ନାଡପାଲି ଜଙ୍ଗଲରୁ ୨ ମାଓବାଦୀ ଗିରଫ

ମାଲକାନଗିରି,୨ା୯(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସର ସର୍ଚ୍ଚ ଅପରେଶନ ବେଳେ ନାଡପାଲି ଜଙ୍ଗଲରୁ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ କାକା କିସ୍ତା ଓ କଡତି ନରସ। ପୋଲିସ ଓ ସିଆରପିଏଫ୍‌ର ପକ୍ଷରୁ ଏହି ଜଙ୍ଗଲରେ ସର୍ଚ୍ଚ ଅପରେଶନ ବେଳେ ଦୁଇ ଜଣ ସନ୍ଧିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଲୁଚି ପଳାଇବାକୁ ଉଦ୍ୟମ କରୁଥିଲେ। ସେମାନଙ୍କୁ ସନ୍ଦହ କରି ଯବାନମାନେ କାବୁ କରି ନେଇଥିଲେ। ପଚରାଉଚରା କରିବାରୁ ସେମାନେ ଉଭୟେ ମାଓବାଦୀ ବୋଲି ଜଣାପଡିଥିଲା। ଉଭୟେ ବିଭିନ୍ନ ହିଂସାକାଣ୍ଡରେ ଜଡିତ ରହିଛନ୍ତି। କାକାଙ୍କ ଉପରେ ଜଣେ ଗ୍ରାମବାସୀଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗ ରହିଛି। ସେମାନଙ୍କ ନାମରେ ସରକାର ପୂର୍ବରୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିକ୍ଷକଙ୍କୁ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି

ନବରଙ୍ଗପୁର,୩।୭: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି। ମୃତ ଶିକ୍ଷକଙ୍କୁ ମିଳିଛି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି। କଥାଟି ଶୁଣିବାକୁ ଅଡ଼ୁଆ...

‘ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରୟ ବ୍ୟବସ୍ଥା ଜାରି ରଖ’

ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା...

ଏଫ୍‌ଏମ୍‌ରେ ସଚେତନତା ବାର୍ତ୍ତା ଦେଲେ ଟ୍ରାଫିକ୍‌ ଡିସିପି

ଭୁବନେଶ୍ୱର.୯।୧୦(ବ୍ୟୁରୋ): ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ଶେଷ ହୋଇଛି। ବୁଧବାର ଧରାପୃଷ୍ଠରୁ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ଭୁବନେଶ୍ୱରରେ ଭସାଣି ଯାତ୍ରା ବହୁ ଧୁମ୍‌ଧାମ୍‌ରେ ଅନୁଷ୍ଠିତ...

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି...

ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍‌; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍‌(ଓଆର୍‌ ୦୯ଏଫ୍‌ ୯୩୯୫)...

ଶ୍ୱଶୁର ଘର ପହଞ୍ଚି ପାରିଲେନି ଜ୍ୱାଇଁ: ରାସ୍ତାରେ…

ବାସୁଦେବପୁର,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ବିରସ ଛକରେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ଦାସ(୪୦)। ତାଙ୍କ...

ଛୁଆ ହାତୀର ମୃତଦେହ ଠାବ

ବଡ଼ବିଲ/କେନ୍ଦୁଝର,୯ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧୀନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରିଛି। ମୃତ...

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

Advertisement
Archives

Model This Week