ଆମ ଜିଲା ଖବର

ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହି ପ୍ରଳୟଙ୍କରୀ ବନ୍ୟାକୁ ୨ ବର୍ଷ ପୂରିଛି। ପୁଣି…

କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ,୨୩ା୮:ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଏହାର ତଳମୁଣ୍ଡରେ ଥିବା କାଣୀ ନଦୀରେ ବିପତ୍ାତ ଦେଖାଦେଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୭.୮୧ ମିଟର ରହିଛି। କାଣୀ ନଦୀର…

ବନଭୋଜି ବେଶରେ ମହାପ୍ରଭୁ

ପୁରୀ ଅଫିସ,୨୩ା୮:ଶ୍ରୀମନ୍ଦିରରେ ସୋମବାର କୋଳିବିକା ନୀତି ଓ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର ହାତରେ ବାଡ଼ି ଆଉ ଶିକାରେ ଲହୁଣି ଧରି ବେଶ ହୋଇଛନ୍ତି। ମଧ୍ୟାହ୍ନ ଧୂପ ପରେ ବଳଭଦ୍ର ଓ…

ଟଙ୍କା ନ ଦେଲେ ଏସ୍‌ଏଲ୍‌ସି ମିଳୁନି

ପୁରୀ ଅଫିସ,୨୩।୮:ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସାମିଲ ଥିବା ସରକାରୀ ବିଦ୍ୟାଳୟରେ ବି ପିଲାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ (ଏସ୍‌ଏଲ୍‌ସି) ଦେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନିଆଯାଉଛି। ଟଙ୍କା ନ ଦେଇପାରିଲେ ଫେରାଇ ଦିଆଯାଉଛି।…

ସାମ୍ବାଦିକ କରାଇଦେବା ନାଁରେ ବ୍ଲାକମେଲ

କଟକ ଅଫିସ, ୨୩ା୮:କଟକର ପୁରୁଣା ସଚିବାଳୟ ମାର୍ଗରେ ସୋମବାର ଜଣେ ମହିଳା ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାର୍‌ପିଟ୍‌ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ସାମ୍ବାଦିକା କରାଇଦେବା ନାଁରେ ବ୍ଲାକ୍‌ମେଲ୍‌ କରୁଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ଦୁହେଁ…

ଦେଢ଼ ମାସ ପରେ ପେଟ ଭିତରେ ରହିବ ଖାଦ୍ୟନଳୀ

ବ୍ରହ୍ମପୁର ଅଫିସ,୨୩ା୮:ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ରାଉତ ଗୁଜରାଟର ସୁରଟରେ କାମ କରନ୍ତି। ୨ ସପ୍ତାହ ତଳେ ସେଠାରେ ତାଙ୍କ ସହିତ କେତେଜଣ ନିଶାସକ୍ତ ବ୍ୟକ୍ତିଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ କୃଷ୍ଣଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍‌…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଦେବଗଡ଼, ୨୨।୮(ଡି.ଏନ୍‌.ଏ.): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମରେ । ଗ୍ରାମର ରମେଶ ମହାନନ୍ଦଙ୍କ ପରିବାରର ୭ ଜଣ ମହିଳା…

ଶହେ ଟଙ୍କା ପାଇଁ ବାପାଙ୍କୁ ମରଣାନ୍ତକ ଆକ୍ରମଣ: ପୁଅ ଗିରଫ

ବାହାନଗା,୨୨।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜେଇ ଗ୍ରାମର ଜଣେ ବିବାହିତ ଯୁବକ ସାମାନ୍ୟ ଟଙ୍କା ପାଇଁ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରି ପୋଲିସ ଦ୍ୱାରା ଗିରଫ୍‌ ହୋଇଛନ୍ତି। ଏନେଇ ସୋର ଥାନାରେ ଏକ ମାମଲା(ନଂ.୩୭୭/୨୨) ରୁଜୁ ହୋଇଛି। ଗିରଫ…

ଟର୍ଲିଆମ ଗାଁରେ ଝାଡ଼ାବାନ୍ତି: ଆଣ୍ଠୁଏ ପାଣିରେ ନାଳ ପାର ହୋଇ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଦୁର୍ଗମ ଅଞ୍ଚଳରେ ଥିବା ଟର୍ଲିଆମ ଗାଁର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ମେଡିକାଲ୍‌ ଟିମ୍‌ ସହ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ…

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଧର୍ମଶାଳା,୨୨ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିପାଟିଆ ଗ୍ରାମର ରାଜକିଶୋର ମଲିକ (୩୨)। ରାଜକିଶୋର ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ରବିବାର ସନ୍ଧ୍ୟାରେ…

ମନ୍ଦିର ରୋଷେଇ ଘରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଉମରକୋଟ, ୨୨।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ଗ୍ରାମରେ ଥିବା ଅଲେଖ ମହିମା ମନ୍ଦିର ପରିସର ନିକଟ ରୋଷେଇଘରୁ ସୋମବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତଦେହ ମିଳିଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଜଗଦୀଶ କଲାରଙ୍କ ପୁଅ…

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ଘରେ କୁଞ୍ଜବନ କୁମୂରା(୪୫) ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?