ଆମ ଜିଲା ଖବର

ଜଳ ନିଷ୍କାସନ ଲାଗି ରାସ୍ତା ଖୋଳିଦେଲେ

ବେତନଟୀ, ୨୧।୮: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇ ପଞ୍ଚାୟତ ଚାକୁଣ୍ଡାପଦାଠାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସମୟରେ ହୋମ୍‌ପାଇପ୍‌ କିମ୍ବା କଲ୍‌ଭର୍ଟ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ହେଲେ ଏଥିପ୍ରତି ଗୁରତ୍ୱ ଦିଆ ନ ଯିବାରୁ ପ୍ରତ୍ୟେକବର୍ଷ ବର୍ଷାଜଳ ଗ୍ରାମବାସୀଙ୍କ…

୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଥିବାବେଳେ ଏବେ ପୁଣି ବିଭିନ୍ନ ୱାର୍ଡ ରାସ୍ତାରେ ନିମ୍ନମାନର କଂକ୍ରିଟକରଣ କାର୍ଯ୍ୟ ଦେଖିବାକୁ ମିଳିଛି।…

ଗାଁ ମୁହାଁ ସାପ,କୁମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୨୧।୮: ମହାନଦୀ ସିଷ୍ଟମରେ ବନ୍ୟାଜଳସ୍ତର କମିଛି ା ଫଳରେ କେନ୍ଦ୍ରାପଡ଼ା ଜିଲାର ପାଣି ଘେରରେ ଥିବା ୯୩ ଗ୍ରାମର ସଂଖ୍ୟା ୫୬କୁ ଖସିଛି ା ତେବେ ଲଗାଣ ବର୍ଷା ଓ ବନ୍ୟା ଜଳ ଜିଲାର ତଳିଆ ଅଞ୍ଚଳରେ ଜମି…

ରିଲିଫ୍‌ ପରିଚାଳନାରେ ପ୍ରଶାସନର ତ୍ରୁଟି ଅଭିଯୋଗ

କୁଜଙ୍ଗ,୨୧।୮(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକର ୧୦ଟି ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ୬ ଦିନ ହେବ ବନ୍ୟା ପାଣି ଘେରରେ ରହି ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ମାତ୍ର ବ୍ଲକ ପ୍ରଶାସନ ଏପର୍ଯ୍ୟନ୍ତ କେତେକ ପଞ୍ଚାୟତରେ ରିଲିଫ ସାମଗ୍ରୀ ପହଞ୍ଚାଇ ନ…

ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ

ମହାକାଳପଡ଼ା,୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ ବଳ ନାହିଁ ା ଆଖିକୁ ଭଲ ଦିଶୁନି। ଏହି ବୟସରେ ପାଖରେ ରହି ଆହା…

ଜାଲରେ ପଡ଼ିଲା ବିରଳ ସାମୁଦ୍ରିକ ମାଛ

ବାଲିଆ,୨୧।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କଣ୍ଟିଲୋ ନିକଟ ଦେବୀ ନଦୀରୁ ଶନିବାର ବିରଳ ପ୍ରଜାତିର ସାମୁଦ୍ରିକ ମାଛ ମିଳିଛି। ଏହି ଗ୍ରାମର କିଛି ମତ୍ସଜୀବୀ ଦେବୀ ନଦୀରେ ଜାଲ ପକାଉଥିବା ବେଳେ ଏହି ବିରଳ ପ୍ରଜାତିର ସାମୁଦ୍ରିକ ମାଛ ଜାଲରେ ପଡିଥିଲା। ମାଛଟି…

ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ

ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର ୩ ବର୍ଷ ଲାଭାଂଶର ୨ ପ୍ରତିଶତ ଅର୍ଥରାଶି କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମରେ…

ବାଟ ପାଉନି ବର୍ଷାପାଣି

ଢେଙ୍କାନାଳ ଅଫିସ, ୨୧।୮: ଡ୍ରେନ୍‌ ଉପରେ ଠିଆ ହୋଇଛି କୋଠାବାଡ଼ି। ଅବରୋଧ ହୋଇରହିଛି ଜଳ ନିଷ୍କାସନର ପ୍ରମୁଖ ପଥ। କେଉଁଠି ଗଦା ହୋଇ ରହିଛି ନିର୍ମାଣ ସାମଗ୍ରୀ ତ ଅନ୍ୟ କେଉଁଠି ସ୍ଥାଣୁ ପାଲଟିଛି ଡ୍ରେନେଜ୍‌ ବ୍ୟବସ୍ଥା। ସ୍ଥିତି ଏବେ ଏଭଳି…

ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ

ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର…

ପ୍ରସ୍ତାବିତ ୨ ରେଳପଥ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୧।୮: ବ୍ରହ୍ମପୁର ମହାନଗର ଉପକଣ୍ଠ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୀତଳାପଲ୍ଲୀରେ ପଡ଼ିଆ ପଡ଼ିଛି ଶତାଧିକ ଏକର ସରକାରୀ ଜମି। ସେଠାରେ ରେଳ ୱାଗନ କାରଖାନା କରାଯିବାର ପ୍ରସ୍ତାବ ରଖାଯାଇଥିଲା। ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନଡିଏ ସରକାରଙ୍କ ପ୍ରଥମ…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି

ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ…

ଭଜନ ଗାଇଲେ ରାଜ୍ୟପାଳ

ପୁରୀ ଅଫିସ,୨୧।୮: ପୁରୀରେ ଆୟୋଜିତ ଶ୍ରୀମଦ୍‌ ଭାଗବତ କଥା ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ଭଜନ ଗାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜ୍ୟପାଳଙ୍କ ଭଜନ ଗାନ ଶୁଣି ଶ୍ରୋତାମାନେ ମୁଗ୍ଧ ହୋଇଯାଇଥିଲେ। ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଶ୍ରୀପୁରୁଷୋତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?