆରପିଏଫ୍‌ର ପକ୍ଷରୁ ଏହି ଜଙ୍ଗଲରେ…

ତହସିଲଦାର ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

ରାୟଗଡ଼ା ଅଫିସ,୨ା୯: କର୍ତ୍ତବ୍ୟରେ ଅବହେଳା ବିରୋଧରେ ରାୟଗଡ଼ା ଜିଲାପାଳ ସ୍ବଧାଦେବ ସିଂ ଶୁକ୍ରବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାଶୀପୁର ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର ୩୦ କର୍ମଚାରୀଙ୍କ ମାସକର ଦରମା ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟରେ ଅନେକ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା,୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଲାଗି ବୁରୁଝୁରୀ ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?