ଆମ ଜିଲା ଖବର

୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଶହୀଦ ସ୍ତମ୍ଭ ଭାଙ୍ଗିଛନ୍ତି ମିଲିସିଆ। ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ…

ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଦମ୍ପତି ଗୁରୁତର

କେନ୍ଦୁଝର,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋଗୋଠ ଗ୍ରାମରେ ଘରେ ଶୋଇଥିବା ବେଳେ ବାହାରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଜଳାଇ ହତ୍ୟା ଉଦ୍ୟମ ଭଳି ଅମାନବୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୋଇଥିବା ଅବସ୍ଥାରେ ବାହାର ପଟୁ…

ଛାତ୍ରୀଛାତ୍ର ୨୪୪, ଶିକ୍ଷକ ଅଛନ୍ତି ୫

କୋରୁକୋଣ୍ଡା ୨୨ା୮(ଡି.ଏନ୍‌.ଏ.): ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ଉନ୍ନତି କରୁଛନ୍ତି। ଶ୍ରେଣୀଗୃହ ସହ ଅତ୍ୟାଧୁନିକ ବିଜ୍ଞାନାଗାର ପ୍ରତିଷ୍ଠ କରି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପ୍ରତି ଆକୃଷ୍ଟ କରୁଛନ୍ତି। ଉପସ୍ଥାନ ବୃଦ୍ଧି ଲାଗି ମଧ୍ୟାହ୍ନଭୋଜନ…

ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ପୋଲିସକୁ ଦେଲା ସୁରାକ

ନବରଙ୍ଗପୁର,୨୨।୮(ବି.ପ୍ର.): ନାଟକୀୟ ଢଙ୍ଗରେ ଗଞ୍ଜେଇ ଚାଲାଣ ପାଇଁ ଅଟୋରିକ୍ସା ଲୁଟି ନେଇଥିଲେ ୫ ଜଣ ଅଭିଯୁକ୍ତ। ନବରଙ୍ଗପୁର ଆଦର୍ଶ ଥାନାରେ ମାମଲା ରୁଜୁ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଚା ପିଇ ପେଟିଏମ୍‌ରେ ଟଙ୍କା ଦେଇଥିଲେ। ଏହି ସୁରାକ…

ପୁରୁଣାପାଣି ପୋଲରୁ ଉଠିଗଲା କଂକ୍ରିଟ୍‌

ବଇଣ୍ଡା,୨୨।୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣବର୍ଷାର ପ୍ରଭାବ ପଡ଼ିଛି ଅନୁଗୋଳ ଜିଲାରେ। ଜଳସ୍ରୋତରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଦେଉଳସାହିରୁ ପୁରୁଣାପାଣି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣାପାଣି ପୋଲ ସଂଲଗ୍ନ ରାସ୍ତାରୁ କଂକ୍ରିଟ୍‌ ଉଠିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଯାନବାହନ ଚଳାଚଳ…

ବନ୍ୟା ଜଳରେ ଭାସି ବୃଦ୍ଧଙ୍କ ଜୀବନ ଗଲା

ହାଟଡିହୀ,୨୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜାବିନିପୁର ଗ୍ରାମର ଜଣେ ବ୍ୟକ୍ତି ବନ୍ୟା ଜଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି କୁଶ ମୁଣ୍ଡା(୪୦)। ସୂଚନାରୁ ଜଣାପଡିଛି ଯେ, କୁଶ ଗତ ରବିବାର ସକାଳୁ ଭାଗବଖରା କରିଥିବା ଚାଷ ଜମିକୁ ଏକ…

ବାର୍ଦ୍ଧକ୍ୟରେ ବଢୁଛି ବ୍ୟଥା

ଢେଙ୍କାନାଳ ଅଫିସ, ୨୨।୮: ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର ବିଶ୍ୱବ୍ୟାପୀ ପାଳିତ ହୋଇଛି ବରିଷ୍ଠ ନାଗରିକ ଦିବସ। ସେମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ସଭାସମିତି…

ରେଙ୍ଗାଳି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

କଣିହାଁ,୨୨।୮ (ଡି.ଏନ.ଏ.): ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୪ ମିଟର। ଖବରଲେଖା ସୁଦ୍ଧା ପାଣି ୧୨୦ ମିଟର ପାର୍‌ କରିଛି। ୧୨୧…

କନ୍ଧମାଳ: ଲଗାଣ ବର୍ଷାରେ ଭାଙ୍ଗିଛି ୫୦୦ରୁ ଊର୍ଦ୍ଧ୍ୱ ଘର

ଫୁଲବାଣୀ ଅଫିସ,୨୨ା୮: ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲାରେ ପଡିଛି। ରବିବାର ବର୍ଷା ପୂର୍ବ ଅପେକ୍ଷା କମିଛି। ଗତ ୧୫ ତାରିଖରୁ ଦୁଇ ଦଫାରେ ହୋଇଥିବା ଲଗାଣ ବର୍ଷାରେ ଜିଲାରେ ଅନେକ କ୍ଷୟକ୍ଷତି ଘଟିଛି। ପାଖାପାଖି ୫୦୦ରୁ ଉଦ୍ଧର୍‌ବ ଘର ଭାଙ୍ଗିଥିବା…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି

ଭଞ୍ଜନଗର,୨୨।୮(ଡି.ଏନ.ଏ): ରାଜ୍ୟରେ ଅଫିସର ରାଜ ଚାଲିଛି । ନେତା ମନ୍ତ୍ରୀଙ୍କ କଥା ଅଫିସରମାନେ ଶୁଣୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ବିରୋଧି ଦଳର ନେତାମାନେ ଅଭିଯୋଗ କରୁଛନ୍ତି । ଏନେଇ ଶାସକଦଳର ନେତାମାନେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଥିଲେ ମଧ୍ୟ…

ବିପଦ ମୁହଁରେ ୧୬୯ ଗାଁ

ଜଳେଶ୍ୱର,୨୨ା୮(ଡି.ଏନ.ଏ.): ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆସୁଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୨୮ପଞ୍ଚାୟତର ୧୬୯ଟି ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୦ଜଣ…

ବିଭିନ୍ନ ନଦୀ ଫୁଲୁଛି, ପାଣିଘେରରେ ତଳିଆ ଅଞ୍ଚଳ

ଭଦ୍ରକ ଅଫିସ, ୨୨।୮: ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଫଳରେ ୬ ବ୍ଲକର ୨ଶହରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବା ସହ ୧୬,୫୫୪ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?